• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 17 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 3 months ago

OSSSC ପରିଚାଳିତ ପରୀକ୍ଷା କେଁ, ନିଷ୍ପତ୍ତି ନେବେ ରାଜ୍ୟ ସରକାର !

ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। More
  • Satyendu Shekher Mishra
  • 3 months ago

ଜଗା ଦୁଆରକୁ ଆସି ହନ୍ତସନ୍ତ ହେଲେ ହବିଷ୍ୟାଳି ! କିଏ ବୁଝିବ ତାଙ୍କ ଦୁଃଖ...

କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  More
  • Satyendu Shekher Mishra
  • 3 months ago

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ୫୦ରୁ ଅଧିକ ଅଣ୍ଡା ମାଡ଼

ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି । More
  • Satyendu Shekher Mishra
  • 3 months ago

ପୁରୀରେ ବ୍ରତ ପାଳିବାକୁ ଯାଇ ହନ୍ତସନ୍ତ ହବିଷ୍ୟାଳୀ !

ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ । More
  • Satyendu Shekher Mishra
  • 3 months ago

ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ। More
  • Santosh Kumar Sahoo
  • 3 months ago

ବିନା ମୁରବିରେ ଓଡ଼ିଶା କଂଗ୍ରେସକୁ ୩ ମାସ, ଏଯାଏଁ ନୂଆ ପିସିସି ସଭାପତି ବାଛି ପାରୁନି AICC

ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC । More
  • Santosh Kumar Sahoo
  • 3 months ago

ବିସ୍ଫୋରକ ଖୁଲାସା କଲେ ପ୍ରସନ୍ନ; କହିଲେ, ବିଜୁଙ୍କୁ ଭାରତ ରତ୍ନ ମିଳିବା ଚାହୁଁନଥିଲେ ପାଣ୍ଡିଆନ

ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ । More
  • Santosh Kumar Sahoo
  • 3 months ago

ରାଉରକେଲାରୁ ଠାବ ହେଲା ଅପମିଶ୍ରିତ ଆଇସକ୍ରିମ୍ ଫ୍ୟାକ୍ଟ୍ରି, ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମ୍ ଜବତ

ଆଜି ମହାନଗର ନିଗମ ଓ ଫୁଡ୍‌ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍‌ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି । More
  • Pallipuspa Samal
  • 3 months ago

Panchang Today 17th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ଦିବା ୦୪.୨୦ ଗତେ ମେଷ, ତିଥି- ପୂର୍ଣ୍ଣିମା ଦିବା ୦୪.୫୬ ଗତେ ପ୍ରତିପଦ,ଘାତଚନ୍ଦ୍ର- ଧନୁ ରାଶିର , ଦିବା ୦୪.୨୦ ଗତେ ମେଷ ରାଶିର, ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି । More
  • Sujit kumar Swain
  • 3 months ago

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି

ବରପୁତ୍ରମାନଙ୍କର ଅବଦାନ ଚିର ସ୍ମରଣୀୟ ଓ ଯୁବପୀଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବାରୁ ସେମାନଙ୍କ ସ୍ମୃତିର ସୁରକ୍ଷା ଲାଗି ଏହି ପଦକ୍ଷେପ ନିଆଯିବ। More
  • Sujit kumar Swain
  • 3 months ago

ବଡ଼ ଦୁର୍ଘଟଣା: ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର; ମନ୍ଦିର ସମ୍ପୂର୍ଣ୍ଣ ଧୂଳିସାତ୍

ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର ।  More
  • Santosh Kumar Sahoo
  • 3 months ago

ବଢ଼ିବ ପୁରୀ ସହରର ସୁରକ୍ଷା, ସମସ୍ତ ପ୍ରବେଶ ପଥରେ ଲାଗିବ CCTV

ସେହିପରି ଶ୍ରୀମନ୍ଦିର ଭିତର ବାହାର, ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହିତ ନାଟମଣ୍ଡପରେ ମଧ୍ୟ ସିସିଟିଭି ଲଗାଇବାକୁ ଟେଣ୍ଡର ଆହ୍ବାନ କରାଯାଇଛି । More
  • Santosh Kumar Sahoo
  • 3 months ago

ସିମବକ୍ସ ପରେ ଫେକ୍ କଲସେଣ୍ଟର, ଭୁବନେଶ୍ବର ପାଲଟୁଛି ସାଇବର ଠକଙ୍କ ନୂଆ ରାଜଧାନୀ

ସିମବକ୍ସ ପରେ ଫେକ୍ କଲସେଣ୍ଟର। ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନାଞ୍ଚଳରୁ ଆଜି ଏକ ଫେକ୍ କଲ ସେଣ୍ଟର ଠାବ ହେବା ପରେ ହଜିଯାଇଛି କମିଶନରେଟ୍ ପୋଲିସର ନିଦ। ସବୁଠୁ ବଡ଼ କଥା ହେଉଛି ସିମବକ୍ସ ପରି ଏହାର ବି ରହିଛି ପଶ୍ଚିମବଙ୍ଗ ଲିଙ୍କ୍। More
  • Santosh Kumar Sahoo
  • 3 months ago

ଦୋହଲିଲା ଗଞ୍ଜାମର ବିଜେଡି ଗଡ଼, ବିପର୍ଯ୍ୟୟର ଗୁମର ଖୋଲିଲେ ପୂର୍ବତନ ବିଧାୟିକା

ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ। More
  • Sujit kumar Swain
  • 3 months ago

ଅମୂଲମୂଲ ଅବଢ଼ା, ତିନିଗୁଣା ବଢ଼ିଲାଣି ଶୁଖିଲି ଭୋଗ ଦର; ନିରାଶ ଭକ୍ତ...

କିଣି ହେଉନି ଶୁଖିଲି ଭୋଗ । ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ରେଟ୍ ଶୁଣି ଭକ୍ତ ଛାନିଆ।  More
  • Sujit kumar Swain
  • 3 months ago

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା; ୧୮ରୁ ୨ ଦ୍ବାରରେ ପ୍ରବେଶ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ରହିବ।  More