• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vote-dam
ଭୋଟ୍ ଟକ୍କର: ୨୦୧୯ରେ କାହାର ଥିଲା କେତେ ଦମ୍ ?

ଭୁବନେଶ୍ୱର: ଏଥର ବାଲେଶ୍ୱରରେ ମୁଖ୍ୟତଃ ବିଜେଡିର ସ୍ୱରୂପ ଦାସ, ବିଜେପିର ମାନସ ଦତ୍ତ ଓ କଂଗ୍ରେସ୍‌ର ମମତା କୁଣ୍ଡୁଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ସେହିପରି ତିର୍ତ୍ତୋଲରେ ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସ୍‌ର ହିମାଂଶୁ ମଲ୍ଲିକଙ୍କ ମଧ୍ୟରେ ହେଉଛି ଲଢ଼େଇ। ୨୦୧୯ ନିର୍ବାଚନରେ ବାଲେଶ୍ୱରରେ ବିଜେପିର ମଦନ ମୋହନ ଦତ୍ତ ୧୩ ହଜାର ୪୦୬ ଭୋଟ୍‌ରେ ବିଜେଡିର ଜୀବନ ପ୍ରଦୀପ ଦାସଙ୍କୁ ହରାଇଥିଲେ। ଅନ୍ୟପକ୍ଷରେ ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଦାସ ୪୦ […]

  • Thursday, 01 July 2021
election
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍

ବାଲେଶ୍ୱର : ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ। ବାଲେଶ୍ୱର ଓ ତିର୍ତ୍ତୋଲରେ କୋଭିଡ୍ କଟକଣା ଭିତରେ ସକାଳ ୭ରୁ ସଂଧ୍ୟା ୬ଟା ଭିତରେ ମତଦାନ ହେବ। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ କୋଭିଡ୍ ଗାଇଡ୍‌ଲାଇନ୍ ଅନୁସାରେ ଭୋଟ୍ ଗ୍ରହଣ ହେବ। ପ୍ରତ୍ୟେକ ଭୋଟର୍‌ଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ମତଦାନ ପାଇଁ ଗୋଟିଏ ଲେଖାଏଁ ହ୍ୟାଣ୍ଡ ଗ୍ଲୋବସ୍ ପ୍ରଦାନ କରାଯିବ। ବାଲେଶ୍ୱରରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ୍ କରାଯାଇଛି।  ଏଥିପାଇଁ ୩ ହଜାର […]

  • Thursday, 01 July 2021
hati-pic
ହାତୀ ପାଇଁ ନାହିଁ ପାଣ୍ଠି

ଭୁବନେଶ୍ୱର: ହାତୀ-ମଣିଷ ବିବାଦର ସମାଧାନ ସହ ହାତୀ ଉପଦ୍ରବ ରୋକିବାକୁ ବନ ବିଭାଗ କରିଥିବା ଯୋଜନା ପୂର୍ଣ୍ଣକ୍ଷମ ହେବାରେ ପାଣ୍ଠି ସାଜିଛି ବାଧକ। ବିଶେଷ କରି ପଡ଼ୋଶୀ ରାଜ୍ୟରୁ ଓଡିଶାକୁ ପଶି ଆସୁଥିବା ହାତୀ ଅନେକ ସ୍ଥାନରେ ଧନ ଜୀବନ ହାନିର ପ୍ରମୁଖ କାରଣ ସାଜୁଛନ୍ତି।  ତେବେ ରାଜ୍ୟର ସ୍ଥିତି ଏଥର କୌଣସି ନୂଆ ନୁହେଁ, ବରଂ ପୂର୍ବ ବର୍ଷ ଭଳି ସମାନ ରହିଥିବା କହିଛନ୍ତି ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ। କେତେବେଳେ ଗାଁରେ ତ କେତେବେଳେ […]

  • Thursday, 01 July 2021
money
ଟଙ୍କା ବାଣ୍ଟୁଥିବାବେଳେ ମହିଳାଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱରରେ ଆଜି ଭୋଟ୍ ଚାଲିଥିବା ବେଳେ ଭୋଟରଙ୍କୁ  ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି।  ଜଣେ ମହିଳାଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି।

  • Thursday, 01 July 2021
rd
ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବିବାଦ ପରେ  ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶ ପାଇଛି। UG ଓ PG ବର୍ଗର ଟପ୍ପର ତାଲିକା  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି। UGରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି। ସୂଚନାଥାଉ କି, ଅକ୍ଟୋବର ୩୦ରେ UG ଓ PG ରେଜଲ୍ଟ ପ୍ରକାଶ ପାଇଥିଲା। ତେବେ ଟପ୍ପର ତାଲିକା ପ୍ରକାଶ ପାଇ ନଥିବାରୁ ଛାତ୍ର ସଂଗଠନ ପ୍ରତିବାଦ କରିଥିଲେ।

  • Thursday, 01 July 2021
corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୦୧ କରୋନା ପଜିଟିଭ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟାରେ ୧୨୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୬୯୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୫୦୪ ଲୋକାଲ କେସ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୨୯୪,୪୧୫ ରେ ପହଞ୍ଚିଥିବାବେଳେ ୨,୭୯,୦୯୧ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ଅଛି ୧୩, ୯୧୯। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୨ […]

  • Thursday, 01 July 2021
corona 1
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି କମିବା ପରେ ଆଜି ପୁଣି ବଢିଛି। ଗତ କାଲି ୯ ଆକ୍ରାନ୍ତଙ୍କ ମୃତ୍ୟ ଘଟିଥିବାବେଳେ  ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୫୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୂଚନାଥାଉ କି, ଆଜି ରାଜ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି […]

  • Thursday, 01 July 2021
voting
ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ୧୧ଟା ସୁଦ୍ଧା ୨୬.୨୪ % ମତଦାନ

ଭୁବନେଶ୍ୱର: ଆଜି  ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତ।  ସକାଳ ୯ଟା ସୁଦ୍ଧା ହାରାହାରି ୯.୮୧% ମତଦାନ ହୋଇଥିବାବେଳେ ର୍ପୂବାହ୍ନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ମତଦାନ ହୋଇଛି। ଦିନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହାରାହାରି ୨୬.୨୪ ପ୍ରତିଶତ ମତଦାନ ହୋଇଛି ବାଲେଶ୍ୱରରେ ୨୭.୬ ପ୍ରତିଶତ ମତଦାନ ହୋଇଥିବାବେଳେ ତିର୍ତ୍ତୋଲରେ ୨୪.୯୩ ପ୍ରତିଶତ ମତଦାନ ହୋଇଛି । […]

  • Thursday, 01 July 2021
nagarjuna-besa
ଆସନ୍ତାବର୍ଷ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ

ପୁରୀ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ।  ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ।  ହେଲେ ଏହି ବେଶ ଆସନ୍ତାବର୍ଷ କେଉଁ ଦିନ ହେବ, ତାହା ନୂଆ ପାଞ୍ଜି ଆସିବା ପରେ ଜଣାପଡିବ। କରୋନା କଟକଣା ପାଇଁ  ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ । ହେଲେ ୧୯୯୩ ଏବଂ […]

  • Thursday, 01 July 2021
guni-garedi
ଗୁଣି ଗାରେଡି ସନ୍ଦେହରେ ୨ ଅଟକ, ୭ ଫେରାର

କଳାହାଣ୍ଡି: ଗାଁ ମୁଣ୍ଡରେ ତନ୍ତ୍ର ସାଧନ ଏବଂ ଗୁଣି ଗାରେଡି ସନ୍ଦେହରେ ପୋଲିସ ଦ୍ୱାରା ୨ ଜଣ ଅଟକ। ୭ ଜଣ ଜାଗା ଛାଡି ଫେରାର ହୋଇଛନ୍ତି। ଏମିତି ଏକ  ଘଟଣା ଘଟିଛି  କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ରଙ୍କାବାହାଲ ଗାଁରେ। ଗତକାଲି ବିଳମ୍ବିତ ରାତିରେ କିଛି ଲୋକ ଏକ ଖାଲ ଖୋଳୁଥିବା ଲୋକେ ଦେଇଥିଲେ। ପଖରେ ଅସ୍ଥି, ଫୁଲମାଳ, ବିଭିନ୍ନ ପୁଜା ସାମଗ୍ରୀ ପଡିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଏକତ୍ରିତ ହୋଇ  […]

  • Thursday, 01 July 2021
cracker
ବାଣ ମାର୍କେଟ ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ ଦେଇଛନ୍ତି। ବାଣ ମାର୍କେଟ ନ ଖୋଲିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି। ତେବେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ। ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପିକନିକ ବେଳେ ମାସ୍କ ଲଗାଇ ବୁଲାବୁଲି କରି ସୌନ୍ଦର୍ଯ୍ୟ […]

  • Thursday, 01 July 2021
ganja
ଦାମୀ କାରରେ ଯାଉଥିବା ଅପରାଧୀଙ୍କୁ କେମିତି ଚିହ୍ନିଲା ପୋଲିସ୍?

ଭୁବନେଶ୍ୱର: ଏମିତି ସେମିତି କାର ନୁହେଁ, ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ। ଗଞ୍ଜେଇ ଚୋରା ଚାଲାଣ ବେଳେ ଭୁବନେଶ୍ୱର ସହିଦ ନଗର ଥାନା ବାଙ୍କୁଆଳ ନିକଟରୁ ୧୪ କେଜି ଗଞ୍ଜେଇ ଜବତ ସହ ୨ଟି କାର ଜବତ କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର କନ୍ଧମାଳର ଏବଂ ଆଉ ଜଣଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି କନ୍ଧମାଳରୁ ଆସିଥିବା ଗଞ୍ଜେଇ ରାଜଧାନୀରେ […]

  • Thursday, 01 July 2021
1
ଲୋପ ପାଇବ ଏକାମ୍ର କାନନ ଉଦ୍ୟାନ !

ଭୁବନେଶ୍ୱର: ଏକାମ୍ର କାନନ ଉଦ୍ୟାନକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର ନେଇ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣି ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଏହି ଜମିକୁ ହଡ଼ପ କରିବା ପାଇଁ ସରକାର ଯେଉଁ ଉଦ୍ୟମ ଚଳାଇଛନ୍ତି, ତାକୁ କେବେବି କରାଇ ଦିଆଯିବନାହିଁ ବୋଲି ସେ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି  ମଧ୍ୟ ଅଭିଯୋଗ କରିଛନ୍ତି ଯେ ସରକାର ୨୦ ବର୍ଷ ହେଲା ଏହି ଉଦ୍ୟାନର ରକ୍ଷଣାବେକ୍ଷଣ କରିନାହାନ୍ତି। ଏବେ ଜିଏ ଡିପାର୍ଟମେଣ୍ଟକୁ  […]

  • Thursday, 01 July 2021
3
ମହାପ୍ରସାଦ ସେବନ ଘଟଣାକୁ ନେଇ ଥାନାରେ ଏତଲା

ପୁରୀ: କିଛି ଭକ୍ତ ଚେୟାର ଉପରେ ବସି ମହାପ୍ରସାଦ ସେବନ ଘଟଣାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅବମାନନା ହୋଇଥିବା ଅଭିଯୋଗ ନେଇ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ପୁରୀ ସିଂହଦ୍ୱାରା ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ମହାପ୍ରସାଦ ସେବନ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ। ହେଲେ […]

  • Thursday, 01 July 2021
4
ଟ୍ରାନସଫର୍ମର ଚୋରି କରିବାକୁ ଆସି ଫସିଗଲା ଚୋର

କଟକ: ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି କରିବାକୁ ଆସି ଗାଁ ଲୋକଙ୍କ ହାତରେ ଜଣେ ଯୁବକ ଧରାପଡ଼ିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ଥାନା ପର୍ଶୁରାମପୁର ଗ୍ରାମବାସୀ ଏହି ଅଭିଯୁକ୍ତଙ୍କୁ ଧରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାଲେପୁର ଥାନା ଅଞ୍ଚଳରେ ୨ଜଣ ଯୁବକ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ଯାଇଥିବାବେଳେ ବାଇକ୍‌ ସହ ଅନ୍ୟଜଣେ ଅଭିଯୁକ୍ତଙ୍କୁ ପୋଲିସ […]

  • Thursday, 01 July 2021
crackers
ବାଣ ବିକ୍ରି ଓ ଫୁଟାଇବା ମନା

ଭୁବନେଶ୍ୱର: ଏଥର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି, ଫୁଟାଇବା ମନା। ବାଣ ଉପରେ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ତେବେ କଟକଣା ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡ ଦିଆଯିବ। କରୋନା ସମୟରେ ବାଣ ଧୂଆଁ ଘାତକ ଆଶଙ୍କାରେ କଟକଣା କରାଯାଇଛି। ତେବେ ପ୍ରଥମେ ବାଣ ବିକ୍ରି ନ କରିବାକୁ ଆହ୍ୱାନ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା ବିଜୟ କୁଲାଙ୍ଗେ। ଗ୍ରୀନ୍ ଓ […]

  • Thursday, 01 July 2021
6
ପୋଲିସ୍‌ ଭୟରେ ଜଙ୍ଗଲରେ ଗ୍ରାମବାସୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ପୋଲିସ ଗାଡ଼ିକୁ ଆକ୍ରମଣ ଘଟଣାରେ ଗିରଫ ଭୟରେ ଗ୍ରାମବାସୀମାନେ ଜଙ୍ଗଲରେ ଦିନ କାଟୁଛନ୍ତି। ଏହି ଘଟଣାରେ ପୋଲିସ ମେରାମାହା ଗାଁର ୬ ଜଣଙ୍କୁ ଗିରଫ କରିବା ପରେ ଗାଁ ଏକ ପ୍ରକାର ପୁରୁଷଶୂନ୍ୟ ହୋଇପଡ଼ିଛି। ଗିରଫ ହେବା ଭୟରେ ମେରାମାହା ଗ୍ରାମବାସୀ ଏବେବି ଜଙ୍ଗଲରେ ରହୁଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ପୋଲିସର ଦମନଲୀଳାକୁ ବିରୋଧ କରି ୮ଟି ପଞ୍ଚାୟତର […]

  • Thursday, 01 July 2021
7
ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ: ଜିଲ୍ଲାରୁ ଜିଲ୍ଲା ବୁଲି ଲୁଟୁଥିଲେ

କଟକ: କଟକ ବାଦାମବାଡ଼ି ଥାନା ପୋଲିସ ଏକ ଆନ୍ତଃ ଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିଛି। ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପୋଲିସ ମୋଟ୍ ୨୨ଟି ଗାଡ଼ି ଜବତ କରିଛି। ଏହି ଲୁଟେରାମାନେ କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲ୍ଲାରୁ ବାଇକ୍ ଚୋରି କରି ଅନ୍ୟ ସ୍ଥାନକୁ ନେଇ ବିକ୍ରି କରୁଥିଲେ ଏବଂ ସେଥିରୁ କିଛି ଗାଡ଼ି ନିଜେ ମଧ୍ୟ ବ୍ୟବହାର କରୁଥିଲେ। ତେବେ ବାଦାମବାଡ଼ି ଥାନା […]

  • Thursday, 01 July 2021
voting-india
ସରିଲା ଭୋଟ୍‌; ଏବେ ଅପେକ୍ଷା ଆସନ୍ତା ୧୦ ତାରିଖର ଗଣତିକୁ

ଭୁବନେଶ୍ୱର: ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସାହିତ। ମତଦାତା ଯୁବଠୁ ବୟସ୍କ, ମହିଳାଙ୍କଠୁ ପୁରୁଷ, ଦିବ୍ୟାଙ୍ଗଠୁ ଗର୍ଭବତୀ ଯାଏଁ। କୋଭିଡ୍ ଭୂତାଣୁର ଭୟାବହତା ସତ୍ତ୍ୱେ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବ୍ୟଗ୍ର ଥିଲେ। ତିର୍ତ୍ତୋଲ ଏବଂ ବାଲେଶ୍ୱର ମତଦାତା ପ୍ରଥମେ ମକ୍‌ପୋଲିଂ କରି ଇଭିଏମ୍ ଓ ଭିଭିପାଟ୍ ଯାଞ୍ଚ କରାଯାଇଥିଲା। ତାପରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ। ଜନତା ହୁଅନ୍ତୁ କିମ୍ବା ପ୍ରାର୍ଥୀ, ନେତା ହୁଅନ୍ତୁ କିମ୍ବା କର୍ମୀ। ଜଣଙ୍କ […]

  • Thursday, 01 July 2021
car
ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍

କୋରାପୁଟ: ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍। କୋରାପୁଟ ପାଡୁଆ ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଟୋରେ ଥିବା ସମସ୍ତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପରସ୍ପରକୁ ଧକ୍କା ଦେବା ପରେ କାର୍ ଓ ଅଟୋ ଉଭୟ ପାତାଳୀ ନଦୀ ଭିତରକୁ ଖସି ପଡ଼ିଥିଲେ। ଏବେ ବି କାର୍‌ଟି […]

  • Thursday, 01 July 2021
puri-nagarjuna
ଭକ୍ତର ଭାବକୁ ବୁଝିଲେ କି ଭାବଗ୍ରାହୀ ?

ପୁରୀ: ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ, ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି। କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି ପରାମର୍ଶ। କାରଣ ଆସନ୍ତାବର୍ଷ ପୁଣି ପଡ଼ିପାରେ ଠାକୁରଙ୍କ ଏହି ଅଲଭ୍ୟ ବେଶ। ପାଞ୍ଜି ଗଣନାକାରୀଙ୍କ ଏଭଳି ସ୍ପଷ୍ଟ ସଙ୍କେତ ପରେ ଉତ୍କଣ୍ଠିତ ହେଲାଣି ଭକ୍ତଙ୍କ ମନ। ନୟନ […]

  • Thursday, 01 July 2021
police
ମହଙ୍ଗା ପଡ଼ିଲା ବାବୁଙ୍କ ଦାଦାଗିରି: ଚା' ଦୋକାନୀକୁ ମାଡ଼ ମାରିଲେ ଏବେ ନିଲମ୍ବନ ହେଲେ

ମହଙ୍ଗା ପଡ଼ିଲା ନାବାଳକ ଚା ଦୋକାନୀଙ୍କୁ ମାଡ଼ ମାରିବା। କମିଶନରେଟ୍ ପୋଲିସର ଅଭିଯୁକ୍ତ ପିସିଆର କର୍ମଚାରୀ ଏକେ ବିଶ୍ୱାଳଙ୍କୁ କରାଯାଇଛି ନିଲମ୍ବନ

  • Thursday, 01 July 2021
ଦ୍ରୁତ ଗତିରେ ଆସୁଥିଲା ପିକ୍‌ଅପ୍‌ ଭ୍ୟାନ୍, ଚେକିଂ ବେଳେ ଗାଡ଼ି ଭିତରୁ ମିଳିଲା ଏହିସବୁ ଜିନିଷ

ଲମତାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ  ପିକ୍‌ଅପ୍‌ ଭ୍ୟାନ୍‌‌ ଜବତ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଛକୁଣ୍ଡ ସ୍ଥିତ ୧୫ ବାଟାଲିଅନ୍‌ ବିଏସ୍ଏଫ୍ ଓ କୋରାପୁଟ ପୋଲିସ୍‌ ହନୁମାଲ ଗାଁ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ […]

  • Thursday, 01 July 2021
accident
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍‌

ଅନୁଗୁଳ: ପୋଲ ତଳକୁ ବାଇକ୍‌ ଖସି ପଡ଼ିବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରାଇବାହାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ବିନୋଦ ପାଣ୍ଡେ ଓ ଗୁରୁତରଙ୍କ ନାଁ ଭୀମସେନ ମଲିକ। ଉଭୟ ଆଠମଲ୍ଲିକ ଅଞ୍ଚଳର। ଆଜି ସକାଳେ ବିନୋଦ ଓ ଭୀମସେନ ବାଇକ୍‌ରେ କିଶୋରନଗରରୁ ମାଧପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ଟି ରାଇବାହାଳ ପୋଲ ତଳକୁ ଖସି […]

  • Thursday, 01 July 2021