• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 4 months ago

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ

NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। More
  • Santosh Kumar Sahoo
  • 4 months ago

ବିତୁଛି ବର୍ଷ ପରେ ବର୍ଷ, କିନ୍ତୁ ସରୁନି ବ୍ରିଜ୍ କାମ

ବର୍ଷା ଦିନ ଆସିଲେ ଆପ୍ରୋଚ ରୋଡରେ ଲହଡ଼ି ଭାଙ୍ଗୁଛି ପାଣି । ଅନ୍ୟ ଦିନେ ଧୂଳିଧୂଆଁ। ଖାଲଖମା ରାସ୍ତାରେ ଯାଆସରେ ନୟାନ୍ତ ହେଲେଣି ଅଞ୍ଚଳବାସୀ। More
  • Santosh Kumar Sahoo
  • 4 months ago

କେତେବାଟ ଆଗେଇଲା ଭରତପୁର ଥାନାକାଣ୍ଡର ତଦନ୍ତ ? ଘଟଣାକୁ ନେଇ ତୀବ୍ର ହେଉଛି ରାଜନୀତି

କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ? More
  • Santosh Kumar Sahoo
  • 4 months ago

ସତ ହେଲା ଆଶଙ୍କା, ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ? More
  • Swadesi Megha Mallhar Prusty
  • 4 months ago

ପ୍ରତ୍ୟାଶାଙ୍କୁ ‘ଇମ୍ପାକ୍ଟ’  ପକ୍ଷରୁ ଏକଲବ୍ୟ ପୁରସ୍କାର, ପାଇବେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି

ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇବେ ୩୨ ତମ ଏକଲବ୍ୟ ପୁରସ୍କାର । More
  • Santosh Kumar Sahoo
  • 4 months ago

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, କେନ୍ଦୁଝରରୁ କାର ଯୋଗେ ଫେରିବେ ଭୁବନେଶ୍ୱର

ବିଜେପି ସରକାରର ଶହେ ଦିନର ପୂର୍ତ୍ତି ଅବସରରେ ୩ ଦିନିଆ କେନ୍ଦୁଝର ଓ ମୟୂରଭଂଜ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ଶେଷ ଦିନରେ ରାଇସୁଆଁ ଏୟାରଷ୍ଟ୍ରିପରୁ ବାରିପଦା ଅଭିମୁଖେ ବାହାରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । More
  • Sujit kumar Swain
  • 4 months ago

ଖୋଲା ମଂଚରେ ବିଜେଡି ସାଂସଦ ଦେବାଶିଷଙ୍କ ଚାଂଚଲ୍ୟକର ମନ୍ତବ୍ୟ; ମୋକିମ୍ କହିଲେ...

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି।  More
  • Sujit kumar Swain
  • 4 months ago

ଭରତପୁର ଘଟଣା: ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ପାଳିବ BJD

ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।  More
  • Sujit kumar Swain
  • 4 months ago

Special Story: ଦେଓମାଳି ବୁଲିବାକୁ ଯାଉଥିଲେ ସାବଧାନ;  ବାଟରେ ଜଗିଛି ଯମ !

କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟରୁ ମଧ୍ୟ ପ୍ରତିଦିନ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଦେଓମାଳିକୁ ଆସୁଛନ୍ତି। ହେଲେ କୁନ୍ଦୁଲି ହାଟ ଠାରୁ ଦେଓମାଳିକୁ ସଂଯୋଗ କରୁଥିବା ରାସ୍ତାକୁ ଦେଖି ସେମାନେ ମୁହଁ ଫେରୁଛନ୍ତି।  More
  • Sujit kumar Swain
  • 4 months ago

ପୋଲିସକୁ ମହଙ୍ଗା ପଡ଼ିଲା ଲାଞ୍ଚ; ୨ ପୋଲିସ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ... 

ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ୨ ପୋଲିସ ଅଧିକାରୀ  ।  More
  • Sujit kumar Swain
  • 4 months ago

ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ; ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କହିଲେ ନସରେ...

ଶତାଧିକ ପରିବାର ଏବେବି ନିଜ ଘରକୁ ଫେରିପାରି ନାହାଁନ୍ତି । କିଏ ନଦୀ ବନ୍ଧରେ ଖୋଲା ଆକାଶ ତଳେ ଜରିପାଲ ଟାଣି ପଡିଛି ତ ଆଉ କିଏ ପିଲା ଛୁଆଙ୍କୁ ଧରି ସ୍କୁଲ ଘରେ ପଡ଼ିରହିଛନ୍ତି । More
  • Sujit kumar Swain
  • 4 months ago

ଶୌଚାଳୟ ପାଇଁ ତାତିଲେ ବସ୍ତି ମହିଳା

ବାଲେଶ୍ବର ପୌରପାଳିକା ଅନ୍ତର୍ଗତ ବାଲିଘାଟ ବସ୍ତିରେ ୨୦୨୩ରୁ ନିର୍ମାଣ ହେଉଥିବା ‘ଆମ ଶୌଚାଳୟ’ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ।  ନିକଟରେ ସହର ତଳି ଅଞ୍ଚଳରେ ବନ୍ୟା ସ୍ଥିତି ଯୋଗୁଁ ଶୌଚ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଅଭିଯୋଗ ହୋଇଛି।  More
  • Sujit kumar Swain
  • 4 months ago

ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଗିରଫ; କମାଇଛନ୍ତି ନିଜ ଆୟର ୧୭୭ ପ୍ରତିଶତ ଧନ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନ. ଭି. ହରିହର ରାଓ। More
  • Sujit kumar Swain
  • 4 months ago

ଆସୁଛି ଲଘୁଚାପ; ପ୍ରବଳ ବର୍ଷିବ, ଆଜି ପାଇଁ ୧୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି...

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। More
  • Sonali Ojha
  • 4 months ago

Panchang Today 22nd September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯  ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର। More
  • Santosh Kumar Sahoo
  • 4 months ago

୩ ମେଧାବୀ ଛାତ୍ରଛାତ୍ରୀ ପାଇଲେ ଅରିନ୍ଦମ ଦାସ ସ୍କଲାରସିପ୍

ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଗତ ୩ ବର୍ଷ ଧରି ସ୍କଲାରସିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି । More
  • Sangram Keshori Behera
  • 4 months ago

କ୍ୟାନସର ହସ୍ପିଟାଲରେ ନାହାନ୍ତି ଡାକ୍ତର କି କର୍ମଚାରୀ, ଚିକିତ୍ସା ନପାଇ ରୋଗୀ ନିରାଶ

ଉଦଘାଟନରେ ସୀମିତ ରହିଗଲା ବରଗଡ଼ କ୍ୟାନସର ହସ୍ପିଟାଲ । ରୋଗୀ ପାଉ ନାହାନ୍ତି ଉପଯୁକ୍ତ ଚିକିତ୍ସା। ଡାକ୍ତର ଅଭାବ। ନାହାନ୍ତି ଷ୍ଟାଫ୍ କି ଟେକ୍ନିସିଆନ୍ । More
  • Santosh Kumar Sahoo
  • 4 months ago

ଭରତପୁର କାଣ୍ଡକୁ ନେଇ ତୀବ୍ର ହେଉଛି ରାଜନୀତି, ରାଜରାସ୍ତାରେ ବିରୋଧୀଙ୍କ ହଙ୍ଗାମା

ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା। More
  • Santosh Kumar Sahoo
  • 4 months ago

ଗୁହାରି ଶୁଣିଲାନି ବିଏମସି, ପରିସ୍ରା କରି ଭସେଇଦେଲେ ଅଫିସ୍‌ ଚାମ୍ବର

ବାରମ୍ବାର ବିଏମ୍‌ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା । More
  • Santosh Kumar Sahoo
  • 4 months ago

‘କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ନୂଆ ସରକାର କରିବା’

ଦେବାଶିଷ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି। ସେଠି ଯେଉଁ ବାଇ-ଇଲେକ୍ସନ ହେବ, ସେଥିରେ ନବୀନ ବାବୁ କେବଳ ହାତ ହଲେଇଦେଇ ଆସିଗଲେ, ଆମେ ଜିତିଯିବୁ। More