• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

boat
ଡଙ୍ଗା ବୁଡ଼ି ୩ ନିଖୋଜ

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ। ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୋଲିସ୍ ଖୋଜାଖୋଜି ଉଦ୍ୟମ ଆରମ୍ଭ କରିଛି। […]

  • Friday, 02 July 2021
corona-recovery
କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ ଷ୍ଟେଟ୍ ପୁଲ୍‌ରୁ ୫୦ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ-୧୫୯, କଟକ-୧୪୧, ସୁନ୍ଦରଗଡ଼-୧୩୧, ଯାଜପୁରରୁ ୧୧୩ ସୁସ୍ଥ ବାଲେଶ୍ୱର-୧୦୪, ମୟୂରଭଞ୍ଜ-୧୦୧, କଳାହାଣ୍ଡି-୯୧, କେନ୍ଦ୍ରାପଡ଼ା-୮୦ ବରଗଡ଼-୭୮, ବଲାଙ୍ଗିର-୭୨, ପୁରୀ ୬୯, […]

  • Friday, 02 July 2021
Cuttack-Durga-Puja-bhasani
ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ସରିଲା ଦଶହରା ଏବେ ମା‘ଙ୍କୁ ଦିଆଯିବ ମେଲାଣି। ଗତକାଲି ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀ ଶେଷ ପରେ ଆଜି ମା’ଙ୍କୁ ଦିଆଯିବ ମେଲାଣି । ରାଜ୍ୟରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କୁ ଆଜି ବିସର୍ଜନ କରାଯିବ। ଟ୍ୱିନ୍ ସିଟିରେ ମା’ଙ୍କୁ ବିଦାୟ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। କଟକରେ ସକାଳ ୧୦ଟାରୁ ଆରମ୍ଭ ହେବ ଭସାଣ ପର୍ବ । ଗତକାଲି ମଧ୍ୟ କଟକରେ କିଛି ମେଢ ବିସର୍ଜନ କରାଯାଇଥିଲା। ଦେବୀଗଡା ବ୍ୟତୀତ ଅନ୍ୟ […]

  • Friday, 02 July 2021
temple
ରୂପା କବାଟରେ ଝଲସିବ ଶ୍ରୀମନ୍ଦିର

ପୁରୀ: ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର । ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ୱତନ୍ତ୍ର ବୈଠକ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣୀ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଆଉ ୫ଟି ଦ୍ୱାରକୁ ରୂପାରେ ଛାଉଣୀ କରାଯିବା ପାଇଁ […]

  • Friday, 02 July 2021
mao
ସୀମାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଲକାନଗିରି ଜୁମଡାଙ୍ଗରେ ପୋଲିସ ଅପରେସନ ବେଳେ ଏଭଳି ଘଟଣା ଘଟିଥିଲା। ଜୁମଡାଙ୍ଗ ନିକଟ ଜଙ୍ଗଲରେ ମାଓବାଦୀ ଶିବିର ଥିବାର ସୂଚନା ପାଇ ଗତ କାଲି ପୋଲିସ ଅପରେସନ ଆରମ୍ଭ କରିଥିଲା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୋଲିସ ଉପରକୁ ମାଓବାଦୀମାନେ ପାଲଟା ଗୁଳିମାଡ଼ କରିଥିଲେ। ଏବେ ମଧ୍ୟ ଏହି ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି […]

  • Friday, 02 July 2021
corona 1
ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ଭୁବନେଶ୍ୱର: ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ  ୧,୨୪୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି ଖୋଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ବୃଦ୍ଧି ପାଇଛି । ଆଜି ଖୋଦ୍ଧାରୁ ସର୍ବାଧିକ ୨୦୬  ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  କଟକରୁ ୧୦୫ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ  ୧,୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୯  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। […]

  • Friday, 02 July 2021
vaccaine
୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର:ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୭୨ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡ଼ାରେ ୩ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହପରି ଝାରସୁଗୁଡ଼ା, କେନ୍ଦୁଝରରେ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, ଆଜି […]

  • Friday, 02 July 2021
onion
କମିବାର ନାଁ ନେଉନି ପିଆଜ ଦର

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ରିଟେଲର୍ ଓ ହାଟ ମାନଙ୍କରେ ପିଆଜ ଦର ବଢିବାରେ ଲାଗିଛି। କେଉଁଠି ଦର କିଲୋ ପ୍ରତି ଏହାର ଦର ୮୦ ଥିବା ବେଳେ ଆଉ କେଉଁଠି ଏହାର ମୂଲ୍ୟ ୧୦୦କୁ ଛୁଇଁଛି। ପିଆଜ ମୂଲ୍ୟ ବୃଦ୍ଧି ଯୋଗୁ ଏବେ ଗ୍ରାହକ ପିଆଜ କିଣିବାକୁ କୁଣ୍ଠାବୋଧ କରୁଛନ୍ତି। ରୋଷେଇ ଘରେ ଏବେ ପିଆଜକୁ ମଧ୍ୟ କମ୍ ‌ଦେଖିବାକୁ ମିଳୁଛି। କିଛି କିଛି ସ୍ଥାନରେ ବ୍ୟବସାୟୀଙ୍କ କହିବା କଥା, […]

  • Friday, 02 July 2021
1
ବେଦାନ୍ତ ଫାଟକ ସମ୍ମୁଖରେ ଉତ୍ତେଜନା, ୩ ବର୍ଷ ପରେ ବି ମିଳୁନି ‍‍‍‌‌କ୍ଷତିପୂରଣ

ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍‌ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଉଚିତ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଓ ସମସ୍ତ ଗ୍ରାମବାସୀଙ୍କୁ ବିସ୍ଥାପନ କରିବାକୁ ଦାବି ହୋଇଛି। ଗତ ୨୦୧୭ ମସିହା ଅଗଷ୍ଟ ମାସରେ […]

  • Friday, 02 July 2021
4
ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ

ବାଲେଶ୍ୱର: ବିଜୁ ଜନତା ଦଳର ନେତା ଓ କର୍ମୀ ବଲେଶ୍ୱରରେ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଛି ବିଜେପି। ଏ ନେଇ ବିଜେପିର ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗତ ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାଲେଶ୍ୱର ପଙ୍ଖି ପଞ୍ଚାୟତରେ ପ୍ରଚାର ବେଳେ ଲୋକଙ୍କୁ ପ୍ରଭାବିତ କରିବା ଭଳି ପ୍ରତିଶ୍ରୁତି ଦେଇଥିବା ବିଜେପି ଅଭିଯୋଗ କରିଛି। ୫ ଦିନ ଭିତରେ ଗାଁରେ ବିଦ୍ୟୁତ୍ ସଂଯୋଗ ସହ, […]

  • Friday, 02 July 2021
lord-jagannatha
ମରାମତି ହେବ ପୁରୀ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ୍‌ର ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି […]

  • Friday, 02 July 2021
5
ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନବୀନ ଏହି ପ୍ରଚାର କରିବେ। ଆସନ୍ତାକାଲି ଜଗତସିଂହପୁରର ତିର୍ତ୍ତୋଲ ଏବଂ ଆସନ୍ତା ୨୯ରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ହେବ। ନଭେମ୍ବର ୧୦ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ସେପଟେ ପ୍ରଚାର ପାଇଁ […]

  • Friday, 02 July 2021
ias-resuffle
IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସୁରେନ୍ଦ୍ର କୁମାରଙ୍କୁ ଓଡ଼ିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ସୁରେନ୍ଦ୍ର କୁମାର। ସହିପରି ପରାଗ ଗୁପ୍ତାଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନଗମର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମାନସୀ ନିମ୍ଭାଲ OSAM ବୋର୍ଡର ସଦସ୍ୟ ସଚିବ ନିଯୁକ୍ତ ହୋଇଥିବା ବେଳେ ସୁଶ୍ରୀ ନିମ୍ଭାଲ ଟିଡିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। #IAS ସ୍ତରରେ […]

  • Friday, 02 July 2021
cm-anveen-pattniak
ବିଭିନ୍ନ ବିଭାଗର ଛାତ୍ରବୃତ୍ତି ପାଇଁ ଏବେ ଗୋଟିଏ ପୋର୍ଟାଲ

ଭୁବନେଶ୍ୱର: ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ଛାତ୍ରବୃତ୍ତି ଲାଗି ଏବେ ରହିବ ଗୋଟିଏ ପୋର୍ଟାଲ। ଆଉ ଭିନ୍ନ ଭିନ୍ନ ପୋର୍ଟାଲ ଦେଖିବା ଆବଶ୍ୟକ ନାହିଁ। ଛାତ୍ରବୃତ୍ତି ପୋର୍ଟାଲ ଦ୍ୱାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆଯାଇଥାଏ। ଆନ୍ତଃଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ ଉଦ୍ଦିଷ୍ଟ। ଯୋଗ୍ୟ ହିତାଧିକାରୀ […]

  • Friday, 02 July 2021
7
ଓଭରବ୍ରିଜ ତଳୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅଞ୍ଚଳ ୨୦ ନମ୍ବର ଜାତୀୟ ରାଜପଥର ବାଇପାସ ଓଭରବ୍ରିଜ ତଳୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳ ପ୍ରାୟ ୧୦ଟାରେ ଜଣେ ବ୍ୟକ୍ତି ଲୁନାରେ ଏକ ବସ୍ଥା ଧରି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବାର କିଛି ଲୋକ ଦେଖିଥିଲେ। ତାକୁ ପଚାରିବାରୁ ଚାଳକ ଜଣଙ୍କ ବସ୍ତା ଭିତରେ ମାଂସ ଅଛି ବୋଲି କହିଥିବା ସୂଚନା ମିଳିଛି। ଏହାପରେ କିଛି ଲୋକ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ […]

  • Friday, 02 July 2021
by-electon
ଆସନ୍ତାକାଲି ନବୀନଙ୍କ ଭର୍ଚୁଆଲ୍ କ୍ୟାମ୍ପେନ୍; ବିରୋଧୀ କହିଲେ ଫରକ ପଡ଼ିବନି

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ଭର୍ଚୁଆଲ୍ କ୍ୟାମ୍ପେନ୍ କରିବେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ତିର୍ତ୍ତୋଲ ଓ ତା ପରଦିନ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ରଚାର କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେବେ ନବୀନଙ୍କ ଭର୍ଚୁଆଲ ପ୍ରଚାର ସେମାନଙ୍କ ଦଳର ରଣନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛନ୍ତି। ଉପନିର୍ବାଚନ ତାରିଖ ଯେତିକି ପାଖଉଛି, ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାର ଅଭିଯାନ ସେତିକି ସରଗରମ ହେଉଛି। ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ […]

  • Friday, 02 July 2021
8
କେନ୍ଦୁଝରରେ ଜଳିଗଲା ଚଳନ୍ତା କାର 

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନରଣପୁର-ଡୁବୁରି ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଆଜି ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କାରଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସଟ୍ ସର୍କିଟ ଯୋଗୁଁ କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ କାରରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କ କହିବା ଅନୁସାରେ, କାରରେ ଯାଉଥିବା ବେଳେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା। ସେମାନେ ଓହ୍ଲାଇ ଧୂଆଁ କେଉଁଠୁ […]

  • Friday, 02 July 2021
coronavirus-q
ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ। କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୧୧୫କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ- ୧୬୪, ମୟୂରଭଞ୍ଜ- ୧୦୩, ସୁନ୍ଦରଗଡ଼- ୧୦୨, ସୁବର୍ଣ୍ଣପୁର- ୯୯, କେନ୍ଦୁଝର- ୮୯, ବଲାଙ୍ଗିର- ୮୬, ବରଗଡ଼- ୭୯, ଯାଜପୁର- ୭୫, ଅନୁଗୁଳ- ୭୩, […]

  • Friday, 02 July 2021
tiger
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। କରୋନା କଟକଣା ଭିତରେ ଶିମିଳିପାଳ ଅଭୟାରଣ୍ୟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି। ପିଠାବଟା ପଟରୁ ୨୫ ଓ ଯଶୀପୁର କାଳିଆଣି ପଟୁ ୩୫ ଗାଡ଼ିକୁ ଅନୁମତି ମିଳିବ। ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି। ଗୁଡ଼ୁଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା ରହିଛି।

  • Friday, 02 July 2021
9
ଦୁଇ ଦୁଇଟି ଅଭିଯୋଗ ନେଇ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ତିର୍ତ୍ତୋଲରେ ପୋଷ୍ଟାଲ ବାଲଟ୍ ଭୋଟିଂରେ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ଯତୀନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କୁ ଫେରାଦ ହୋଇଛି ବିଜେପି ପ୍ରତିନିଧି ଦଳ। ପୋଷ୍ଟାଲ ବାଲାଟ୍‌ରେ ଭୋଟ୍ ବେଳେ ସରକାରୀ ଅଧିକାରୀ ଘେରି ରହୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ ଆଣିଛନ୍ତି। ଏହାଛଡ଼ା ଭୋଟ୍ ଦେବା ପରେ ଟିପ ଚିହ୍ନ ନେଉ ନାହାନ୍ତି, ଲଫାଫା ସିଲ୍ କରୁ ନାହାନ୍ତି ବୋଲି ସେ କହିଛନ୍ତି। ଏଥିରେ ପ୍ରାୟ ୩ ହଜାର ପୋଷ୍ଟାଲ ଭୋଟ୍ ପ୍ରଭାବିତ ହେବା ଆଶଙ୍କା […]

  • Friday, 02 July 2021
jaga-hatare-pagha
ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ରୁପା ଦ୍ୱାର କାମ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଥମେ ସାତ ପାହାଚ ଦ୍ୱାର ରୁପା ଛାଉଣି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରୁ ଯେଉଁ ଅଭିଜ୍ଞତା ମିଳିବ ତାହାକୁ ଅନ୍ୟ ଦ୍ୱାର ପାଇଁ କାର୍ଯ୍ୟରେ ଲଗାଯିବ। ଶ୍ରୀଗୁଣ୍ଡିଚା ବେଳେ ଜୟବିଜୟ, କଳାହାଟ, ବେହରଣ ଦ୍ୱାର ରୁପା ମୁଦ୍ରିତ ହେବ। ପ୍ରଥମ ପର୍ଯ୍ୟାୟରେ ୮ଟି ଦ୍ୱାର ରୁପା ଛାଉଣି ହେବ ବୋଲି […]

  • Friday, 02 July 2021
୧୫ ହଜାର ଟଙ୍କାରେ ମାସକର ଛୁଆକୁ ବିକି ଦେଲେ ବାପାମା’ !

ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିଜ ଜନ୍ମ କଲା ଛୁଆକୁ ବିକ୍ରି କରିବା ପାଇଁ ପଛାଇଲେ ନାହିଁ ବାପାମା’।  ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ପର ହାତକୁ ଟେକି ଦେଲେ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁରେ। କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ […]

  • Friday, 02 July 2021
୩ ଦିନ ପରେ ଜଳ ଭଣ୍ଡାରରୁ ମିଳିଲା ମୃତଦେହ

ଲମତାପୁଟ: କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରର ପାଡୁଆ ଘାଟରେ ଡଙ୍ଗା ବୁଡ଼ି ନିଖୋଜ ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି। ମୃତକ ଦ୍ୱୟ ହେଲେ- ମନୋଜ ହନ୍ତାଳ ଓ ପ୍ରଶାନ୍ତ ଖରା। ନିଖୋଜ ଯୁବକ ହେଲେ ଚିତ୍ର ଖରା। ରବିବାର ଦିନ ପାଡୁଅ ଗାଁର ପାଞ୍ଚ ଜଣ ସାଙ୍ଗ ହୋଇ ଡଙ୍ଗା ନେଇ ନିକଟସ୍ଥ ଗାଁର ଦଶହରା ଉତ୍ସବ ଦେଖିବାକୁ ଯାଉଥିଲେ। ହେଲେ ଏହି ସମୟରେ […]

  • Friday, 02 July 2021
corona
Corona Update In Odisha: ୨୪ ଘଣ୍ଟାରେ ୧,୫୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୫୪୦ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୮  ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ  ୧,୫୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୬  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୫୪ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ରେ ପହଞ୍ଚିଛି। Covid-19 Report For […]

  • Friday, 02 July 2021
COV
ରାଜ୍ୟରେ ପୁଣି ୧୨ ଜୀବନ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୯୭ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି ପୁରୀ, ସୁନ୍ଦରଗଡ, ନବରଙ୍ଗପୁର, କଟକ, ଗଞ୍ଜାମରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, […]

  • Friday, 02 July 2021