• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 03 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

କବି ବସନ୍ତ ମୁଦୁଲିଙ୍କ ୩୭ ତମ ସ୍ମତି ସମାରୋହ; ଦେବାଶିଷଙ୍କୁ ମିଳିଲା 'କବି ବସନ୍ତ ମୁଦୁଲି କବିତା ପୁରସ୍କାର'...

ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। More
  • Sujit kumar Swain
  • 3 months ago

ପୁଣି ଚର୍ଚ୍ଚାରେ ମହାନଦୀ ବିବାଦ ପ୍ରସଙ୍ଗ; ଫିଟିବ କି ସମାଧାନର ବାଟ ?

ବିବାଦର ସମାଧାନ ନେଇ ବଢ଼ିଲା ଆଶା। ଆରମ୍ଭ ହେଲାଣି ଆପୋଷ ଆଲୋଚନା। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି।  More
  • Swadesi Megha Mallhar Prusty
  • 3 months ago

ଲକ୍ଷ୍ମୀ ବସ୍ ଡ୍ରାଇଭର-କଣ୍ଡକ୍ଟରକୁ ନିସ୍ତୁକ ମାଡ଼, ଥାନାରେ ଅଭିଯୋଗ

ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିସ୍ତୁକ ମାଡ଼ । ଦୁର୍ଘଟଣାକୁ ନେଇ ବିଚ୍ ରାସ୍ତାରେ ଆକ୍ରମଣ । More
  • Swadesi Megha Mallhar Prusty
  • 3 months ago

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More
  • Sonali Ojha
  • 3 months ago

ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍; ବଲାଙ୍ଗୀରକୁ ଅବହେଳା ନେଇ ବିଜେଡି ଉପରେ ବର୍ଷିଲେ

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି। More
  • Sonali Ojha
  • 3 months ago

Matric Form Fill Up: ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍, ୧୮ ଯାଏ ଚାଲିବ ପ୍ରକ୍ରିୟା

ଆଜିଠୁ ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। More
  • Pallipuspa Samal
  • 3 months ago

Panchang Today 3rd November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Sonali Ojha
  • 3 months ago

Firing: ରାସ୍ତାରେ ଠିଆ ହୋଇଥିଲେ ଯୁବକ, ମୁଣ୍ଡକୁ ଗୁଳି କଲେ ଦୁର୍ବୃତ୍ତ

ଭଦ୍ରକରେ ଫୁଟିଲା ଗୁଳି । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । More
  • Santosh Kumar Sahoo
  • 3 months ago

Air Pollution: ଦୀପାବଳିକୁ ଟପିଗଲା ବାସି ବାଣଫୁଟା, ବିଷ ପାଲଟିଲା ଟ୍ବିନ୍ ସିଟିର ବାୟୁମଣ୍ଡଳ

ଗତକାଲି ସନ୍ଧ୍ୟା ୮ଟା ପରେ ହଠାତ୍ ବଦଳିଗଲା ଦ୍ବୈତନଗରୀର ଦୃଶ୍ୟପଟ୍ଟ । ମାଡ଼ିଆସିଲା କୁହୁଡ଼ି । ଆକାଶକୁ ଘୋଡ଼ାଇଦେଲା ଧୂଆଁର ଆସ୍ତରଣ । More
  • Santosh Kumar Sahoo
  • 3 months ago

Subhadra Yojana: ରିଚେକ୍ ହେବ ଖାରଜ ସବୁ 'ସୁଭଦ୍ରା' ଆବେଦନ, ଯାଞ୍ଚ ପାଇଁ ଘରେ ପହଞ୍ଚିବେ ଅଙ୍ଗନବାଡ଼ି ଦିଦି

ଆପଣଙ୍କର କେଉଁ କାରଣ ପାଇଁ ଖାରଜ ହୋଇଛି ? ଯୋଜନାରେ ପୁଣି ଥରେ ସାମିଲ ହେବାର ରାସ୍ତା ଅଛି ନା ନାହିଁ ? ବ୍ୟସ୍ତ ହୁଅନ୍ତୁନି, ଏଥିପାଇଁ ବାଟ ଖୋଲିଛନ୍ତି ସରକାର । More
  • Santosh Kumar Sahoo
  • 3 months ago

କମିଲା ନବୀନଙ୍କ ସୁରକ୍ଷା, ହଟିଲେ ପାଣ୍ଡିଆନଙ୍କ PSO...ସରକାରଙ୍କ ଆକ୍ସନରେ ଚିହିଁକିଲା ବିଜେଡି

କମିଲା ନବୀନଙ୍କ ସୁରକ୍ଷା। ହଟିଲେ ପାଣ୍ଡିଆନଙ୍କ ପିଏସ୍ଓ। କୁଟ୍ଟେଙ୍କ କ୍ୱାର୍ଟରରୁ ବି ସୁରକ୍ଷା କର୍ମୀ ପ୍ରତ୍ୟାହାର । ତେବେ ନବୀନଙ୍କ ସୁରକ୍ଷାକୁ କମାଇବା ପରେ ତେଜିଛି ରାଜନୀତି । More
  • Sonali Ojha
  • 3 months ago

ଆମ୍ବ ଟାକୁଆଜନିତ ମୃତ୍ୟୁର ତନାଘନା; ସବୁରି ମୂଳରେ ସଚେତନତାର ଅଭାବ !

ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି। ସବୁରି ମୂଳରେ ରହିଛି ସଚେତନତାର ଅଭାବ। More
  • Sonali Ojha
  • 3 months ago

Mo Bus Accident: ରାସ୍ତାରେ ବୋଲ ମାନୁନି ମୋ ବସ୍ ! ପୁଣି ଘଟାଇଲା ଦୁର୍ଘଟଣା, ଯୁବତୀ ଗୁରୁତର

ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍। More