ସଂକ୍ଷେପରେ ଆଜିର ତାଜା ଖବର - Monday, 20 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ, ପୋପ୍‌ଙ୍କୁ ଭେଟିବା ସହ WFPରେ ସାମିଲ ହେବେ ନବୀନ

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି । More

ଅଭିନେତ୍ରୀ ରଶ୍ମୀରେଖାଙ୍କ ରହସ୍ୟଜନକ ମୃତ୍ୟୁ, ସାମ୍ନାକୁ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍ !

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍‌ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି । More

ଅଗ୍ନିବୀରଙ୍କ ପାଇଁ ଭାରତୀୟ ସ୍ଥଳସେନାର ନିଯୁକ୍ତି ବିଜ୍ଞପ୍ତି ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଦେଲେ ସ୍ୱତନ୍ତ୍ର ଅଫର

ଟ୍ରାଫିକ ଜାମ୍ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ରୋଡ୍‌ରେ ଲୋକେ ନୟାନ୍ତ । ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦର ପ୍ରଭାବ, ଦେଶବ୍ୟାପି ୫ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ । More

ମାହାଙ୍ଗା ଡବଲ ମର୍ଡର: କୋର୍ଟରେ SDPO ହାଜର, ୭ ଜଣଙ୍କ ବୟାନ ରେକର୍ଡ କରି ଦାଖଲ କଲେ ସିଡି

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇ ସହଯୋଗୀ ବାପି ବିଶ୍ୱାଳ ଓ ପୂର୍ବତନ ବ୍ଲକ୍ ଅଧକ୍ଷ ଶରତ ନାୟକଙ୍କ ବୟାନ ମଧ୍ୟ ପୂର୍ବରୁ ରେକର୍ଡ କରି ଏହି କେଶ ଡାଏରିରେ ଦାଖଲ କରାଯାଇଛି । More

ବାର୍‌ହା ଫାଶରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଅଘଟଣ ପୂର୍ବରୁ କଲରାପତରିଆ ବାଘକୁ ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ ଟିମ୍ । ସାତକୋଶିଆ ଅଭୟାରଣ୍ୟର ଗୋପାଳପୁର ଅଞ୍ଚଳରେ ଫସିଥିଲା ବାଘ । More

ମୋବାଇଲ ଚୋରକୁ ନିର୍ଧୁମ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାକୁ ଫିଙ୍ଗିଦେଲେ

ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା । More

ଭାତ ରାନ୍ଧିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ : ସରିତାଙ୍କ ରୋଷେଇ ଘରେ ସବୁ ମାଟି ତିଆରି

ମାଟି ତିଆରି ପାତ୍ରରେ ଖାଇ ସୁସ୍ଥ ଥିବା କହିଛନ୍ତି ସରିତାଙ୍କ ପରିବାର ଲୋକ । More

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ଘଟଣା: ରଶ୍ମି ଆତ୍ମହତ୍ୟା କରିଥିବା କହିଲେ ଭୁବନେଶ୍ୱର ଡିସିପି

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ିଛି ସସ୍‌ପେନ୍ସ । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବାର କହିଲେ ଭୁବନେଶ୍ୱର ଡିସିପି । More

ସୂଚନା ଅଧିକାର ଆଇନ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ

ଗୋପନୀୟ ଓ ସଂବେଦନଶୀଳ ପ୍ରସଙ୍ଗ ଛାଡ଼ି ଅନ୍ୟ ସବୁ RTIକୁ ଆସିବ More

୨ ପରିବାରକୁ ସାମାଜିକ ବାସନ୍ଦ ! ଗାଁ ଲୋକଙ୍କ ସହ କଥା ହେଲେ ୫୦୦ ଟଙ୍କା ଫାଇନ୍‌

୨ ପରିବାରକୁ ସାମାଜିକ ବାସନ୍ଦ ! ନା ସେମାନେ ଦୋକାନରୁ ସଉଦା କିଣୁଛନ୍ତି, ନା କାହା ସହ କଥା ହେଉଛନ୍ତି। ଗାଁ ଲୋକଙ୍କ ସହ କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗାଁ କମିଟି ଚେତାବନୀ ଦେଇଛି। More

ଆଃ କି ଟେଷ୍ଟ୍‌ ! ବଢ଼ୁଛି ମାଣ୍ଡିଆ ଚା’ର ଡିମାଣ୍ଡ୍‌

କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି। More

ଯିଏ ଦିନେ ଲୋକଙ୍କୁ ସାହା ହେଉଥିଲେ, ଆଜି ତାଙ୍କ ଜୀବନ ନେଇଗଲା ଗଛ

ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି..ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ ସଂଘର୍ଷ କରୁଥିଲେ..ହେଲେ ଉଦ୍ଧାର ତ ହୋଇଗଲେ କିନ୍ତୁ ଜୀବନ ଫେରିପାରଲେନି ବାହାଦୁର ଅଗ୍ନିଶମ କର୍ମଚାରୀ More

ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର  ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। More

’ସନ୍ତୋଷ ପାତ୍ର ମୋ ଝିଅକୁ ମାରିଛି, ତାକୁ ଜେଲ୍‌ ପଠାଯାଉ’

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ବାପା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।  More

ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । More

ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଏକା ସାଙ୍ଗରେ ୫ ଘରେ ରେଡ୍‌

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍ କରାଯାଇଛି । More

ନବୀନଙ୍କ ଇଟାଲୀ ଗସ୍ତ; ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ରୂପାନ୍ତରୀକରଣ ନେଇ ଦେବେ ବାର୍ତ୍ତା

ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । More

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଓଡ଼ିଆ ଅଭିନେତ୍ରୀଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ...

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଘର ମାଲିକ ରଶ୍ମିରେଖାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ। More

Daily Horoscope 20th June 2022: ଜାଣନ୍ତୁ କ'ଣ ରହିଛି ଆଜି ଆପଣଙ୍କ ରାଶିରେ..

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ତିଥି – ୭ମୀ ରାତ୍ରି ୦୯/୦୧ ଗତେ ୮ମୀ, ଚନ୍ଦ୍ର   – କୁମ୍ଭ ରାତ୍ରି ୧୦/୩୬ ଗତେ ମୀନ, ଘାତ ଚନ୍ଦ୍ର-  ମିଥୁନ, ମୀନ ରାଶିର ରାତ୍ରି ୧୦/୩୬ ଗତେ ଧନୁ ରାଶିର, ଘାତ ବାର - ମିଥୁନ  ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ପଶୁ ଓ ବଂଶହାନି- ତିଳକାଞନ ଦାନ ରାତ୍ରି ୦୯/୦୧ ଗତେ ୧ପାଦ କୁଟୁମ୍ଭ ହାନି ତିଳ କାଞନ ଦାନ ନିଶାନ୍ତ ୦୪/୩୫ ପର୍ଯ୍ୟନ୍ତ । More

ହତ୍ୟାର ପର୍ଦ୍ଦାଫାସ: ତଣ୍ଟି କାଟି ଦେଲା ପରକୀୟା ପ୍ରୀତି !

ପଥର ଖଣି ଭିତରୁ ତଣ୍ଟିକଟା ସହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମିଳିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇଛି। ଅନୈତିକ ପ୍ରେମ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। More

ପାଣିପାଗ ବିଭାଗର ସର୍ତକ ସୂଚନା- ୫ ଦିନ ପ୍ରବଳ ବର୍ଷିବ !

ଆସନ୍ତା ୫ ଦିନ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।  ପ୍ରାକ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାରୁ ଏହା ପ୍ରଭାବରେ ବର୍ଷା ଲାଗି ରହିବ। More

ଓଜନ କମାଇବା ପାଇଁ ବଲିଉଡ୍‌ରୁ ବ୍ରହ୍ମପୁର, ୟୁଟ୍ୟୁବ୍‌ ଦେଖି ଆସିଛନ୍ତି ଭିପୁଲ କେ. ରାୱଲ

୨ ସପ୍ତାହରେ କମାଇଲେ ୬ କିଲୋ ଓଜନ । ଚର୍ଚ୍ଚାରେ ବ୍ରହ୍ମପୁର ଫିିଜିକାଲ୍ ଏକାଡେମୀ । More

ପୋଲିସର ପାରିବା ପଣିଆ, ପାଗଳକୁ ଲୁଟେରା ସଜାଇ ପଠାଇଲା ଜେଲ୍ ! ପୁଅକୁ ନପାଇ ସୁଦ୍ଧି ହେଲା ପରିବାର

୬ ମାସ କାଳ ପୁଅକୁ ନପାଇ ଶୁଦ୍ଧି ସାରିଦେଲେ ପରିବାର । ଜେଲ୍ କର୍ତ୍ତୃପକ୍ଷଙ୍କ ସନ୍ଦେହରୁ ଖୋଲିଲା ଗୁମର, ମିଳିଲା ମୁକ୍ତି । More

ବଢୁଛି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ! ଠକେଇ-ପ୍ରତାରଣା-ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ

ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ । More

ଗର୍ଲଫ୍ରେଣ୍ଡଙ୍କୁ ବାହା ହେବା ପାଇଁ ରାଜି, କହିଲେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର

ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର । More

ସରକାରୀ ଜମିକୁ ନେଇ ଆଦିବାସୀ-ବଙ୍ଗାଳି ସମ୍ପ୍ରଦାୟ ମୁଁହାମୁହିଁ

ସରକାରୀ ଜମିକୁ ନେଇ ଆଦିବାସୀ ସମ୍ପ୍ରଦାୟ ଓ ବଙ୍ଗାଳି ସମ୍ପ୍ରଦାୟ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୁନାରଗୁଡା ଏବଂ ଏମ୍‌ପିଭି-୨ ମଧ୍ୟରେ ଥିବା ଏକ ବନ୍ଧର ହିଡକୁ ଆଜି ସକାଳେ ଶତାଧିକ ଆଦିବାସୀ କାଟି ଦେଇଥିଲେ।  More