ସଂକ୍ଷେପରେ ଆଜିର ତାଜା ଖବର - Monday, 13 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ । More

ଏଥର ଜମିବ ରଜ ! ଲାଗିଲାଣି ଦୋଳି, କିଣା ସରିଲାଣି ଫଳ ସାଙ୍ଗକୁ ନୂଆ ପୋଷାକ

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ । More

ମହିଳା ଓ ଶିଶୁଙ୍କ ପାଇଁ ମାଳ ମାଳ ଯୋଜନା ସତ୍ତ୍ୱେ ହାରାହାରି  ଅାୟୁ କ୍ଷେତ୍ରରେ ହୋଇନି ଅାଖିଦୃଶିଅା ପରିବର୍ତ୍ତନ

୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ । More

୮୦ ଫୁଟ୍ ଗାତରେ ନିସ୍ତେଜ ହେଉଛି ରାହୁଲ, ସୁରକ୍ଷିତ ବାହାରିବ କେମିତି ?

ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍‌କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ । More

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ସାଢ଼େ ୯ଟାରୁ ଦିବ୍ୟସ୍ନାନ; ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ

ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ । More

ଦୁଇ ବର୍ଷ ପରେ ଜମିବ ଐତିହାସିକ ବାଲିଯାତ୍ରା

ଏଥର କଟକରେ ହେବ ବାଲିଯାତ୍ରା । More

ଡବଲ ମର୍ଡର ଘଟଣାରେ ନୂଆ ଫର୍ଦ୍ଦ ! କୋର୍ଟ ପଚାରିଲେ କାହିଁକି ବିଳମ୍ବ ହେଉଛି ତଦନ୍ତ ? ତୁରନ୍ତ ରିପୋର୍ଟ ଦିଅ

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା । More

ବୋରୱେଲରେ ରାହୁଲ: ୧୦ ଘଣ୍ଟା ହେଲା କିଛି ଖାଇନି

ଗତ ୧୦ ଘଣ୍ଟା ହେଲାଣି ରାହୁଲ କିଛି ଖାଇନଥିବା ମିଳିଲା ସୂଚନା More

ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବାଟରେ ଯାହାକୁ ପାଇଲା କାଟିଲା

ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା More

ଲୁଚି ଲୁଚି ଦ୍ୱିତୀୟ ବିବାହ କଲେ, ଧୋକା ଦେଇ ଚାଲି ଆସିଲେ; ପରେ ଏମିତି ହେଲା ଅବସ୍ଥା...

ପୁଣି ଲଭ୍‌, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ।  More

ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ, ଆକାଶରେ ଘୋଟି ଆସିବ କଳା ବାଦଲ !

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି। More

କୁଚିଣ୍ଡା ଲଙ୍କାକୁ ମିଳିବ ନୂଆ ପରିଚୟ : ଜିଆଇ ଟ୍ୟାଗ୍ ପାଇଁ ଫିଟିଲା ବାଟ

କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି More

ଟୁ ଇନ୍ ୱାନ ସ୍କୁଟର, ଉଭୟ ବ୍ୟାଟେରୀ ଓ ପେଟ୍ରୋଲରେ ଚାଲୁଛି

ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ । More

BREAKING : ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ

ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । More

ପାଗରେ ଆସିପାରେ ପରିବର୍ତ୍ତନ, ରଜରେ ଭିଜିବ ଓଡ଼ିଶା !

ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି।  More

ଯାତ୍ରୀବାହୀ ବସ୍ ଓଲଟି ୫ ମୃତ

ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍‌ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। More

ବସ୍‌ଷ୍ଟାଣ୍ଡରେ ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିଲେ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ...

ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍‌ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ  ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।  More

ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । More

ବାରବାଟୀରେ ହାରିଲା ଭାରତ, ସାଉଥ୍ ଆଫ୍ରିକାର ଦମଦାର ବିଜୟ

୧୪୯ ରନ୍‌ର ଟାର୍ଗେଟ୍‌ ରଖିଥିଲା ଭାରତ More

ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ।  More

ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା More

ନୂଆ ସିନେମାର ନୂଆ ଠିକଣା ‘ଅଳଙ୍କାର’

ଜିଆର୍‌ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି। More

ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ More