/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648258650.jpg)
Municipal Election Results 2022
ପୌର ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ କିଏ ଆଗରେ..
ଆଜି ରାଜ୍ୟରେ ୩ଟି ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ୪୭ଟି ପୌରପାଳିକା ଏବଂ ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ୍ ଗଣତି ହେଉଛି । ପ୍ରାୟ ୪୦ ଲକ୍ଷରୁ ଅଧିକ ଭୋଟ ଆଜି ଗଣତି ହେବ । EVMରେ ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ । ନିର୍ବାଚନ ଫଳାଫଳର ଅପ୍ଡେଟ୍ ପାଇଁ OTV ଓ OTVKhabar.in ସହ ଯୋଡ଼ି ହୋଇ ରୁହନ୍ତୁ ।
- Mar 27, 2022 11:45 IST
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଫୁଟିଲା ପଦ୍ମ। ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କ ଠାରୁ ୧୦୬୪ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି ମୁକେଶ ଅଗ୍ରଓ୍ୱାଲ। ମୋଟ ୧୨ କାଉନସିଲ ମଧ୍ୟରୁ ୧୦ଟି ବିଜେଡି ଖାତାକୁ ଯାଇଥିବା ବେଳେ,ବିଜେପି ୨ଟି ଆସନ ପାଇଛି।
- Mar 26, 2022 23:15 IST
ମେୟର ନିର୍ବାଚନରେ ବିଜେଡିର କ୍ଲିନ୍ସ୍ୱିପ୍
ତିନିକୁ ତିନି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସବୁଠି ଶଙ୍ଖନାଦ। ସବୁଠି ବିଜେଡି ଦଖଲରେ ମେୟର ଗାଦି। ଇଏ ସେଇ ଖୁସିର ନାଚ, ଶୋଭାଯାତ୍ରା, ଉତ୍ସବ ଦୃଶ୍ୟ ଭୁବନେଶ୍ୱରର। ଏଠି ଦମଦାର ପ୍ରଦର୍ଶନ ସହ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ମୁକୁଟ ପିନ୍ଧିବାକୁ ଯାଉଛନ୍ତି ସାମ୍ବାଦିକାରୁ ପରେ ନେତ୍ରୀ ହୋଇଥିବା ବିଜେଡିର ସୁଲୋଚନା ଦାସ। ତେବେ ରାଜନୀତିରେ ସଂପୂର୍ଣ୍ଣ ନବାଗତା ବିଜେପିର ସୁନୀତି ମୁଣ୍ଡ କଡ଼ା ଟକ୍କର ଦେଇଥିଲେ ବି ବାଜି ମାରିଛନ୍ତି ସୁଲୋଚନା।
- Mar 26, 2022 18:47 IST
ନୂଆପଡାରେ ମାଟି କାମୁଡିଲା ବିଜେଡି; ହୋମ୍ ଟାଉନରେ ହାରିଲେ ସାଂସଦ-ବିଧାୟକ
ଆଜି ପ୍ରକାଶ ପାଇଛି ପୌର ଭୋଟ ଗଣତିର ଫଳାଫଳ । ନୂଆପଡା ଜିଲ୍ଲାର ୩ଟି ଏନ୍ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।
- Mar 26, 2022 18:41 IST
ପୁଷ୍ପା ନଇଁଲାନି, ପୌର ନିର୍ବାଚନରେ ମାରିନେଲା ବାଜି
#ପୁଷ୍ପାଙ୍କ_ପଲିଟିକାଲ_ରାଜୁତି_ଆରମ୍ଭ#ନଇଁଲାନି_ପୁଷ୍ପା_ମାରିନେଲା_ବାଜି
ଚାରିଆଡେ ବିଜେଡି ହାୱା ଥିବା ବେଳେ ଚକମା ଦେଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ପୁଷ୍ପା ରାଉତ। ୪୬ ନମ୍ବର ୱାର୍ଡରେ ପୁଷ୍ପା ବିଜୟ ହୋଇଛନ୍ତି। ଯାହାଙ୍କ ନାଁକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା।#MunicipalElections2022#Bhubaneswarpic.twitter.com/Alh4G7I25U— ଓଟିଭି (@otvkhabar) March 26, 2022
- Mar 26, 2022 15:07 IST
ବିଜେପି ଖେଳିଲା ବିଜୟର ହୋଲି
- Mar 26, 2022 15:06 IST
ଜଗତସିଂହପୁର ଓ ପାରାଦ୍ୱୀପରେ କେମିତି ଅଛି ନିର୍ବଚାନ ଫଳାଫଳ?
- Mar 26, 2022 14:59 IST
ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲର
#ବନ୍ଧୁକ_ଫୁଟାଇ_ବିଜୟ_ସେଲିବ୍ରେସନ#ନିର୍ବାଚନ_ଜିତୁ_ଜିତୁ_ବନ୍ଧୁକ_ମୁନରେ_ବିଜୟ_ଉତ୍ସବ_ପାଳନ_କରୁଛି_ବିଜେଡି
ସୁବର୍ଣ୍ଣପୁର: ର ବିବନ୍ଧୁକ ଫୁଟାଇ ବିଜୟ ସେଲିବ୍ରେସନ କଲେ ୯ ନଂ ୱାର୍ଡଜେଡି କାଉନ୍ସିଲର କଇରୁ ସ୍ୱାଇଁ।
ବିଜୟ ଶୋଭାଯାତ୍ରା ବେଳେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ...
#OdishaUrbanPolls#ViralVideopic.twitter.com/CFdElsHwiZ— ଓଟିଭି (@otvkhabar) March 26, 2022
- Mar 26, 2022 13:37 IST
ବିଜେଡିକୁ ଜୁନାଗଡ଼ରେ ହରାଇଦେଲା ବିଜେପି
- Mar 26, 2022 13:36 IST
ପିପିଲିରେ ବିଜେଡିର ବିଜୟୋତ୍ସବ..
- Mar 26, 2022 13:12 IST
ଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍
ଆସିଲା ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ଓ୍ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
- Mar 26, 2022 13:04 IST
ଢେଙ୍କାନାଳରେ ବିଜେପିର ରାଜ...
- Mar 26, 2022 12:54 IST
ଭୁବନେଶ୍ୱରରେ କାହିଁକି ବିଳମ୍ବ ହେଲା ଭୋଟ୍ ଗଣତି?
- Mar 26, 2022 12:53 IST
ଭୁବନେଶ୍ୱରରେ କିଏ ଅଛି କେତେ ଆଗରେ ?
- Mar 26, 2022 12:26 IST
ଭୁବନେଶ୍ୱରରେ କାହିଁକି ବିଳମ୍ବ ହେଲା ଭୋଟ୍ ଗଣତି ?
ଭୁବନେଶ୍ୱରରେ କାହିଁକି ବିଳମ୍ବ ହେଲା ଭୋଟ୍ ଗଣତି ?#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022pic.twitter.com/JGuIjk3zKf
— ଓଟିଭି (@otvkhabar) March 26, 2022
- Mar 26, 2022 11:19 IST
ଧର୍ମଗଡ଼ରେ ଜିତିଲା ବିଜେପି
- Mar 26, 2022 11:19 IST
ବରଗଡ଼ର ଗଣତି କେନ୍ଦ୍ରରୁ ଦେଖନ୍ତୁ ଦୃଶ୍ୟ...
- Mar 26, 2022 11:18 IST
କଟକରେ ଏବେ କଂଗ୍ରେସ ଆଗୁଆ। ଦେଖନ୍ତୁ ବର୍ତ୍ତମାନର ବଡ଼ ବ୍ରେକିଂ
- Mar 26, 2022 11:18 IST
ନବୀନ ବାବୁ ମତେ କୋଟିଏ ଟଙ୍କା ଦିଅ
- Mar 26, 2022 11:17 IST
ବ୍ରହ୍ମପରରେ କେମିତି ପ୍ରସ୍ତୁତି ?
- Mar 26, 2022 11:16 IST
୫୭ଟି ସ୍ଥାନରେ ବିଜେଡି ଆଗଆ
- Mar 26, 2022 11:16 IST
କଟକରେ ୩ ସ୍ତରୀୟ ଚେକିଂ ବ୍ୟବସ୍ଥା
- Mar 26, 2022 11:15 IST
ବ୍ରହ୍ମପୁରରେ ଆରମ୍ଭ ହୋଇଗଲାଣି ଗଣତି। ଦେଖନ୍ତୁ ଗ୍ରାଉଣ୍ଡ୍ ଜିରୋରୁ ଦୃଶ୍ୟ
- Mar 26, 2022 11:02 IST
ଢ଼େଙ୍କାନାଳ ମ୍ୟୁନିସିପାଲିଟିରେ କେଉଁ ୱାର୍ଡରେ କିଏ ବିଜୟୀ, ଜାଣନ୍ତୁ..
-ଢେଙ୍କାନାଳ ମ୍ୟୁନିସିପାଲିଟି: ବିଜେପିର ଜୟନ୍ତୀ ପାତ୍ର ବିଜୟୀ
-କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ।
କାମାକ୍ଷାନଗରରେ ବିଜେଡି ପ୍ରାର୍ଥୀ ୬୪୬୩ ଭୋଟ୍ରେ ବିଜୟୀ
-କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ
-ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ#OdishaUrbanPolls#MunicipalElection2022— ଓଟିଭି (@otvkhabar) March 26, 2022
- Mar 26, 2022 10:59 IST
ବାଲେଶ୍ୱରରେ ଗଣତି ପ୍ରକ୍ରିୟା କେମିତି ହେବ? କେଉଁଠି କେମିତି ପଡ଼ିବ ଟେବୁଲ୍? ଜାଣନ୍ତୁ
ବାଲେଶ୍ୱରରେ ଗଣତି ପ୍ରକ୍ରିୟା କେମିତି ହେବ? କେଉଁଠି କେମିତି ପଡ଼ିବ ଟେବୁଲ୍? #Balasore#Odisha#OTV#MahanagarNigam#NagarPalika#NagarPanchayat#NotifiedAreaCouncil#UrbanLocalBodiespic.twitter.com/ImbyK5iQxe
— ଓଟିଭି (@otvkhabar) March 26, 2022
- Mar 26, 2022 10:58 IST
ବୌଦ୍ଧରେ ବିଜୟୀ ପ୍ରାର୍ଥୀ ମୁଣ୍ଡିଆ ମାରି କହିଲେ 'ଦାଦା ଜୁହାର୍'
ବୌଦ୍ଧରେ ବିଜୟୀ ପ୍ରାର୍ଥୀ ମୁଣ୍ଡିଆ ମାରି କହିଲେ 'ଦାଦା ଜୁହାର୍'... #MayorElection#MunicipalElection#MunicipalElection22#Election2022#Odisha#Otv#BJP#BJD#Congress#SaharaSangram#ପୌର_ରାୟ#ସହର_ସଂଗ୍ରାମ#Odisha#OTV#Boudhpic.twitter.com/rG61ZY4Ew8
— ଓଟିଭି (@otvkhabar) March 26, 2022
- Mar 26, 2022 10:49 IST
ବଲାଙ୍ଗୀରରେ କିଏ ରହିଛି ଆଗୁଆ ଜାଣନ୍ତୁ
#ଆସିଲା_ପ୍ରାରମ୍ଭିକ_ଟ୍ରେଣ୍ଡ୍
-ପୌରାଧ୍ୟକ୍ଷ: ବଲାଙ୍ଗିର ଜିଲ୍ଲା
ବଲାଙ୍ଗିର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022— ଓଟିଭି (@otvkhabar) March 26, 2022
- Mar 26, 2022 09:40 IST
ବଲାଙ୍ଗିର ମ୍ୟୁନିସିପାଲିଟିରେ କିଏ ରହିଛି ଆଗୁଆ ଜାଣନ୍ତୁ
#ଆସିଲା_ପ୍ରାରମ୍ଭିକ_ଟ୍ରେଣ୍ଡ୍
-ପୌରାଧ୍ୟକ୍ଷ: ବଲାଙ୍ଗିର ଜିଲ୍ଲା
ବଲାଙ୍ଗିର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022— ଓଟିଭି (@otvkhabar) March 26, 2022
- Mar 26, 2022 09:38 IST
ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ
#BREAKING ! ! !
-ପୌରାଧ୍ୟକ୍ଷ: ବୌଦ୍ଧ ଜିଲ୍ଲା
ବୌଦ୍ଧ ଏନ୍ଏସିରେ ବିଜେଡିର ମୃତ୍ୟୁଞ୍ଜୟ ମିଶ୍ର ବିଜୟୀ#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022pic.twitter.com/R8DF0sE4x3— ଓଟିଭି (@otvkhabar) March 26, 2022
- Mar 26, 2022 09:37 IST
ଜାଣନ୍ତୁ, ପ୍ରାରମ୍ଭିକ ଟ୍ରେଣ୍ଡ୍ରେ କେଉଁ ପାର୍ଟି ଆଗରେ ରହିଛି.
#ପୌର_ରାୟ#କାହା_ମୁଣ୍ଡରେ_ସୁନା_କଳସ ?
ଜାଣନ୍ତୁ, ପ୍ରାରମ୍ଭିକ ଟ୍ରେଣ୍ଡ୍ରେ କେଉଁ ପାର୍ଟି ଆଗରେ ରହିଛି...#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022pic.twitter.com/OLSY9tuQ0L— ଓଟିଭି (@otvkhabar) March 26, 2022
- Mar 26, 2022 08:58 IST
ଆସିଲା ପ୍ରାରମ୍ଭିକ ଟ୍ରେଣ୍ତ
#ଆସିଲା_ପ୍ରାରମ୍ଭିକ_ଟ୍ରେଣ୍ଡ୍
-ପୌରାଧ୍ୟକ୍ଷ: ବଲାଙ୍ଗିର ଜିଲ୍ଲା
ବଲାଙ୍ଗିର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022— ଓଟିଭି (@otvkhabar) March 26, 2022
- Mar 26, 2022 08:06 IST
ପୌର ଭୋଟ୍ ଗଣତି ହେବା ପୂର୍ବରୁ ଭୁବନେଶ୍ୱର ବିଜେବି କଲେଜ୍ ସ୍ଥିତ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ପ୍ରବଳ ଉତ୍ତେଜନା
ପୌର ଭୋଟ୍ ଗଣତି ହେବା ପୂର୍ବରୁ ଭୁବନେଶ୍ୱର ବିଜେବି କଲେଜ୍ ସ୍ଥିତ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ପ୍ରବଳ ଉତ୍ତେଜନା...ଷ୍ଟ୍ରଙ୍ଗରୁମ୍ରେ ଥିବା ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଲେ ଲୋକେ#Bhubaneswar#OdishaUrbanPolls#OdishaMunicipalElections#PollResultsWithOTV#MunicipalElection2022pic.twitter.com/kUap72gqVv
— ଓଟିଭି (@otvkhabar) March 26, 2022
- Mar 26, 2022 08:04 IST
ଆଜି ଆସିବ ପୌର ନିର୍ବାଚନର ଫଳାଫଳ, କାହା ମୁଣ୍ଡରେ ସୁନା କଳସ ?
ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ମେୟର। କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି। ଏନେଇ ଅଧିକ ଜାଣନ୍ତୁ..
- Mar 26, 2022 07:24 IST
ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ, ଆଜି ଆସିବ ଫଳାଫଳ
#ପୌର_ନିର୍ବାଚନର_ଆଜି_ଆସିବ_ଫଳାଫଳ
-ସକାଳ ୮ରୁ ହେବ ଭୋଟ୍ ଗଣତି
-୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳର ଆସିବ ରେଜଲ୍ଟ#OdishaMunicipalElections#Odishapic.twitter.com/v0OxNqtD8U— ଓଟିଭି (@otvkhabar) March 26, 2022
- Mar 26, 2022 07:17 IST
କିଏ କେଉଁଠି ଗଢ଼ିବ ସହର ସରକାର ? କେଉଁ ମହାନଗରର କିଏ ହେବେ ମେୟର ?
ପରୀକ୍ଷା ପରେ ଆଜି ଆସିବ ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଧାମନଗର ଏନ୍ଏସିରେ ଗଣତି ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ଜାଣନ୍ତୁ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)