/odishatv-khabar/media/post_attachments/uploadimage/library/16_9/16_9_0/Panchang_1721442146.jpg)
Panchang
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୧.୧୧ ଗତେ ୨ ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୧.୧୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
Advertisment
ଶୁଭ ସମୟ
ପ୍ରାତଃ-୦୫.୨୨ ରୁ ୦୭.୦୦
ଦିବା-୧୦.୩୪ ରୁ ୦୧.୧୧
ଦିବା -୦୪.୪୫ ରୁ ୦୫.୩୧
ସନ୍ଧ୍ୟା-୦୭.୦୭ ରୁ ୦୯.୧୯
ରାତ୍ରି- ୧୧.୫୩ ରୁ ୦୨.୨୭
ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୦୦ ରୁ ୦୮.୩୭
କାଳବେଳା- ପ୍ରାତଃ ୦୭.୦୦ ରୁ ୦୮.୩୭
ବାରବେଳା- ଦିବା ୦୩.୦୮ ରୁ ୦୪.୪୫
କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)