IIT Bombay Boycott Turkey
ତୁର୍କୀ ପ୍ରତି ବଢୁଛି ବିରୋଧାଭାସ । ତୁର୍କୀର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ଥିବା ସମସ୍ତ ଚୁକ୍ତି ବାତିଲ କଲା IIT ବମ୍ବେ । ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଏଭଳି ନିଷ୍ପତ୍ତି ନେଉଛନ୍ତି । JNU ଏବଂ ଜାମିଆ ମିଲିଆ ଇସଲାମିଆ ପରି ଆଇଆଇଟି ବମ୍ବେ ମଧ୍ୟ ସମାନ ନିଷ୍ପତ୍ତି ନେଇଛି । ତେବେ IIT ବମ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରାଯାଇଛି ।
ସୂଚନାଯୋଗ୍ୟ, ପହଲଗାମ ଆଟାକ୍ ପରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇ ଥିଲା । ପୂର୍ବରୁ ତୁର୍କୀକୁ ଭାରତ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିଲେ ସୁଦ୍ଧା ତୁର୍କୀ ପାକିସ୍ତାନକୁ ସମର୍ଥନ ଜଣାଇଥିଲା । ଏପରିକି ପାକିସ୍ତାନକୁ ଡ୍ରୋନ ମଧ୍ୟ ଯୋଗାଇଥିଲା । ତୁର୍କୀ ନିଜ ଦେଶରୁ ସମସ୍ତ ଯୁଦ୍ଧାସ୍ତ୍ର ଦେଇ ମଧ୍ୟ ପାକିସ୍ତାନକୁ ସହଯୋଗ କରିଥିଲା । ଫଳରେ ଭାରତ ତୁର୍କୀକୁ ବ୍ୟାନ କରିଛି । ବିଭିନ୍ନ କ୍ଷେତ୍ରରେ ତୁର୍କୀର ଅନୁଷ୍ଠାନମାନଙ୍କ ସହ ଥିବା ଚୁକ୍ତିନାମାକୁ ବାତିଲ କରାଯାଉଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ତୁର୍କୀକୁ ବଡ଼ ଝଟକା ଦେଲା ଭାରତ; ସେଲେବି ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ
Pakistani Spy Link: ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଓଡ଼ିଶା ଲିଙ୍କ୍, ପୁରୀ ଯୁବତୀଙ୍କୁ IBର ପଚରାଉଚରା

India Bans Bangladeshi Goods: ଭାରତର ଯେସାକୁ ତେସା ନୀତି: ବାଂଲାଦେଶୀ ସାମଗ୍ରୀ ଉପରେ ଲାଗିଲା କଟକଣା

India-Pakistan Ceasefire Talks Extends Indefinitely: ଆଜି ହେବନି DGMO ସ୍ତରୀୟ ଆଲୋଚନା: ସ୍ପଷ୍ଟ କଲା ସେନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)