• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 22 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 6 months ago

ସରକାରଙ୍କ ବଡ଼ ଘୋଷଣା; ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ

ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ସେହିପରି ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ । More
  • Sujit kumar Swain
  • 6 months ago

ବଜେଟ୍ ଅଧିବେଶନ; ୨୦୨୯ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବ ସାଢେ ତିନି ଲକ୍ଷ ନିଯୁକ୍ତି ସୁଯୋଗ

ବଜେଟ୍ ଅଧିବେଶନ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ । ୨ ବର୍ଷରେ ପୂରଣ ହେବ ୬୫ ହଜାର ସରକାରୀ ପଦବି । ଶିକ୍ଷା ମାନବୃଦ୍ଧି ଉଦ୍ଦେଶ୍ୟରେ ପ୍ରଣୟନ ହେବ ରାଜ୍ୟ ଶିକ୍ଷାନୀତି । More
  • Sujit kumar Swain
  • 6 months ago

କଟୁରୀ ଧରି ଲୁଟପାଟ୍ ସହ ହଇଚଇ ଖେଳାଉଥିଲେ ଶଳା-ଭିଣୋଇ ଗ୍ୟାଙ୍କ...

କମିଶନରେଟ୍ ପୋଲିସ ହାବୁଡ଼ରେ ଏବେ ପଡ଼ିଛନ୍ତି ୩ ଜଣିଆ ଶଳା-ଭିଣୋଇ ଗ୍ୟାଙ୍ଗ। ଆଜିକୁ ପ୍ରାୟ ୩ ବର୍ଷ ହୋଇଗଲା, ଟ୍ବିନସିଟି ସମେତ ରାଜ୍ୟବ୍ୟାପି ସକ୍ରିୟ ରହି ଲୁଟପାଟ୍ ଚଳାଇଥିଲା ଏହି ଗ୍ୟାଙ୍ଗ।  More
  • Sujit kumar Swain
  • 6 months ago

ଗୁଣଗାନ ପରେ ବଢ଼ିଲା ଚର୍ଚ୍ଚା: ରାଜନୀତିରୁ ସନ୍ନ୍ୟାସ ପରେ ବି କାହିଁକି ପାଣ୍ଡିଆନ୍ ପ୍ରୀତି ?

ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।  More
  • Santosh Kumar Sahoo
  • 6 months ago

ଅବହେଳିତ ଅବସ୍ଥାରେ ପଠାଣି ସାମନ୍ତ ସଂଗ୍ରହାଳୟ, ଛାତରୁ ଗଳୁଛି ପାଣି

ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏହି ସଂଗ୍ରହାଳୟଟି ୨୦୧୬ ମସିହା ଡିସେମ୍ବର ୨୫ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା । More
  • Swadesi Megha Mallhar Prusty
  • 6 months ago

ଥାଇଲାଣ୍ତରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ କଲେ ନିବେଦନ

ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି । More
  • Swadesi Megha Mallhar Prusty
  • 6 months ago

ଆଜିଠୁ ବଜେଟ୍ ଅଧିବେଶନ; ୨୭ଟି କାର୍ଯ୍ୟଦିବସ, ନୂଆ ସରକାରକୁ ଟାର୍ଗେଟ୍ ଯୋଜନା

ଆସନ୍ତା ୨୫ ତାରିଖରେ ଗୃହରେ ଉପସ୍ଥାପନ ହେବ ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଅଧିବେଶନ ପାଇଁ ବିଜେପି ଓ ବିଜେଡି ବିଧାୟକ ଦଳ ବୈଠକ କରି ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । More
  • Sonali Ojha
  • 6 months ago

Panchang Today 22nd July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୧.୧୧ ଗତେ ୨ ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୧.୧୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ। More
  • Sujit kumar Swain
  • 6 months ago

ରାତି ପାହିଲେ ଶ୍ରାବଣର ପ୍ରଥମ ସୋମବାର; ମହାଦେବଙ୍କ ଠାରେ ଜଳ ଲାଗି କରିବେ କାଉଡିଆ...

କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ।  More
  • Santosh Kumar Sahoo
  • 6 months ago

ହଟିଲେ ଶରତ, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି

ଛାତ୍ରଠୁ ଯୁବ, ମହିଳାଠୁ ନେଇ କିସାନ କଂଗ୍ରେସ ସବୁ କମିଟିକୁ AICC ଭଙ୍ଗି ଦେଇଛନ୍ତି । More
  • Santosh Kumar Sahoo
  • 6 months ago

କାଲିଠୁ ମୋହନ ସରକାରଙ୍କ ପ୍ରଥମ ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଛି କିଛି ବିରଳ ପ୍ରଥା । ଚଳିତ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ମୋହନ ମାଝୀ । More
  • Sujit kumar Swain
  • 6 months ago

ରତ୍ନଭଣ୍ଡାର ରହସ୍ୟ ସହ ଯାଞ୍ଚ ପାଇଁ ହେବ କି ଲେଜର୍ ସ୍କାନିଂ ଓ ଏଣ୍ଡୋସ୍କୋପି ? 

ରତ୍ନଭଣ୍ଡାର ମରାମତି ପାଇଁ କେବେ ଆସିବ ସଂଶୋଧିତ SOP ? ଲେଜର ସ୍କାନିଂ ଓ ଏଣ୍ଡୋସ୍କୋପି ସପକ୍ଷରେ ମତ ରଖିଲେ ବିଶେଷଜ୍ଞ  । ମରାମତି ଆଗରୁ ରତ୍ନ ଗଣତି-ମଣତି ସାରିବାକୁ ସେବାୟତଙ୍କ ଦାବି । More
  • Sujit kumar Swain
  • 6 months ago

୬ ଜିଲ୍ଲାକୁ ବେହାଲ୍ କଲା ଲଘୁଚାପ ବର୍ଷା; ଉଜୁଡ଼ିଗଲା ଚାଷବାସ, ଭାଙ୍ଗିଗଲା ଘରଦ୍ବାର...

ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।  More