• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 15 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 6 months ago

ଅବସରର ପରେ ୱାଟକୋର ଗାଦି ମାଡ଼ି ବସିଛନ୍ତି ବହୁ ଇଞ୍ଜିନିୟର ବାବୁ

ଅଫିସରଙ୍କ ରାଜ୍ ପାଇଁ ବନ୍ଦ ହୋଇଛି ନୂଆ ନିଯୁକ୍ତି ବାଟ । ପ୍ରମୋଶନ୍ ପାଇଥିବା ଅନେକଙ୍କୁ ମିଳୁନି ନୂଆ ପୋଷ୍ଟିଂ । More
  • Satyendu Shekher Mishra
  • 6 months ago

ବାହୁଡ଼ାରେ ସୁଧାରିଲେ ଗୁଣ୍ଡିଚା ତ୍ରୁଟି ! ଆଗୁଆ ପହଣ୍ଡି, ଧାର୍ଯ୍ୟ ସମୟ ପୂର୍ବରୁ ରଥଟଣା 

ବିନା ବଡ଼ ବିଲକ୍ଷଣ ଓ ବିଶୃଙ୍ଖଳାରେ ରଥଟଣା । ରଥରୁ ଅଣସେବାୟତଙ୍କୁ ଓହ୍ଲାଇ ଆଣିଲେ ଶ୍ରୀମନ୍ଦିର ପ୍ରଶାସକ । More
  • Satyendu Shekher Mishra
  • 6 months ago

IPS ଡିଏସ୍‌ କୁଟ୍ଟେ ଏବେ ଗୃହ ବିଭାଗ OSD, ନିଯୁକ୍ତି ଦେଲେ ସରକାର

ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ । More
  • Swadesi Megha Mallhar Prusty
  • 6 months ago

ଭାବ ଓ ଭକ୍ତିରେ ବୁଡ଼ିଲା ଶ୍ରୀକ୍ଷେତ୍ର; ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ଦିନକ ପରେ ସୁନାବେଶ

ଜନ୍ମବେଦିରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ପାଖାପାଖି ପହ଼ଞ୍ଚି ସାରିଥିଲା ବେଳେ ପଛେ ପଛେ ଆସୁଛନ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆ ସାଆଁନ୍ତଙ୍କ ନନ୍ଦିଘୋଷ । More
  • Swadesi Megha Mallhar Prusty
  • 6 months ago

କିଛି ଶୁଣିଲେନି, ସିଧା ରଥ ଉପରୁ ଘୋଷାଡ଼ି ଆଣିଲେ ମୁଖ୍ୟ ପ୍ରଶାସକ; କିଏ ଏହି ବ୍ୟକ୍ତି ...

ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ । ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । More
  • Sonali Ojha
  • 6 months ago

ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ଏସି, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀ କୁ ଖବର ଦେଇଥିଲେ। More
  • Santosh Kumar Sahoo
  • 6 months ago

ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ଝୁଲି ଝୁଲି ଆସୁଛନ୍ତି ବଡ଼ ଠାକୁର

ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ । More
  • Swadesi Megha Mallhar Prusty
  • 6 months ago

ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା! ବାବୁ ବନୁଛନ୍ତି ବୋକା, ଲୁଟେରା ମାଲେମାଲ୍

ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? More
  • Sujit kumar Swain
  • 6 months ago

ଖୋଲିବ ଗୁପ୍ତଭଣ୍ଡାର ରହସ୍ୟ ? ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ? 

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?  More
  • Sujit kumar Swain
  • 6 months ago

ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ । More
  • Swadesi Megha Mallhar Prusty
  • 6 months ago

ଖୋଲିଲା ରତ୍ନଭଣ୍ତାର; ସ୍ଥିତିକୁ ନେଇ ଉତ୍କଣ୍ଠା, ମରାମତି ସବୁଠାରୁ ବଡ଼ ଚାଲେଞ୍ଜ

ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିବା ପରେ ଏବେ ସ୍ଥିତିକୁ ନେଇ ବଢୁଛି ଉତ୍କଣ୍ଠା । କାରଣ ସମୟ ଅଭାବରୁ, ଭିତର ଭଣ୍ଡାରର ସ୍ଥିତିକୁ ନେଇ ଆଜି ଯାଞ୍ଚ ହୋଇପାରିନି ବୋଲି କମିଟି ସଦସ୍ୟ କହିଛନ୍ତି । More
  • Sujit kumar Swain
  • 6 months ago

ଖୋଲିଲା ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନଭଣ୍ଡାର; ତାଲା ଭାଙ୍ଗି ପଶିଲେ ହାଇଲେବଲ୍ କମିଟି...

୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ । More