• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 20 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 3 months ago

ତହସିଲଦାର, RI ଓ ଅମିନଙ୍କୁ ରାଜସ୍ୱ ବିଭାଗର ତାଗିଦ୍; ଲୋକଙ୍କ କାମ ନକଲେ ହେବ ଆକ୍ସନ

ଡ୍ୟୁଟିରେ ଅବହେଳା କଲେ ଆଉ ତ୍ରାହି ନାହିଁ। ୧୫ ଦିନରେ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। More
  • Sujit kumar Swain
  • 3 months ago

ସଫଳତାକୁ ରୋକିପାରିନି ଗରିବୀ କି ଦୁସ୍ଥିତି; ପ୍ରଥମ ଚେଷ୍ଟାରେ ମାଲକାନଗିରିର ବଣ୍ଡା ଝିଅ ପାଇଲେ OAS

ପରିସ୍ଥିତି ଯାହା ହେଉ, ଯେମିତି ବି ଥାଉ ଯଦି ଜଣେ ଉଦ୍ୟମ ଆଉ ଅଧ୍ୟବସାୟ କରି ଲକ୍ଷ୍ୟ ଦିଗରେ ଆଗେଇ ଯାଏ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଅଟକାଇ ପାରେନି ଦୁନିଆର କୌଣସି ବାଧା ବିଘ୍ନ। More
  • Sujit kumar Swain
  • 3 months ago

ବିଲଡରଙ୍କ ପାଇଁ କୋହଳ ରେରା; ନିୟମ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ

ରେରା ବିଜ୍ଞପ୍ତିରେ ସଂଶୋଧନ। ଏଣିକି ୭୦ ପ୍ରତିଶତ ରେରା ସ୍ବୀକୃତିପ୍ରାପ୍ତ ବ୍ୟାଙ୍କଖାତାରେ ରହିପାରିବ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୧ ପ୍ରତିଶତ ଅର୍ଥ। More
  • Swadesi Megha Mallhar Prusty
  • 3 months ago

ନା ଡ଼ର .. ନା ଭୟ!! ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣର ଲାଇଭ୍ ଦୃଶ୍ୟ । ଶ୍ରୀମନ୍ଦିର ପାଖରେ... ପଶ୍ଚିମ ଦ୍ୱାର ନିକଟରେ...ସର୍ବ ସମ୍ମୁଖରେ ଗୋଡ଼େଇ ଗୋଡ଼େଇ ହାଣିଲେ । More
  • Swadesi Megha Mallhar Prusty
  • 3 months ago

କ୍ରେତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ବଡ଼ ପଦକ୍ଷେପ! RERA ବିଜ୍ଞପ୍ତିରେ ସଂଶୋଧନ

ରେରା ବିଜ୍ଞପ୍ତିରେ ସଂଶୋଧନ । କ୍ରେତାଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗତ ଜୁଲାଇ ୩ରେ ପ୍ରକାଶିତ ବିଜ୍ଞପ୍ତିକୁ ରେରା ସଂଶୋଧନ କରିଛି । More
  • Swadesi Megha Mallhar Prusty
  • 3 months ago

ବାପା ରୋଷେୟା, ମାଆ ଅଙ୍ଗନବାଡ଼ିରେ.. OAS ହେଲେ ବଣ୍ତା ଘାଟିର ପ୍ରଥମ ଝିଅ

୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ । More
  • Swadesi Megha Mallhar Prusty
  • 3 months ago

ବାତ୍ୟାର ନାଁ 'ଦାନା' କାହିଁକି? କ'ଣ ଏହି ନାଁର ଅର୍ଥ .. ଜାଣନ୍ତୁ

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା । More
  • Santosh Kumar Sahoo
  • 3 months ago

୨୩ରେ ବାତ୍ୟା ଆଶଙ୍କା, ୨୪ରେ ଛୁଇଁବ ଉପକୂଳ !

୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ । More
  • Santosh Kumar Sahoo
  • 3 months ago

୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୩ ତାରିଖ ବେଳକୁ ନେବ ଅବପାତର ରୂପ

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ । More
  • Santosh Kumar Sahoo
  • 3 months ago

କୋରାପୁଟର ଟ୍ରୀ-ମ୍ୟାନ୍‌ କାହ୍ନୁ ସାର, ୧୦ ବର୍ଷରେ ଲଗାଇଲେଣି ୫ ହଜାରରୁ ଅଧିକ ଗଛ

କାହ୍ନୁ ପେଶାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ । ପରିବାର ସହ ବୈପାରୀଗୁଡାରେ ରୁହନ୍ତି । ପରିବେଶ ସଚେତନତା ନେଇ ଗତ ୨୦୧୪ ମସିହାରୁ ‘ପ୍ଲାଣ୍ଟ ଏ ଟ୍ରି ସେଭ୍‌ ଦ ପ୍ଲାନେଟ’ ନାରା ନେଇ ବିଭିନ୍ନ ଗାଁକୁ ଯାଇ ସଚେତନତା ବାର୍ତ୍ତା ବାଣ୍ଟିବା ସହ ବୃକ୍ଷରୋପଣ କରିଥାନ୍ତି । More
  • Santosh Kumar Sahoo
  • 3 months ago

ଟପ୍ପର ଲକ୍ଷ୍ମୀପ୍ରିୟା ସ୍ବପ୍ନ ଦେଖୁଛନ୍ତି, ହେଲେ ଅର୍ଥ ସାଜିଛି ବାଧକ

ଲକ୍ଷ୍ମୀପ୍ରିୟା ଏବେ ଯାଜପୁର NC କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଭାବେ ପାଠ ପଢୁଛନ୍ତି । କିନ୍ତୁ ସେଠାରେ ରହିବା, ଖାଇବା ଓ କୋଚିଙ୍ଗ ନେବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ । More
  • Santosh Kumar Sahoo
  • 3 months ago

ମହାରାଷ୍ଟ୍ରରୁ ଶିମିଳିପାଳ ଆସିବେ ୨ ମହାବଳ ବାଘ

ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ପରେ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା କରାଯାଇ ବାଘ ଅଣାଯିବ । More
  • Santosh Kumar Sahoo
  • 3 months ago

କେମିତି କାମ କରୁଛନ୍ତି ରାଜସ୍ୱ ଅଧିକାରୀ, ମାର୍କ ଦେବେ ଜନତା

ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ । More
  • Santosh Kumar Sahoo
  • 3 months ago

ଆସୁଛି ବଡ଼ ବର୍ଷା, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ

ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । More
  • Sonali Ojha
  • 3 months ago

Panchang Today 20th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ୩ୟା ପ୍ରାତଃ ୦୬.୪୬ ଗତେ ୪ର୍ଥୀ ରାତ୍ରି ୦୪.୧୭ ଗତେ ୫ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦିବା ୦୮.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ। More
  • Santosh Kumar Sahoo
  • 3 months ago

ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ। More
  • Sujit kumar Swain
  • 3 months ago

ବାତ୍ୟା ଛୁଇଁବ କି ଓଡ଼ିଶା ଉପକୂଳ ? ବିଦେଶୀ ମଡେଲର ଫରକାଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ।  More
  • Santosh Kumar Sahoo
  • 3 months ago

ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍, ଇନଭେଷ୍ଟର୍ସଙ୍କ ସହ ରୋଡ୍ ସୋ’ କଲେ ରାଜ୍ୟ ସରକାର

ଦିଲ୍ଲୀ ପରେ ମୁମ୍ବାଇରେ ବି ଚମକିଲା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଭିଜନ୍। ବଡ଼ ଶିଳ୍ପସଂସ୍ଥା ମୁଖିଆଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ, ତାସହ ୩ ଶହ ନିବେଶକଙ୍କ ଆଗରେ ସଫଳତାର ସହ ରୋଡ୍ ସୋ ବି କଲେ ରାଜ୍ୟ ସରକାର। More
  • Santosh Kumar Sahoo
  • 3 months ago

ବିଜେଡିରେ ଥମୁନି ବରିଷ୍ଠଙ୍କ ବୟାନବାଜି, ନିର୍ବାଚନ ପରିଚାଳନାକୁ ନେଇ ଜଣଙ୍କ ପରେ ଜଣଙ୍କ ଟାର୍ଗେଟ୍

ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି। More
  • Sujit kumar Swain
  • 3 months ago

ନୂଆ ଢାଞ୍ଚାରେ ଆସୁଛି ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା’; ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ସହ ପଲ୍ଲୀସଭାକୁ ମିଳିବ ଗୁରୁତ୍ବ

ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।  More