• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

16
ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ଲୋକାୟୁକ୍ତ

ଭୁବନେଶ୍ୱର: ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ମାମଲାରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କ ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିବା ସୂଚନା ଦେଇଛନ୍ତି  ଆବେଦନକାରୀ ସୁଦର୍ଶନ ଦାସ ଏବଂ ସୁଶାନ୍ତ ପାଢ଼ୀ। ଗତ ନଭେମ୍ବର ୪ ତାରିଖରେ ଶୁଣାଣି ବେଳେ ଲୋକାୟୁକ୍ତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଏକ ଚିଠି […]

  • Thursday, 01 July 2021
governor ganeshi lal
ଦୁଃଖଦ ସମୟରେ କର୍ତ୍ତବ୍ୟକୁ ଭୁଲିଲେନି ରାଜ୍ୟପାଳ

ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]

  • Thursday, 01 July 2021
jp-nadda-phil
ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଅଭିଯାନ

ଭୁବନେଶ୍ୱର: ବିଜେପି କ୍ୟାପ୍‌ଟେନ୍‌ ସିଟ୍‌ ବସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆରମ୍ଭ କରିବାକୁ ଯାଉଛନ୍ତି ୧୨୦ ଦିନିଆ ଅଭିଯାନ। ବିଭିନ୍ନ ରାଜ୍ୟକୁ ସାଧାରଣ ନିର୍ବାଚନ ପୂର୍ବରୁ ଗସ୍ତ କରିବେ ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ସିଟ୍ ବୃଦ୍ଧି ଲାଗି ରଣନୀତି ସମ୍ପର୍କରେ ସମୀକ୍ଷା କରିବେ। ତାସାଙ୍ଗକୁ ଗୁରୁ ମନ୍ତ୍ର ବି ଦେବେ ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଏହି ଅଭିଯାନ। ବିଜେପିର ଲୁକ୍ ଇଷ୍ଟ ଫର୍ମୁଲାରେ ଓଡ଼ିଶା ବି ରହିବ ଫୋକସ୍‌ରେ। ଆସନ୍ତା […]

  • Thursday, 01 July 2021
133
ଡିସେମ୍ୱରରେ ଆସିପାରେ କରୋନାର ଦ୍ୱିତୀୟ ଲହରୀ

ଆମେରିକାର ମଡର୍ଣ୍ଣା, ଫାଇଜର ହେଉ କି ଋଷୀୟ ଟିକା ସ୍ଫୁଟନିକ୍ ଭି ଅବା ଅକ୍ସଫୋର୍ଡ କୋଭିସିଲ୍ଡ କି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ଟିକା କୋଭାକ୍ସିନ୍। କରୋନା ବିରୋଧୀ ଲଢ଼େଇରେ ଯୁଦ୍ଧ ଜିତିବାକୁ କବଚ ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ। ଏସବୁ ଭିତରେ ପୁଣି ଏକ ନୂଆ ଆଶା ଦେଖାଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଟିକା। ଫେଜ୍ ଥ୍ରୀ ଟ୍ରାଏଲ୍‌ର ଅନ୍ତରୀଣ ରିପୋର୍ଟ ଜାରି କରି ଏହାର ନିର୍ମାତା ଦାବି କରିଛନ୍ତି ଯେ, ଏହି ଟିକା ଗୋଟିଏ ପ୍ରକାର […]

  • Thursday, 01 July 2021
university
୬ଟି ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ ନୂଆ କୁଳପତି

ଭୁବନେଶ୍ୱର: ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସିଲର୍ ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏନ୍. ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କିଶୋର ବାସା ଏବଂ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫୁଲ୍ଲ ମହାନ୍ତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର […]

  • Thursday, 01 July 2021
mohan-bhagbat
ଆଜି ଓଡ଼ିଶା ଆସୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ମୁଖ୍ୟ ମୋହନ ଭାଗବତ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆରଏସ୍ଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ କାର୍ଯ୍ୟକ୍ରମ ହେଉଛି। ପୂର୍ବକ୍ଷେତ୍ର ପାଇଁ ଉଦ୍ଧିଷ୍ଟ ଏହି ବୈଠକ ଆସନ୍ତାକାଲି ଏବଂ ୨୬ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଆରଏସଏସ ମୁଖ୍ୟ ସୁରେଶ ଯୋଶୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗ, […]

  • Thursday, 01 July 2021
Scb
ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ ଯୋଗୁଁ ସର୍ଜରୀ ବନ୍ଦ ରହିଛି। ବିଭାଗର ଆଇସିୟୁ ଏବଂ ଓଟି ବନ୍ଦ ଯୋଗୁଁ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିବା ସୂଚନା ମିଳିଛି।  ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ  ବନ୍ଦ କରି ଦିଆଯାଇଛି। ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ। ଏସ୍‌ସିବି ମେଡିକାଲ ପକ୍ଷରୁ […]

  • Thursday, 01 July 2021
naveen
ଧଉଳି ବିକାଶ ପାଇଁ ମିଳିଥିବା ୫କୋଟି ଗଲା କୁଆଡେ?

ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିର ବିକାଶ ଏବଂ ଉନ୍ନୟନ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।  ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ କୋଟି ଅନୁଦାନ ଦିଆଯାଇଥିଲା। କିନ୍ତୁ ସେହି ଅନୁଦାନର ସିଂହଭାଗ ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇ ନଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା। ଧଉଳିରେ ବିକାଶର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ […]

  • Thursday, 01 July 2021
corona
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ଆଖି ବୁଜିଲେ ୧୪

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୩୭୪ ଥିବାବେଳେ ଲୋକାଲ କେସ ୨୬୮ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି କେନ୍ଦୁଝରରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରୁ ୭୦ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ନୂଆପଡ଼ା। […]

  • Thursday, 01 July 2021
suicide
ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଥିଲା। ତେବେ ଦମ୍ପତିଙ୍କର ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ମିଳୁନି। ତାଙ୍କ କଥା କେହି ଶୁଣୁନାହାନ୍ତି, ତାଙ୍କୁ ନ୍ୟାୟ ମିଳୁ ବୋଲି ଦମ୍ପତି ପ୍ରତିକ୍ରିୟା ଦେଇଛନ୍ତି।

  • Thursday, 01 July 2021
aruna-shu
'ଝିଅକୁ ମାରିବାରେ ଅରୁଣ ସାହୁଙ୍କ ହାତ ଅଛି'

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ ଘଟଣା। ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଲେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି। ଅଶୋକ ସାହୁ ଏବଂ ସୌଦାମିନି ସାହୁ ମନ୍ତ୍ରୀଙ୍କ ନାଁ ନେଇ ଆମ ଝିଅ ପରୀକୁ ସେମାନେ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି। ଅରୁଣ ସାହୁଙ୍କ ପାଖ ଲୋକମାନେ ଆମ ଝିଅକୁ ମାରି […]

  • Thursday, 01 July 2021
nagarjuna-besha
୨ ଦିନ ପରେ ନାଗାର୍ଜୁନ ବେଶ

ପୁରୀ: ପାଖେଇ ଆସୁଛି ସେହି ପ୍ରତୀକ୍ଷିତ ମୂହୁର୍ତ୍ତ। ମଝିରେ ଆଉ ମାତ୍ର ୨ ଦିନ। ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ ମହାପ୍ରଭୁ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରି, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ […]

  • Thursday, 01 July 2021
iifl
IIFL ଲୁଟ୍ ଘଟଣାର ପର୍ଦ୍ଦାଫାସ୍,‌ ମାଷ୍ଟରମାଇଣ୍ଡ ଆଉ କେହି ନୁହେଁ କମ୍ପାନୀର..

ଭୁବନେଶ୍ୱର: କଟକ ନୟାସଡ଼କ ଅର୍ଥଲଗାଣକାରୀ ସଂସ୍ଥାରୁ ସୁନା ଓ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ ପୋଲିସ। ଏଥିରେ  ଘର ଢିଙ୍କି ହିଁ କୁମ୍ଭୀର ସାଜିଛି।  କାହିଁକି ନା, ଏହି ଘଟଣାର ମାଷ୍ଟରମାଇଣ୍ଡ IIFLର କର୍ମଚାରୀ ଲାଲା ଅମ୍ରିତ ରାୟ ସଂସ୍ଥାରୁ ନିଜେ ହଡ଼ପ କରିଥିବା ସୁନାକୁ ଲୁଟ୍ କରାଯାଇଥିବା ଦର୍ଶାଇଥିବାର ଆଜି ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ମାମଲାରେ ମୋଟ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ଅଧିକ ଅନୁସନ୍ଧାନ […]

  • Thursday, 01 July 2021
2
ପରୀ ହତ୍ୟା ମାମଲା; ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୫ ବର୍ଷର ଝିଅକୁ ହରାଇଲେ। ନ୍ୟାୟ ଭିକ୍ଷା କରି ଅନେକ ବୁଲିଲେ। ସବୁଆଡୁ ହତାଶ ହେବା ପରେ ଶେଷରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ନୟାଗଡ଼ର ଦମ୍ପତି ଅଶୋକ ସାହୁ ଏବଂ ସୌଦାମିନି ସାହୁ । ୫ ବର୍ଷର ଝିଅ ପରୀର ମୃତ୍ୟୁ ଘଟଣାରେ ସେମାନେ  ଅରୁଣ ସାହୁଙ୍କ ନାଁ ନେଇଛନ୍ତି। ଆମ ଝିଅ ପରୀକୁ ମାରି ତା ଆଖି ଓ କିଡନୀ ତାଡ଼ି ନେଲେ ବୋଲି କହିଛନ୍ତି ଦମ୍ପତି। ସେମାନେ ଅଭଯୋଗ କରିଛନ୍ତି, […]

  • Thursday, 01 July 2021
arun-sahoo
ବିଧାନସଭାରେ ପୁରୀ ପୂର୍ବତନ ଏସ୍‌ପିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ୍‌

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗୃହରେ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ। କଂଗ୍ରେସ ଓ ବିଜେପି ହାଜତ ମୃତ୍ୟୁ ଓ ପିପିଲି ଥାର୍ଡ ଡିଗ୍ରୀ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ । ସାଲୁଜା ଘଟଣାରେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇବାକୁ ସେ ଦାବି କରିଛନ୍ତି । ସେହିଭଳି ପୁରୀର ପୂର୍ବତନ ଏସ୍ପି ଅଖିଳେଶ୍ୱର ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସାଲୁଜା କହିଛନ୍ତି […]

  • Thursday, 01 July 2021
dumper
୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।

  • Thursday, 01 July 2021
assembly
ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି  ସେ କହିଛନ୍ତି। ସେହିପରି ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ କଂଗ୍ରେସର ଉଦବେଗ ପ୍ରକାଶ କରିଛି। ବିଧାୟକ ତାରା ବାହିନୀପତି କହିଛନ୍ତି […]

  • Thursday, 01 July 2021
1
୬ ବର୍ଷ ବିତିଯାଇଥିଲେ ବି ବ୍ୟାରେଜ କାମ ଆଗୋଉନଥିବା ଅଭିଯୋଗ

ମୟୂରଭଞ୍ଜ: ଫଳକରେ ସୀମିତ ରହିଛି ବ୍ୟାରେଜ୍ କାମ। ୬ ବର୍ଷ ବିତିଯାଇଥିଲେ ମଧ୍ୟ, ଟିକେ ବି କାମ ଆଗେଇନି। ଏପରି ଅବହେଳା ମୟୂରଭଞ୍ଜ ଉଦଳା ଯଇଦା ଗାଁ ନିକଟ ବ୍ୟାରେଜ ପ୍ରକଳ୍ପରେ ହୋଇଥିବା ଅଭିଯୋଗ ହେଇଛି। ସନୋ ନଦୀରେ ବ୍ୟାରେଜ ର୍ନିମାଣ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ୬ ବର୍ଷ ପରେ ବି ଇଞ୍ଚେ କାମ ଆଗେଇ ପାରିନି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। […]

  • Thursday, 01 July 2021
danga-bhasa
ନଦୀ ଘାଟରେ ଡଙ୍ଗା ଭସାଇବା ମନା

ଭୁବନେଶ୍ୱର: ପରମ୍ପରା ଉପରେ ପୁଣି କରୋନା ପାହାର। କାର୍ତ୍ତିକ ପୂର୍ଣ୍ଣିମା ନେଇ କଟକଣା ଜାରି କଲେ ରାଜ୍ୟ ସରକାର। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ସରକାରଙ୍କ କଟକଣା ଲଗାଇଛନ୍ତି। ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। ନଦୀ ଘାଟ, ପୋଖରୀରେ ଗହଳି କରି ଗାଧୋଇବା, ଡଙ୍ଗା ଭସା ମନା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ […]

  • Thursday, 01 July 2021
aiiims
ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି। ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ଅନୁମତି ପ୍ରସ୍ତାବ ଦିଆଯାଇଛି। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା […]

  • Thursday, 01 July 2021
corona
କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୦ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୪୧୯ ଥିବାବେଳେ ଲୋକାଲ କେସ ୩୧୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ମୟୂରଭଞ୍ଜରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୬୮  କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ଖୋର୍ଦ୍ଧା। […]

  • Thursday, 01 July 2021
vigilance
ଭିଜିଲାନ୍ସ ଜାଲରେ IFS  ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS  ଅଫିସର। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ଚାଲିଛି। ଏହା ବାଦ୍ ମୁମ୍ବାଇ ଓ ପୁଣେର ୮ଟି ସ୍ଥାନରେ ଏବଂ ବିହାର ଓ ରାଜସ୍ଥାନରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ। ଏହିଭଳି ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ତାହା […]

  • Thursday, 01 July 2021
iifl
IIFL ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ୍‌ ଲେଡି ଅଫିସର !

କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟ୍ ଘଟଣା ପଛର ମାଷ୍ଟରମାଇଣ୍ଡ ଜଣେ ଲେଡି ଅଫିସର ବୋଲି ସୂଚନା ମିଳିଛି। ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଲେଡି ଅଫିସର IIFLରେ ଏକ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ମିଶି ସେ କ୍ରାଇମ୍‌ ପ୍ଲଟ୍‌ କରିଥିଲେ। ଲୁଟ୍ ପାଇଁ ସମ୍ପୃକ୍ତ ଲେଡି […]

  • Thursday, 01 July 2021
Cloudy sky
୨୯ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ, ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆଜି ଭୋରରୁ ଏହା ତୀବ୍ର ବାତ୍ୟାରେ ପରିଣତ ହୋଇଛି। ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳେ ଏହି ବାତ୍ୟା […]

  • Thursday, 01 July 2021