• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

00011222
ରାଜଧାନୀରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ ସୁଗର

ଭୁବନେଶ୍ୱର: ରାଜଧାନରେ ବଢୁଛି ଡ୍ରଗ୍ସ କାରବାର।  ରାଜଧାନୀଭୁବନେଶ୍ୱରରୁ ପୁଣି ଧରାପଡ଼ିଛି ବିପୁଳ ପରିମାଣର ଧଳା ଜହର।  ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇ କହିଛନ୍ତି, ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଉଛି ସେକ୍ ହସିମ ବକ୍ସ। ତାଙ୍କ ଠାରୁ ୧୧୭୦ […]

  • Friday, 02 July 2021
odisha school
ଭୁବନେଶ୍ୱରରେ କେବେ ଖୋଲିବ ସ୍କୁଲ ? ସୂଚନା ଦେଲେ BMC କମିଶନର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି କରାଯାଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି ଗାଇଡ ଲାଇନ ଅନୁସାରେ ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ୍‌ ଖୋଲିବ ବୋଲି କୁହାଯାଇଛି । ରାଜ୍ୟ ସରକାର ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ଘୋଷଣା କରବା ପରେ BMC କମିଶନର ଭୁବନେଶ୍ୱରରେ ସ୍କୁଲ ଖୋଲିବା ନେଇ ସ୍ପଷ୍ଟ ସୂଚନା […]

  • Friday, 02 July 2021
temple-1
ଭୁବନେଶ୍ୱରରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି

ଭୁବନେଶ୍ୱର: ରାଜ୍ୟରେ  ଧାର୍ମିକ ପୀଠ ଖୋଲିବା ନେଇ ଦାବି ଜୋର ଧରିଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟ ସରକାର କେବେ ମନ୍ଦିର ଖୋଲିବ ସେ ନେଇ ସ୍ପଷ୍ଟ କରିଛନ୍ତି। ଆଜି ଅନଲକ୍‌-୬ ଗାଇଡଲାଇନ ଘୋଷଣା କରି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି,  ସ୍ଥାନୀୟ ପ୍ରଶାସନର ଅନୁମତି ମିଳିବା ପରେ  ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧାର୍ମିକପୀଠ ଖୋଲି ପାରିବ।  ଏଥିପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ ଅନୁମତି ଜରୁରୀ । କରୋନା ପରିସ୍ଥିତିକୁ ଦେଖି ଆବଶ୍ୟକ କଟକଣା ସହିତ […]

  • Friday, 02 July 2021
school 11
ନିଷ୍ପତ୍ତିର କିଛି ସମୟ ପରେ ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ  ସେଥିରେ ସଂଶୋଧନ କରାଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ଏଥିପାଇଁ ନୂଆ SOP ମଧ୍ୟ ଜାରି କରାଯିବ। ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା […]

  • Friday, 02 July 2021
3
ରାଜଧାନୀରେ ପୋଲିସର ଦାଦାଗିରି! ଫାଇନ୍ ଆଦାୟ ନାଁରେ ଯୁବକଙ୍କୁ ପିଟି ଲହୁଲୁହାଣ କଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୋଲିସର ଜୁଲୁମ ଅଭିଯୋଗ । ଫାଇନ୍ ଆଦାୟ ବେଳେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରି ଗୁରୁତର ଆହତ କରିିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ନାଁ ଅନନ୍ତ ବେହେରା ବୋଲି ଜଣାପଡ଼ିଛି। ସେ ନୂଆ ଏୟାରପୋର୍ଟ ରାସ୍ତା କଡ଼ରେ ନିଜ ଗାଡ଼ି ପାର୍କିଂ କରି ବସିଥିବା ବେଳେ ପୋଲିସ ତାଙ୍କୁ ଶହେ ଟଙ୍କା ଫାଇନ୍ ମାଗିଥିଲା ।ମାତ୍ର ସେ ଇ-ଚାଲାଣ ଜରିଆରେ ଟଙ୍କା ଦେବେ ବୋଲି କହିଥିଲେ । ମାତ୍ର […]

  • Friday, 02 July 2021
01
ଏଣିକି ବିନା କାଗଜରେ ଚାଲିବ ବିଧାନସଭା

ଭୁବନେଶ୍ୱର: ଏଣିକି ବିଧାନସଭାରେ କାଗଜର ବ୍ୟବହାର ହେବନି। ଆଗକୁ ହେବ ଇ-ବିଧାନସଭା । ଇ-ବିଧାନସଭା ପାଇଁ ଶେଷ ହୋଇଛି ପ୍ରସ୍ତୁତି । ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଲାଣି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭା କାମ ବିନା କାଗଜରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କମ୍ପ୍ୟୁଟର ।ବିଧାନସଭାରେ WiFi ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ । ଇ-ବିଧାନସଭା ପାଇଁ କେନ୍ଦ୍ର ସରକାର […]

  • Friday, 02 July 2021
binod
ଅଢେଇ କିଲୋ ସୁନା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ଏକ ସୁନା ଦୋକାନରୁ ବଡ଼ ଧରଣର ଚୋରି ହୋଇଯାଇଛି।  ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ କଳାକନା ବୁଲାଇଛନ୍ତି ଚୋର । ଦୋକାନର ଆଇରନ୍ ଚେଷ୍ଟରେ ଥିବା ୨କିଲୋ ୮ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟେରା ମାନେ ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଖବରପାଇ ବଡ଼ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇରନ୍ ଚେଷ୍ଟକୁ ସାମାନ୍ୟ ତାଡ଼ି ସେଥିରେ […]

  • Friday, 02 July 2021
ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ଗୋଟିଏ ରାତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ମାଛକୁଣ୍ଡ ଓ ପାଡୁଆ ପୋଲିସ୍। ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିଛି ପୋଲିସ୍‌। କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶରେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍‌ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଜଣେ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ। ଘରେ ସର୍ଚ୍ଚ କରିବାରୁ ପୋଲିସ୍‌ ୨୭ ବସ୍ତାରୁ ଊର୍ଦ୍ଧ୍ୱ ଗଞ୍ଜେଇ ବସ୍ତା […]

  • Thursday, 01 July 2021
corona 1
ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ଚିହ୍ନଟ ହେଲେ ୧, ୭୦୯ ନୂଆ ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧, ୭୦୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହପରି କଟକରୁ ୧୧୫, ମୟୂରଭଞ୍ଜରୁ  ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧, ୭୦୯  ଆକ୍ରାନ୍ତଙ୍କ ମଧ୍ୟରୁ ୯୮୫  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୨୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ […]

  • Thursday, 01 July 2021
serological
୨୪ ଘଣ୍ଟାରେ ଆଖି ବୁଜିଲେ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୩୧ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret to inform the demise of eleven covid positive patients while under treatment in hospitals. 1.A 62-year-old female of Keonjhar district who was also suffering from […]

  • Thursday, 01 July 2021
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍ ପଟୁ ପ୍ରଥମେ ପହଞ୍ଚିଥିବା ଗାଡ଼ି ଏବଂ ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡ଼ିକୁ ଅନୁମତି ମିଳୁଛି। ସେହିପରି ପ୍ରତିଦିନ ସକାଳ ୬ଟାରୁ ୯ ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ […]

  • Thursday, 01 July 2021
crime branch
OTV ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍‌ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ […]

  • Thursday, 01 July 2021
‘ଜବରଦସ୍ତି ଘରେ ପଶି ମୋ ବାପାଙ୍କୁ ଉଠାଇ ନେଲେ’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। ବିନା ନୋଟିସ୍‌ରେ ଭୋର୍‌ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିବା ତାଙ୍କ ଝିଅ ଗାୟତ୍ରୀ କହିଛନ୍ତି। ସେ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଗଲେ। ବାପା ଡାଇବେଟିକ୍ ପେସେଣ୍ଟ, ଖାଦ୍ୟ କି ଔଷଧ ଖାଇ ନାହାନ୍ତି। ତାଙ୍କୁ ମେଡିସିନ ଖାଇବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଏପରିକି […]

  • Thursday, 01 July 2021
flag-march
ସଂଘବଦ୍ଧ ଆକ୍ରମଣରେ IIC ଗୁରୁତର

‍ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା IICଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା IIC ରଞ୍ଜିତ କୁମାର ମୁନିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ IIC ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।  କାଠ ଓ ପଥର […]

  • Thursday, 01 July 2021
pradip
ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚାଲିଛି-ପ୍ରଦୀପ ମାଝୀ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଘଟଣାର ନିନ୍ଦା କରିବା ସହ ଏପରି ଉଦ୍ଦେଶ୍ୟ ପ୍ରଣୋଦିତ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ଏହି ଘଟଣାକୁ କଂଗ୍ରେସ ମଧ୍ୟ ତୀବ୍ର ନିନ୍ଦା କରିଛି । ସରକାର ମନ୍ଦ ଉଦ୍ଦେଶ୍ୟ ରଖି ଗଣମାଧ୍ୟମର କଣ୍ଠରୋଧ ଲାଗି ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଝି କହିଛନ୍ତି, ଏହା ମିଡ଼ିଆ ଉପରେ […]

  • Thursday, 01 July 2021
surama
ରାଜ୍ୟରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହେବା ଭଳି ଲାଗୁଛି-ସୁରମା ପାଢୀ

ଭୁବନେଶ୍ୱର: OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିବା ସହ ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି। ଆଇନ ବାଟବଣା ନହେଉ । ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଜଣେ ଓଟିଭି କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏବେ ଆଉ ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି […]

  • Thursday, 01 July 2021
OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: OTV ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। CFO ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ  କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି, କ୍ୟୁ) SC/ST ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉକି ଆଜି ସକାଳେ କୌଣସି ନୋଟିସ୍ ନ ଦେଇ ମନୋରଞ୍ଜନଙ୍କୁ ଉଠାଇ […]

  • Thursday, 01 July 2021
otv-action
ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ?

ଭୁବନେଶ୍ୱର: ଆକ୍ରୋଶ! ଅମାନବୀୟ! ଓଟିଭି ବିରୋଧରେ କେତେ ଚରମ ସରକାରଙ୍କ ରାଗ? ଇଏ ତାର ଆଉ ଏକ ବଡ଼ ଉଦାହରଣ ବିନା ନୋଟିସ୍ କି ସୂଚନାରେ ସାରୁଅ ଜମି କିଣାବିକା ମାମଲାରେ ଅତି ଅମାନବୀୟ ଢଙ୍ଗରେ ଓଟିଭିର ଚିଫ୍ ଫାଇନାନ୍ସିଆଲ୍ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତେବେ ଗିରଫ ପୂର୍ବର ପୁରା ପ୍ରକ୍ରିୟାକୁ ଦେଖିଲେ ବାରି ହୋଇ ପଡିଛି କିଭଳି ଆଇନ୍‌ର ବ୍ୟବସ୍ଥାକୁ ଦଳିମକଚି ଦେଇଛି କ୍ରାଇମବ୍ରାଞ୍ଚ। ମନୋରଞ୍ଜନଙ୍କ ଝିଅଙ୍କ ସୂଚନା ଅନୁସାରେ ଆଜି […]

  • Thursday, 01 July 2021
odisha
ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ କେଉଁଠି, ଜାଣନ୍ତୁ

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା, ରାଜ୍ୟ ବିକାଶର ବିକଳ ଚିତ୍ର। ଭାରତର ଅନ୍ୟ ରାଜ୍ୟ ତୁଳନାରେ, ଓଡ଼ିଶାର ଶାସନ କଳ ଯେ କେତେ ଦୁର୍ବଳ, ତାହା ସାମ୍ନାକୁ ଆଣିଛି ପବ୍ଲିକ୍ ଆଫାୟାର୍ସ ଇଣ୍ଡେକ୍ସ-୨୦୨୦। ଯେଉଁଥିରେ ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ, ଓଡ଼ିଶାର ସ୍ଥାନ ତଳ ଆଡ଼ୁ ଦ୍ୱିତୀୟ  ଇକ୍ୱିଟି, ଗ୍ରୋଥ୍ ଓ ସସ୍ଟେନେବିଲିଟି। ରାଜ୍ୟର ଶାସନ ବ୍ୟବସ୍ଥାକୁ ସୂଚାଉଥିବା ଏହି ୩ଟି ଯାକ ମାନଦଣ୍ଡରେ, ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ଓଡ଼ିଶା। ଇକୁଇଟି କ୍ଷେତ୍ରରେ […]

  • Thursday, 01 July 2021
accident
ଇନୋଭାକୁ ଧକ୍କା ଦେଲା ବସ୍‌; ୨ ମୃତ, ୨୫ ଆହତ

ବୌଦ୍ଧ: ବୌଦ୍ଧ- ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଠିଆ ହୋଇଥିବା ଇନୋଭାକୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ବସ୍‌ କଣ୍ଡକ୍ଟର ଓ ଇନୋଭା କାର୍‌ର ଡ୍ରାଇଭର ଅଛନ୍ତି। ଆହତଙ୍କ ମଧ୍ୟରୁ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। […]

  • Thursday, 01 July 2021
accident 1
ରାସ୍ତାକଡ଼ରେ ଗାଡ଼ି‌ ଠିକ୍‌ କରୁଥିଲେ ୨ ହେଲ୍‌ପର୍‌, ଚଢ଼ିଗଲା ଟ୍ରକ୍‌

ଆନନ୍ଦପୁର: ରାସ୍ତାକଡ଼ରେ ଛିଡ଼ା ହୋଇ ଗାଡ଼ି ସଜାଡ଼ୁ ଥିବାବେଳେ ଟ୍ରକ୍‌ ଧକ୍କା ଦେବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ହେଲ୍‌ପର୍‌ ଆନନ୍ଦପୁର ଥାନା ଅନ୍ତର୍ଗତ ଜୋକନାଳି ଗାଁର ବୋଲି ଜଣାପଡ଼ିଛି।  ସୂଚନା ଅନୁସାରେ, ଟ୍ରକ୍‌ ଖରାପ ହୋଇଯିବାରୁ ରାସ୍ତାକଡ଼ରେ ଏହାକୁ ଛିଡ଼ାକରି ସଜାଡ଼ୁ ଥିବାବେଳେ ଏହି ସମୟରେ ଅନ୍ୟ ଏକ ଟ୍ରକ୍‌ ଆସି ୨ ହେଲ୍‌ପର୍‌ଙ୍କ ଉପରେ […]

  • Thursday, 01 July 2021
governor ganeshi lal
ରାଜ୍ୟପାଳ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଟ୍ୱିଟ୍‌ କରି ରାଜ୍ୟପାଳ ସୂଚନା ଦେଇଛନ୍ତି। ରାଜ୍ୟପାଳଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିଛିଦିନ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। Hon’ble Governor and first lady have tested corona positive and have advised all who have come in close contact recently to […]

  • Thursday, 01 July 2021
crona test
୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶା ରେ ୧,୩୮୯  ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ବେଳେ ୯ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୨  ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୮୯  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୯୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Covid-19 Report For 1st November New […]