• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 23 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Santosh Kumar Sahoo
  • 4 weeks ago

ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ ବର୍ଷକୁ ମିଳିବ ୧୦ ହଜାର

ରାଜ୍ୟର ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ପାଇଁ ଆସିଲା ଖୁସି ଖବର । ଚଳିତ ଆର୍ଥିକ ବର୍ଷରୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବହୁ ପ୍ରତିକ୍ଷୀତ ତଥା ବହୁ ଚର୍ଚ୍ଚିତ 'ସୁଭଦ୍ରା' ଯୋଜନା । More
  • Santosh Kumar Sahoo
  • 4 weeks ago

ସବୁ ସୀମା ଟପିଲେ ବିରୋଧୀ, ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ ଉଦ୍ୟମ

ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ। More
  • Santosh Kumar Sahoo
  • 4 weeks ago

ବଢ଼ିଲା କୁଟ୍ଟେ ଓ ଆଶିଷ ସିଂଙ୍କ ଅଡ଼ୁଆ, ଉଭୟଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ

କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କଲା ଗୃହବିଭାଗ । ୩୦ ଦିନ ଭିତରେ ଉତ୍ତର ଦେବାକୁ ଉଭୟଙ୍କୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି । More
  • Swadesi Megha Mallhar Prusty
  • 4 weeks ago

‘ଆସିବ ମଦନୀତି ସଂସ୍କାର, ବର୍ଷକ ଭିତରେ ଚୋରା ମଦ କାରବାର ବନ୍ଦ’

ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା । More
  • Santosh Kumar Sahoo
  • 4 weeks ago

ଆସିଲା ‘ସୁଭଦ୍ରା’ ଯୋଜନା SOP, ବର୍ଷକୁ ମିଳିବ ୧୦ ହଜାର

୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା । ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଯିବ । More
  • Sangram Keshori Behera
  • 4 weeks ago

ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍

ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ । More
  • Satyendu Shekher Mishra
  • 4 weeks ago

VIDEO: ସକାଳୁ ସାର ମଦ ପିଇ ଆସି ଶୋଇଗଲେ.. ଯେତେ ଡାକିଲେ ବି ଉଠୁ ନାହାନ୍ତି...

ସବୁଠାରୁ ବଡ଼ କଥା ହେଲା, ଏହି ସ୍କୁଲ ପାଇଁ ମାତ୍ର ଜଣେ ହିଁ ଶିକ୍ଷକ । ଆଉ ସେ ହେଉଛନ୍ତି ସେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । ଯାହାଙ୍କ ନାଁ ରବୀନ୍ଦ୍ରନାଥ ମୁର୍ମୁ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍କୁଲକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଖୋଲା ମଦ ଦୋକାନ କରିଦେଇଛନ୍ତି । ଯାହାକୁ ଖୋଦ୍‌ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧରିଛନ୍ତି । More
  • Satyendu Shekher Mishra
  • 4 weeks ago

କ୍ଷୂର୍ଣ୍ଣ ହେଲା ଗୃହର ଗାରିମା ! ଏମିତି ଆଗରୁ କେବେ ହୋଇନଥିଲା...

ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ। More
  • Satyendu Shekher Mishra
  • 4 weeks ago

୪ ମାସରେ ସରିବ କଟକ-ସମ୍ବଲପୁର ୫୫ ନମ୍ବର NH କାମ !

NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସରିବ କଟକ-ସମ୍ବଲପୁର NH-55 କାମ । More
  • Sonali Ojha
  • 4 weeks ago

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର; ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର ହେବ। More
  • Sonali Ojha
  • 4 weeks ago

Panchang Today 23rd August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ରାତ୍ରି ୦୭.୫୪ ଗତେ ମେଷ। ତିଥି-୪ର୍ଥୀ ଦିବା ୧୦.୩୯ ଗତେ ୫ମୀ। More
  • Satyendu Shekher Mishra
  • 4 weeks ago

ବବିଙ୍କ ପ୍ରଭାବ ନା ଚଞ୍ଚକତା ? ୩ ବର୍ଷରେ ୩ ହଜାର କୋଟିରୁ ଅଧିକ ଅନୁଦାନ

ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ? More
  • Sangram Keshori Behera
  • 4 weeks ago

ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍, କେବେ ଚେତିବ ପ୍ରଶାସନ ? 

ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା। More
  • Satyendu Shekher Mishra
  • 4 weeks ago

ଲକ୍ଷ୍ମୀ ବସ୍ ସେବା ଘୋଡ଼ା ୬କୁ ଦାନା ୯ ! ୧୦ ମାସରେ ୩୭୪ କୋଟି କ୍ଷତି

ଗୃହରେ ପରିବହନ ମନ୍ତ୍ରୀଙ୍କ ତଥ୍ୟ ଖୋଲିଲା ଯୋଜନାର ପୋଲ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ବାହାସ୍ଫୋଟିଆ ଯୋଜନା । More
  • Satyendu Shekher Mishra
  • 4 weeks ago

ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ । More
  • Sangram Keshori Behera
  • 4 weeks ago

SCBରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ । More