• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 26 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 9 months ago

ଶିକ୍ଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରତିମା ପୁରସ୍କାର ୨୦୨୪ ଘୋଷଣା

ଚଳିତ ବର୍ଷ ସାମାଜିକ କର୍ମୀ ତଥା ଶିକ୍ଷାସନ୍ଧାନ ର ସଦସ୍ୟ ସମ୍ପାଦକ ଅନୀଲ ପ୍ରଧାନଙ୍କୁ ଆଦିବାସୀ ପିଲାମାନଙ୍କ ଶିକ୍ଷାରେ ଅଗ୍ରଗତି, ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରକାଶନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ପ୍ରତିମା ଶିକ୍ଷା ସମ୍ମାନ ୨୦୨୪ ପୁରସ୍କାର ପ୍ରଦାନ କରାଯିବ। More
  • Manoranjan Behera
  • 9 months ago

ପାଟକୁରା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ବୈଜୟନ୍ତ

ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ। More
  • Manoranjan Behera
  • 9 months ago

କ’ଣ ପାଇଁ କନଫ୍ୟୁଜନ୍‌..୩ ଦଳ ପାଇଁ ଅଛିଣ୍ଡା ଅଙ୍କ ସାଜିଛି କି ନୀଳଗିରି ?

ନୀଳଗିରି ଗଣିତ ଏବେବି ଅବୁଝା ରହିଛି ରାଜ୍ୟର ୩ ପ୍ରମୁଖ ଦଳ ପାଇଁ। ଟିକେଟ୍ ଘୋଷଣାକୁ ଆଶାୟୀ ମାନେ ଚାହିଁ ରହିଥିବା ବେଳେ, ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ୁଛି। More
  • Manoranjan Behera
  • 9 months ago

ଶାହଙ୍କ ଗୁରୁମନ୍ତ୍ର ପରେ ଫ୍ରଣ୍ଟ ଫୁଟ୍‌ରେ BJP; ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାକୁ ବ୍ଲୁ ପ୍ରିଣ୍ଟ

ସୋନପୁର ସମାବେଶରେ ଗର୍ଜନ। ଆଉ ସନ୍ଧ୍ୟାରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ବଚନ। ରାଜନୀତିର ଚାଣକ୍ୟ ଶାହଙ୍କ,'ଓଡିଶାକୁ ଦରକାର ଡବଲ ଇଞ୍ଜିନ ସରକାର' ମନ୍ତ୍ର ପାଇ ଏବେ ଦ୍ୱିଗୁଣା ଉତ୍ସାହରେ ରାଜ୍ୟ ବିଜେପି। More
  • Santosh Kumar Sahoo
  • 9 months ago

ମନ୍ତ୍ରୀ ଟୁକୁନି ସାହୁ ଅଟକାଇ ଦେଲେ କି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ? ଟିଟିଲାଗଡ଼ ସଭାମଞ୍ଚରେ ଖୋଲି ଦେଲେ ପୋଲ୍

ଦିନେ ଯେଉଁ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର କଥା କହି ବିଜେଡି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା, ଏବେ ତା’ର ଗୁମର ଖୋଲିଛି । More
  • Santosh Kumar Sahoo
  • 9 months ago

ଶାହଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପରେ ତେଜିଲା ପଲିଟିକାଲ ପାରା, ଧଳାସୁନା ଇଲାକା ବଲାଙ୍ଗିରକୁ ଉପେକ୍ଷା ଅଭିଯୋଗ

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିଲେ ବଲାଙ୍ଗିର ଜିଲ୍ଲାରେ ବସାଇବୁ ଟେକ୍ସଟାଇଲ୍ ମିଲ୍ । ଗତକାଲି ସୋନପୁର ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ବଡ଼ ପ୍ରତିଶ୍ରୁତି ପରେ ସୃଷ୍ଟି ହୋଇଛି ପଶ୍ଚିମ ଓଡ଼ିଶାରେ କଂପନ। More
  • Santosh Kumar Sahoo
  • 9 months ago

ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଛାଡ଼ିଥିଲେ ବିଜେଡି

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। More
  • Sonali Ojha
  • 9 months ago

ଓଡ଼ିଶା ଆସିବେ ଜେ.ପି ନଡ୍ଡା; ବ୍ରହ୍ମପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧିତ

ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। More
  • Sonali Ojha
  • 9 months ago

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଘରୁ ବାହାରିବା ମୁସ୍କିଲ

ଆଜି ପାଇଁ ୯ ଜିଲ୍ଲା ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ଢେଙ୍କାନାଳ, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିକୁ ସିଭିୟର ହିଟୱେଭ୍ ନେଇ ରେଡ୍ ଆଲର୍ଟ ଦିଆଯାଇଛି। ସେହିପରି ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ରେଡ୍ ଓ ୧୪ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। More
  • Sonali Ojha
  • 9 months ago

ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । More
  • Sonali Ojha
  • 9 months ago

ସରକାରୀ ହସ୍ପିଟାଲ୍ ପରିସରରେ ମେଡିସିନ୍ ଷ୍ଟୋର୍ ମନା; ୧୫ଦିନରେ ଉଚ୍ଛେଦ ପାଇଁ ନିର୍ଦ୍ଦେଶ

ବ୍ରହ୍ମପୁର MKCG ମେଡିକାଲ, ବୁର୍ଲା ଭିମସାର କର୍ତ୍ତୃପକ୍ଷଙ୍କ ସହ ୨୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ, ୨୦୧୫ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅବଧି ବଢ଼ାଯିବ ନାହିଁ। More
  • Manoranjan Behera
  • 9 months ago

ଓଡ଼ିଶାରେ ବିଜେପି ସରକାର କରିବା ନେଇ ଶାହଙ୍କ ବିଜୟମନ୍ତ୍ର

ଆଗକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଅମିତ ଶାହ ମଧ୍ୟ ପୁଣି ଆସିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେପଟେ ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। More
  • Manoranjan Behera
  • 9 months ago

କମ୍ପିଲାଣି ମୈଦାନ, ବାଲେଶ୍ୱରବାସୀଙ୍କ ମନ ଜିତିବା ପାଇଁ BJP-BJD ର ଜୋରଦାର ପ୍ରଚାର

ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ। More
  • Manoranjan Behera
  • 9 months ago

ରିଲ୍ସରେ ଜମୁଛି ପ୍ରଚାର; ଟ୍ରେଣ୍ତିଂ ଗୀତରେ ନିର୍ବାଚନ ଗୀତ ପ୍ରସ୍ତୁତ କରୁଛନ୍ତି ନେତା

ମତଦାନ ପୂର୍ବରୁ ଗରମ ହେଲାଣି ନିର୍ବାଚନୀ ମାହୋଲ। ପ୍ରଚାର ମଇଦାନରେ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ। ପ୍ରତିଦ୍ୱନ୍ଦୀଙ୍କ ଦୁର୍ବଳତା ସହ ନିଜର ଅବଦାନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ କରୁଛନ୍ତି ପ୍ରୟାସ। ଏସବୁ ପ୍ରସଙ୍ଗକୁ ଲୋକଙ୍କ ନିକଟରେ ଅତି ସହଜରେ ପହଞ୍ଚାଇବାକୁ ଗୀତର ସାହାରା ନେଉଛନ୍ତି ରାଜନୈତିକ ଦଳ। More
  • Santosh Kumar Sahoo
  • 9 months ago

କୋରାପୁଟ କଂଗ୍ରେସରେ କନ୍ଦଳ ! ଫାଳ ଫାଳ ହେଇଯାଇଛି କି ଦଳୀୟ ସଂଗଠନ ?

କୋରାପୁଟ କଂଗ୍ରେସ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କେହି କାହାରିକୁ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି । ସିଟିଂ ସାଂସଦ ଓ ବିଧାୟକଙ୍କୁ ବିରୋଧ କରି ଦଳର ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେଣି । More
  • Santosh Kumar Sahoo
  • 9 months ago

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ନାମାଙ୍କନ, ପ୍ରାର୍ଥୀପତ୍ର ଦାଖଲ କଲେ ବହୁ ହେଭିୱେଟ୍

ଶେଷ ଦିନରେ ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି । More