/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747573260.jpg)
Engineer Drowned in Cuttack
କଟକ କାଠଯୋଡ଼ିରେ ଅଘଟଣ। ନଦୀରେ ବୁଡ଼ି ଜଣେ ଇଞ୍ଜିନିୟର ମୃତ। ଆଉ ଜଣେ ଇଞ୍ଜିନିୟର ବୁଡ଼ି ନିଖୋଜ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଖୋଜାଖୋଜି ଜାରି ରହିଛି। କଟକ ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଉଭୟେ ବୁଡ଼ି ଯାଇଥିଲେ। ୪ ଜଣ ଇଞ୍ଜିନିୟର ଗାଧୋଇବାକୁ ଆସିଥିଲା ବେଳେ ଘଟିଛି ଏହି ଅଘଟଣ।
Advertisment
ସୂଚନା ମୁତାବକ, କଟକ SCB ନିର୍ମାଣାଧୀନ କାର୍ଯ୍ୟରେ ମୁତୟନ ଥିଲେ। ଉଭୟ ଇଂଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା। ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)