ସଂକ୍ଷେପରେ ଆଜିର ତାଜା ଖବର - Sunday, 20 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାନସ ସ୍ୱାଇଁ ହତ୍ୟା ମାମଲା: ୱେବ୍‌ ଚ୍ୟାନେଲ ମାଲିକାଣଈ ଶର୍ମିଷ୍ଠାଙ୍କୁ ଧରୁନି ନା ଧରିପାରୁନି ପୋଲିସ ?

ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ । More

୫ ସହରରେ ତାପମାତ୍ରା ଡେଇଁଲା ୪୦ ଡିଗ୍ରୀ

ଓଡ଼ିଶାର ଅଧିକ ସ୍ଥାନରେ ଦିନ ୧୦ଟା ପରେ ଆଉ ପଦାକୁ ବାହାରିବା ସମ୍ଭବ ହେଉନାହିଁ। More

ଘରଠୁ ତାରକା ହୋଟେଲ୍, ଯୁଆଡେ ଦେଖିବ ପଖାଳ

ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ। More

ପୌର ନିର୍ବାଚନ: ହେଭିୱେଟ୍‌ଙ୍କ ଦେଖା ନାହିଁ, ପୁଣି ବିଜେଡି କରିବ କି କ୍ଲିନ୍‌ ସ୍ୱିପ୍ ?

ବିଜେପିରେ ବି ସମାନ ଅବସ୍ଥା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରପ୍ରଦେଶ ନିର୍ବାଚନରେ ଦଳକୁ ଗ୍ରାଣ୍ଡ ସକ୍ସେସ ଦେବାରେ ସଫଳ ହୋଇଛନ୍ତି ସତ ହେଲେ ଓଡିଶାରେ ଦଳର ଭଲ ପ୍ରଦର୍ଶନ ଲାଗି ସମୟ ଦେଇ ପାରିନାହାଁନ୍ତି । More

ପଞ୍ଚାୟତ ଭୋଟ୍ ପରବର୍ତ୍ତୀ ହିଂସାରେ ଲାଗୁନି ବ୍ରେକ୍, ଏଥର ବୋମାରେ ନିଶାନା

ଠେଙ୍ଗାବାଡ଼ି ଧରି କେମିତି ଉଗ୍ରରୂପ ଦେଖାଇଛନ୍ତି ହିଂସାକାରୀ। More

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାଆ ଯମୁନା

ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି । More

ବାଙ୍କୀ ବୈଦେଶ୍ୱର ଥାନା କାଳିପୋଈରେ ରାଜନୈତିକ ହିଂସା : ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକେ ଘରେ ପଶି ପିଟିବା ଅଭିଯୋଗ

ହୋଲି ଖେଳ ପରେ ପରେ ରାଜନୈତିକ ହିଁସାକାଣ୍ଡ, ଘରଭଙ୍ଗାରୁଜା,ଲୁଟ ଅଭିଯୋଗ । More

ଛୁଙ୍କ ପଖାଳରୁ ଚାଇଁ ପଖାଳ :କେତେ ପ୍ରକାର ପଖାଳ ଖାଆନ୍ତି ଓଡ଼ିଆ...

ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। More

ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର

ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର । କେନ୍ଦୁଝର ବାମେବାରୀ ଥାନା କନକନା ଗାଁରେ ଅଘଟଣ । ରାସ୍ତା କାମ ପାଇଁ ଥିବା ପିଚୁ କଡ଼େଇରେ ପଡ଼ିଗଲେ । ୩ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ମେଡିକାଲ୍ ନେଲେ ଗାଁ ଲୋକେ । More

‘ମୋ ମୁଣ୍ଡ ଠିକ୍‌ ନାହିଁ, କାଲି ହୋଟେଲ୍‌ରେ ଚପଲ ଛାଡ଼ିକି ଶ୍ରୀମନ୍ଦିରକୁ ଆସିବି’

ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ। More

କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ପ୍ରଚାର

କେନ୍ଦ୍ରାପଡ଼ାରେ ଜମୁଛି ପୌର ନିର୍ବାଚନ ପାଇଁ ପ୍ରଚାର । ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପୌର ନିର୍ବାଚନ ଲାଗି ମାଲକାନଗିରିରେ ଜୋର ଧରିଛି ପ୍ରଚାର । ଦିନରାତି ଏକ କରି ନେତା ଭୋଟ୍ ମାଗୁଛନ୍ତି ଘରକୁ ଘର ବୁଲିବା ସହ ରୋଡ୍ ସୋ କରି ଭୋଟରଙ୍କୁ ଆକର୍ଷିତ କରୁଛନ୍ତି ପ୍ରାର୍ଥୀ ଡହ ଡହ ଖରାକୁ ଖାତିର ନ କରି କଂଗ୍ରେସର ପ୍ରାର୍ଥୀମାନେ ଆଜି ପ୍ରଚାର କରିଛନ୍ତି More

୨୫ ଦିନରେ ପହଞ୍ଚିଛି ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ

୨୫ ଦିନର ଏହି ଯୁଦ୍ଧରେ ୮୪୭ ଜଣ ୟୁକ୍ରେନିୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁଏନ୍ ହ୍ୟୁମାନ ରାଇଟ୍ ଅଫିସ More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କୁ ପସନ୍ଦ ପଖାଳ . . . .

ଖାଣ୍ଟି ଓଡ଼ିଆ ଖାଦ୍ୟ ତଥା ପ୍ରତିଟି ଓଡ଼ିଆଙ୍କ ପ୍ରାଣ ପଖାଳକୁ ବେଶ ପସନ୍ଦ କରିଥାନ୍ତି ନବୀନ। ଏ କଥା ଆମେ କହୁନୁ, ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଏକଥା କହିଥିଲେ। More

କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପଖାଳର ଚାହିଦା

ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ। More

କଂଗ୍ରେସର ଜୟପୁର ଥାନା ଘେରାଉ, ଜାତୀୟ ରାଜପଥ ଘେରାଉ କଲେ କଂଗ୍ରେସ କର୍ମୀ

କଂଗ୍ରେସର ଜୟପୁର ଥାନା ଘେରାଉ । ଆଇନ ଶୃଙ୍ଖଳା ବିପଯର୍ୟସ୍ତ ଅଭିଯୋଗ କରି ଟାଉନ୍ ଥାନା ଘେରାଉ । ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ ।ଥାନା ଘେରାଉ ପରେ ଜାତୀୟ ରାଜପଥ ଘେରାଉ କଲେ କଂଗ୍ରେସ କର୍ମୀ । More

ହଟିଲା କୋଭିଡ୍ କଟକଣା, ରବିବାର ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ

କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। More

ଖରସ୍ରୋତା ବୁଡ଼ି ଘଟଣାରେ ୬ ଜଣଙ୍କ ମୃତଦେହ ଉଦ୍ଧାର

ଖରସ୍ରୋତା ବୁଡ଼ି ଘଟଣାରେ ୬ ଜଣଙ୍କ ମୃତଦେହ ଉଦ୍ଧାର। ସମସ୍ତଙ୍କ ମୃତଦେହ ଉଦ୍ଧାର ପରେ ସର୍ଚ ଅପରେସନ ବନ୍ଦ ରହିଛି । ମୃତକମାନେ ସମସ୍ତେ ଗୋଟିଏ ବଂଶର ଯୁବକ । ଶୁକ୍ରବାର ଦିନ ହୋଲି ସ୍ନାନ ବଳେ ଭାସି ଯାଇଥିଲେ । ପ୍ରଥମ ଦିନରେ ୨, କାଲି ୩ ଓ ଆଜି ଜଣକ ମୃତଦେହ ଉଦ୍ଧାର କରାଯାଇଛି । More

ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି: ଭୋଟ୍‌ ପାଇଁ ଯୁବକଙ୍କୁ କିଡ୍‌ନାପ୍‌ କରି ପ୍ରବଳ ପିଟିଲେ

ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍‌ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍‌ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।  More

ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା।  More

ମାର୍ଚ୍ଚ ୨୦- ପଖାଳ ଦିବସ: ଓଡ଼ିଆଙ୍କ ମନ, ଓଡ଼ିଆଙ୍କ ପ୍ରାଣ

ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ ମାତୃଭୂମୀର ସ୍ୱାଦର ପ୍ରତୀକ। More

ଆଜି ଦିନଟି ଆପଣଙ୍କର କେମିତି କଟିବ ଜାଣନ୍ତୁ ଆଜିର ରାଶିଫଳରୁ

ଆପଣଙ୍କର କେମିତି କଟିବ ଆଜି ଦିନଟି ଜାଣନ୍ତୁ ନିଜର ରାଶିଫଳରୁ More

ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।  More

ପଖାଳରୁ ପୋଷଣ

ଆମେ ଓଡ଼ିଆମାନେ ବାପ ଅଜା ଅମଳରୁ ପଖଆଳଭାତକୁ ନିତିଦିନିଆ ଖାଦ୍ୟ ଭାବେ ଖାଉଛେ । More

ପୌର ପରୀକ୍ଷାରେ ବିଜେଡିକୁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଦଳ ଭିତରେ ଅନ୍ତଦ୍ୱନ୍ଦ୍ୱ ପ୍ରତିଦିନ ସାମ୍ନାକୁ ଆସୁଛି। More

୧୧ ବର୍ଷିଆ ନାବାଳିକାକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ନିଜ ପରିବାର।

୧୧ ବର୍ଷର ଏକ ସ୍କୁଲ ପଢୁଆ ଝିଅକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ତା ଜନ୍ମକଲା ବାପା, ତା ଭାଇ, ତା ଜେଜେ ଆଉ ଜଣେ ଦୂର ସଂମ୍ପର୍କୀୟ। More

ଆମ୍ବୁଲାନ୍ସ ନଆସିବାରୁ ଅଟୋ ଆସିଲା, ଅଧାବାଟରେ ଧୋକା ଦେଲା !

ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ। More

କ୍ରିଷ୍ଣା ଭାଇର ବେକକୁ ସମସ୍ତେ ମାଡିବସିଲେ। ଆଉ ତାପରେ...

ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ। More