• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

Ayodhya Ram Mandir Pran Pratishtha Live Update: ରାମଲାଲାଙ୍କୁ କରିବା ଦର୍ଶନ, ହାତଠାରି ଡାକୁଛି ଅଯୋଧ୍ୟା...

India

ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା, ୫ଶହ ବର୍ଷର ସ୍ୱପ୍ନ ଆଜି ସାକାର ହୋଇଛି । ସାରା ଅଯୋଧ୍ୟା ଏବେ ରାମମୟ । ପ୍ରଭୁ ଶ୍ରୀରାମଙ୍କ ଜୟ ଜୟକାରରେ କମ୍ପି ଉଠୁଛି ଅଯୋଧ୍ୟା । ଆସ୍ଥାନରେ ଏବେ ଉପବେଶନ କଲେ ରାମଲାଲା । ତେବେ ଏ ରାମମୟ ଦୁନିଆର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଆମର ସ୍ୱତନ୍ତ୍ର ପ୍ରତିବେଦନ.. ରାମଲାଲାଙ୍କ ଘରବାହୁଡ଼ା । ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Ayodhya Ram Mandir

12:39 PM(12 months ago )

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପୂଜିତ ବିଗ୍ରହଙ୍କ ନାଁ ହେଲା ‘ବାଲକ୍ ରାମ’

Posted by: Sonali Kabi

ଅଯୋଧ୍ୟାକୁ ଏବେ ଛୁଟୁଛି ଭକ୍ତଙ୍କ ସୁଅ। ସବୁରି ମୁହଁରେ ଜୟ ଶ୍ରୀରାମ। ପ୍ରଭୁଙ୍କ ଟିକିଏ ସାନ୍ନିଧ୍ୟ ପାଇବାକୁ ବ୍ୟାକୁଳ ଭକ୍ତ। ତେବେ ମନ୍ଦିରରେ ପୂଜା ପାଉଥିବା ଠାକୁରଙ୍କ ନାଁ ରହିବ ‘ବାଲକ୍ ରାମ’..ଅଧିକ ପଢ଼ନ୍ତୁ...

12:39 PM(12 months ago )

ଆସିଥିଲେ ହନୁମାନ...ପ୍ରଭୁ ଶ୍ରୀରାମଙ୍କଠୁ ନେଲେ ଆଶୀର୍ବାଦ, ଦେଖନ୍ତୁ ଭିଡିଓ...

Posted by: Sonali Kabi

ଆଜି ସକାଳେ ଅଯୋଧ୍ୟାକୁ ହନୁମାନ ଆସିଥିଲେ । ଏପରି ଘଟଣା ଘଟିଛି ଯାହା ବିଶ୍ୱାସକୁ ବଢ଼ାଇ ଦେଇଛି । ଅଯୋଧ୍ୟା ରାମ ମନ୍ଦିରକୁ ସକାଳୁ ସକାଳୁ ହନୁମାନ ଆସିଥିବାର ଚର୍ଚ୍ଚା ଚାଲିଛି..ଅଧିକ ପଢ଼ନ୍ତୁ...

12:38 PM(12 months ago )

ବୁଝୁନି ଭକ୍ତର ମନ..ପ୍ରବଳ ଥଣ୍ତା ସତ୍ତ୍ୱେ ରାମପଥରେ ଅପେକ୍ଷାରତ ଶ୍ରଦ୍ଧାଳୁ

Posted by: Sonali Kabi

ସିନ୍ଦୁରା ଫାଟିନଥିଲା.. ହାଡ଼ଥରା ଶୀତକୁ ବି ଖାତିର ନଥିଲା । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର..ଅଧିକ ପଢ଼ନ୍ତୁ...

12:37 PM(12 months ago )

ଅଯୋଧ୍ୟାରେ କୁମ୍ଭ ମେଳାର ଭ୍ରମ; ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ମନ

Posted by: Sonali Kabi

ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଦର୍ଶନ ଅପେକ୍ଷାରେ ଆହୁରି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରତ..ଅଧିକ ପଢ଼ନ୍ତୁ...

12:36 PM(12 months ago )

ଅଯୋଧ୍ୟା ପାଇଁ ଇଏ ବି ନିର୍ମାଣ ହୋଇଥିଲା; ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତିର ଫଟୋ..

Posted by: Sonali Kabi

ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ..ଅଧିକ ପଢ଼ନ୍ତୁ...

12:35 PM(12 months ago )

ସରିଲା ପ୍ରାଣ ପ୍ରତିଷ୍ଠା, ଭକ୍ତିରେ ବିଭୋର ହେଲେ ଅମିତାଭ୍‌

Posted by: Sonali Kabi

ମଙ୍ଗଳବାର ସୋସିଆଲ ମିଡିଆରେ ଭବ୍ୟ ରାମ ମନ୍ଦିର ଓ ରାମଲାଲାଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି ବଲିଉଡ୍‌ର ଭେଟରାନ୍‌ ଅଭିନେତା ଅମିତାଭ ବଚ୍ଚନ..ଅଧିକ ପଢ଼ନ୍ତୁ...

12:34 PM(12 months ago )

ରାମଲାଲାଙ୍କୁ ଦାନ କଲେ ୧୧ କୋଟିର ହୀରା ମୁକୁଟ

Posted by: Sonali Kabi

ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି..ଅଧିକ ପଢ଼ନ୍ତୁ...

12:34 PM(12 months ago )

ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ଆତସବାଜିରେ ଝଲସିଲା ସରଜୁ ତଟ

Posted by: Sonali Kabi

ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା..ଅଧିକ ପଢ଼ନ୍ତୁ...

12:32 PM(12 months ago )

ପ୍ରତିଦିନ ରାମଲାଲାଙ୍କୁ ଦର୍ଶନ କରିବେ ଦେଢ଼ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

Posted by: Sonali Kabi

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି..ଅଧିକ ପଢ଼ନ୍ତୁ...

10:56 AM(12 months ago )

ରାମଲାଲାଙ୍କ ବିଗ୍ରହରେ ଲାଗିଛି କେଉଁ ଅଳଙ୍କାର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ...

Posted by: Sonali Kabi

ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି..ଅଧିକ ପଢ଼ନ୍ତୁ...

22:55 PM(12 months ago )

ବିଶ୍ୱଗୁରୁ ବନିବ ଭାରତ

Posted by: Manoranjan Behera

22:53 PM(12 months ago )

ରାମଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Manoranjan Behera

22:53 PM(12 months ago )

‘ମୋ ଜେଲ୍ ଯିବା ସାର୍ଥକ ହୋଇଗଲା’

Posted by: Manoranjan Behera

22:52 PM(12 months ago )

ବିରାଜିଲେ ଶ୍ରୀରାମଲାଲା: ଭୁବନେଶ୍ୱରରେ ବିରାଟ ଶୋଭାଯାତ୍ରା

Posted by: Manoranjan Behera

22:52 PM(12 months ago )

ଅଯୋଧ୍ୟା ରାମ ମନ୍ଦିର ପ୍ରାଙ୍ଗଣ ପାଲଟିଲା ମିନି ଇଣ୍ଡିଆ

Posted by: Manoranjan Behera

22:51 PM(12 months ago )

ରାମଲଲା ଆଉ ଟେଣ୍ଟରେ ନୁହେଁ ଦିବ୍ୟ ମନ୍ଦିରରେ ରହିବେ

Posted by: Manoranjan Behera

22:49 PM(12 months ago )

ଅଯୋଧ୍ୟାରୁ ଓଡ଼ିଶା ସବୁଠି ଭକ୍ତ ବିହ୍ୱଳିତ

Posted by: Manoranjan Behera

22:48 PM(12 months ago )

ସାକାର ହେଲା କୋଟି ଆଖିର ରାମ ମନ୍ଦିର ସ୍ୱପ୍ନ

Posted by: Manoranjan Behera

22:39 PM(12 months ago )

ଶ୍ରୀରାମ ଧ୍ଵନିରେ ପ୍ରକମ୍ପିତ ହେଉଛି ଭଦ୍ରକ

Posted by: Manoranjan Behera

22:38 PM(12 months ago )

ହରିଦ୍ୱାରରେ ହଜାର ହଜାର ଦୀପ ଜାଳି ଆଜି ରାମଦୀପାବଳୀ ମନାଇଛନ୍ତି ଭକ୍ତ

Posted by: Manoranjan Behera

20:32 PM(12 months ago )

ଦୀପ ଆଲୋକରେ ଝଲସି ଉଠିଲା ସରଜୁ ନଦୀ ତଟ

Posted by: Manoranjan Behera

20:31 PM(12 months ago )

ରାମଜ୍ୟୋତି ଜାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Manoranjan Behera

20:27 PM(12 months ago )

ରାମଲାଲାଙ୍କୁ ଦର୍ଶନ କଲେ ରବିଶଙ୍କର

Posted by: Manoranjan Behera

20:26 PM(12 months ago )

'ପୂରା ଦୁନିଆରେ ରାମ ଭକ୍ତ ଅଛନ୍ତି.. ଭାରତରେ କିଛି ଘଟିଲେ ତାହାର ପ୍ରଭାବ ବିଶ୍ୱ ଉପରେ ପଡ଼େ'

Posted by: Manoranjan Behera

20:25 PM(12 months ago )

'ଭାବୁକ କରିଦେଲେ ପ୍ରଭୂ ଶ୍ରୀରାମ'

Posted by: Manoranjan Behera

20:24 PM(12 months ago )

ଶ୍ରମିକମାନଙ୍କ ଉପରେ ନିଜ ହାତରେ ଫୁଲ ବର୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Posted by: Manoranjan Behera

20:24 PM(12 months ago )

'ପ୍ରଥମ ଥର ଅଯୋଧ୍ୟା ଆସି ମନ ଶାନ୍ତି ହେଇଗଲା..ଆତ୍ମତୃପ୍ତି ହେଇଗଲା'

Posted by: Manoranjan Behera

20:23 PM(12 months ago )

ଅଯୋଧ୍ୟାଠୁ ଆରମ୍ଭ କରି ନୟାଗଡ଼ ଫତେଗଡ଼ରେ ଚାଲିଛି ରାମମନ୍ଦିର ପ୍ରତିଷ୍ଠା

Posted by: Manoranjan Behera

20:22 PM(12 months ago )

ଭୁବନେଶ୍ୱର ରାମମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର ପ୍ରଧାନ

Posted by: Manoranjan Behera

20:21 PM(12 months ago )

ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ହନୁମାନ ଚାଳିଶା ପାଠ

Posted by: Manoranjan Behera

20:20 PM(12 months ago )

ସରିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

Posted by: Manoranjan Behera

20:19 PM(12 months ago )

ଜଟାୟୁ ପକ୍ଷୀ ପ୍ରତିମୂର୍ତ୍ତି ଚରଣରେ ପୁଷ୍ପ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted by: Manoranjan Behera

20:17 PM(12 months ago )

କାରିଗରଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ପୁଷ୍ପବୃଷ୍ଟି

Posted by: Manoranjan Behera

20:17 PM(12 months ago )

ଲୋକମତକୁ ସମ୍ମାନ ଦିଅନ୍ତି ପ୍ରଭୁ ଶ୍ରୀରାମ

Posted by: Manoranjan Behera

20:16 PM(12 months ago )

ମାତା ସୀତା ହେଉଛନ୍ତି ତ୍ୟାଗର ପ୍ରତିମୂର୍ତ୍ତି

Posted by: Manoranjan Behera

20:15 PM(12 months ago )

କୁନି ରାମଲାଲାଙ୍କ ସହ ଖେଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Posted by: Manoranjan Behera

20:13 PM(12 months ago )

ସାରା ଭାରତ ଏବେ ରାମମୟ..ସମ୍ବଲପୁର ବି ରାମମୟ

Posted by: Manoranjan Behera

20:12 PM(12 months ago )

ଟିଭି ସାମ୍ନାରେ ହ୍ୱିଲ ଚେୟାରରେ ବସି ଭାବବିହ୍ୱଳ ହେଲେ ୮୦ ବର୍ଷୀୟା ବୃଦ୍ଧା

Posted by: Manoranjan Behera

20:11 PM(12 months ago )

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ରାପଡା ମହାକାଳପଡାର ସର୍ବପୁରାତନ ଶକ୍ତି ପୀଠ ଦରିଆ ରାମଚଣ୍ଡୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

Posted by: Manoranjan Behera

17:34 PM(12 months ago )

ରାମଲାଲାଙ୍କ ପାଇଁ ଦାନ କଲେ କ୍ୱିଣ୍ଟାଲେରୁ ଅଧିକ ସୁନା..ଜାଣନ୍ତୁ କିଏ..

Posted by: Manoranjan Behera

ଅଯୋଧ୍ୟାକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଉପହାରର ସୁଅ । କିଏ ପ୍ରଭୁ ରାମଙ୍କ ପାଇଁ କୋଟି କୋଟି ଟଙ୍କାର ସୁନା ତ ଆଉ କିଏ ପ୍ରଭୁଙ୍କ ସାଜସଜ୍ଜା ପଠାଇଛନ୍ତି ତ ଆଉ କେହି କେହି ଛପନ ଭୋଗ ପ୍ରସ୍ତୁତ କରିଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ରାମ ମନ୍ଦିର ପାଇଁ ଦିଆଯାଇଥିବା ଦାନ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠା ଦେଖାଦେଇଛି। ଅଧିକ ପଢ଼ନ୍ତୁ..

17:32 PM(12 months ago )

ଅଯୋଧ୍ୟାରେ ରାମଲାଲାଙ୍କ ନିକଟରେ ମାଆ ସୀତା କାହିଁକି ବିରାଜମାନ କରି ନାହାନ୍ତି..

Posted by: Manoranjan Behera

17:30 PM(12 months ago )

'ଦିନ ଥିଲା କିଛି ଲୋକ କହୁଥିଲେ ରାମ ମନ୍ଦିର ତିଆରି ହେଲେ ନିଆଁ ଲାଗିଯିବ..ରାମ ନିଆଁ ନୁହଁ ଶକ୍ତି, ରାମ ବିବାଦ ନୁହଁ ସମାଧାନ'

Posted by: Manoranjan Behera

17:29 PM(12 months ago )

'୫୦୦ ବର୍ଷ ଯାଏ ପ୍ରତିଟି ସ୍ତରରେ ଲଢିବାକୁ ପଡ଼ିଲା'

Posted by: Manoranjan Behera

17:24 PM(12 months ago )

ରାମଲାଲାଙ୍କୁ ଯେତେ ଦେଖିଲେ ବି ମନ ଭରୁନି

Posted by: Manoranjan Behera

17:22 PM(12 months ago )

ଫଟୋରେ କରନ୍ତୁ ପ୍ରଭୁ ରାମଲାଲାଙ୍କ ପାଦ ପଦ୍ମର ଦର୍ଶନ..

Posted by: Manoranjan Behera

17:05 PM(12 months ago )

ପ୍ରଭୁ ରାମଲାଲାଙ୍କୁ ପୁଷ୍ପାଞ୍ଜଳି ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Posted by: Manoranjan Behera

16:41 PM(12 months ago )

Ayodhya Ram Mandir: ‘ମୁଁ ଏବେ ବି ସ୍ୱପ୍ନର ଦୁନିଆରେ, ମୋତେ ଏବେ ବି ବିଶ୍ୱାସ ହେଉନି’

Posted by: Manoranjan Behera

‘ମୁଁଏବେ ବି ସ୍ୱପ୍ନର ଦୁନିଆରେ ଅଛି । ମୋତେ ଲାଗୁଛି ମୁଁ ଏବେ ବି ସ୍ୱପ୍ନ ଦେଖୁଛି । ମୁଁ ଏ ଦୁନିଆର ସବୁଠାରୁ ଭଗ୍ୟବାନ ବ୍ୟକ୍ତି ।’ ଅତ୍ୟନ୍ତ ଭାବ ବିହ୍ୱଳ ହୋଇ ଏଭଳି କହିଛନ୍ତି କର୍ଣ୍ଣାଟକର ମୂର୍ତ୍ତୀ କାରିଗର ଅରୁଣ ଯୋଗୀରାଜ । ସେ ନିର୍ମାଣ କରିଥିବା ରାମଲାଲାଙ୍କ ମୂର୍ତ୍ତୀ ଆଜି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପୂଜା ପାଉଛି । ସେଥିପାଇଁ ସେ ନିଜକୁ ସବୁଠାରୁ ଭାଗ୍ୟବାନ ବୋଲି କହିଛନ୍ତି..ଅଧିକ ପଢ଼ନ୍ତୁ..

16:11 PM(12 months ago )

'ମୁଁ ଜାଣିଛି ମୋଦି ଜଣେ ତପସ୍ୱୀ'

Posted by: Manoranjan Behera

15:30 PM(12 months ago )

'ଆଜିର ଦିନକୁ ଅପେକ୍ଷା କରି କରି ପ୍ରାୟ ୫ ଶତାବ୍ଦୀ ବିତିଗଲା..'

Posted by: Satyendu Shekher Mishra

15:21 PM(12 months ago )

ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଆଯୋଧ୍ୟା ରାମ ମନ୍ଦିରର ଚାନ୍ଦିର ମଡେଲ୍ ଭେଟି

Posted by: Satyendu Shekher Mishra

15:18 PM(12 months ago )

ପ୍ରଭୁ ରାମଲାଲାଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Posted by: Satyendu Shekher Mishra

15:09 PM(12 months ago )

ପ୍ରଧାନମନ୍ତ୍ରୀ ମୋଦି ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଆଯୋଧ୍ୟା ରାମ ମନ୍ଦିରର ଚାନ୍ଦିର ମଡେଲ୍ ଭେଟି

Posted by: Satyendu Shekher Mishra

15:06 PM(12 months ago )

ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ।

Posted by: Satyendu Shekher Mishra

14:57 PM(12 months ago )

ରାମଲାଲାଙ୍କୁ ନେଇ ଏମିତି କହିଲେ ଧାରାବାହିକ ବିଷ୍ଣୁପୁରାଣର ଶ୍ରୀକୃଷ୍ଣ....

Posted by: Satyendu Shekher Mishra

14:56 PM(12 months ago )

ରାମଲାଲାଙ୍କୁ ଦେଖି ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ବିଜେପି ନେତ୍ରୀ ମିନାକ୍ଷୀ ଲେଖୀ

Posted by: Satyendu Shekher Mishra

14:55 PM(12 months ago )

ଏଗାର ଦିନର ଉପବାସ ଭାଙ୍ଗୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Posted by: Satyendu Shekher Mishra

14:54 PM(12 months ago )

ଏ ସମୟ ଭାରତର- ମୋଦି

Posted by: Satyendu Shekher Mishra

-ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର
-ଆସିବାକୁ ଥିବା ସମୟ ସିଦ୍ଧିର, ଏ ସମୟ ଭାରତର
-ଭାରତ ଏବେ ଆଗକୁ ଆଗକୁ ବଢ଼ି ଚାଲିବ
-ଆମେ ଆଉ ଅଟକିବୁନି, ବିକାଶର ଆଗକୁ ଆଗକୁ ମାଡ଼ି ଚାଲିବୁ

14:48 PM(12 months ago )

ସରିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା.. ୫ ବର୍ଷର ବାଳକ ରାଘବ ରୂପରେ ଦର୍ଶନ ଦେଲେ ରାମଲାଲା..

Posted by: Satyendu Shekher Mishra

14:48 PM(12 months ago )

ରାମଲାଲାଙ୍କ ଏ କମନୀୟ ରୂପ ଦେଖି ଅଯୋଧ୍ୟା ଧାଇଁ ଯିବାକୁ ମନ ହେଉଛି..

Posted by: Satyendu Shekher Mishra

14:47 PM(12 months ago )

ରାମଲାଲାଙ୍କ ମନ୍ଦିରରେ ପୂଜା ପାଇବେ ଏଇ ସବୁ ଋଷି, ଦେବୀ ଓ ଦେବତା...

Posted by: Satyendu Shekher Mishra

14:46 PM(12 months ago )

ଅଯୋଧ୍ୟାରେ ସ୍ଥାପିତ ପ୍ରଭୁ ରାମଲଲାଙ୍କ କୋଟି କନ୍ଦର୍ପ ନିନ୍ଦତ ରୂପ

Posted by: Satyendu Shekher Mishra

May be an image of 1 person and templeMay be an image of 1 person and temple

14:45 PM(12 months ago )

ରାମ ବର୍ତ୍ତମାନ ନୁହେଁ, ରାମ ଅନନ୍ତକାଳ- ମୋଦି

Posted by: Satyendu Shekher Mishra

-ରାମ ବର୍ତ୍ତମାନ ନୁହେଁ, ରାମ ଅନନ୍ତକାଳ- ମୋଦି
-ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
-ଆଜିର ଏ କ୍ଷଣ କହୁଛି ଆମ ଭବିଷ୍ୟତ, ଇତିହାସଠାରୁ ଅଧିକ ଉଜ୍ଜ୍ବଳ
-ରାମ ବର୍ତ୍ତମାନ ନୁହେଁ, ରାମ ଅନନ୍ତକାଳ- ମୋଦି
-ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ
-ଏହା ମାନବୀୟ ମୂଲ୍ୟବୋଧ, ସର୍ବୋଚ୍ଚ ଆଦର୍ଶର ପ୍ରାଣ ପ୍ରତିଷ୍ଠା
-ଏ ପ୍ରାଣ ପ୍ରତିଷ୍ଠା ସାରା ବିଶ୍ବକୁ ସର୍ବେ ଭବନ୍ତୁ ସୁଖିନଃର ବାର୍ତ୍ତା ଦେଉଛି
-ଏହା କେବଳ ଦେବ ମନ୍ଦିର ନୁହେଁ, ଏହା ଭାରତୀୟ ଦିବ୍ୟ ଦର୍ଶନର ମନ୍ଦିର
-ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା
-ରାମ ପ୍ରବାହ, ରାମ ପ୍ରଭାବ, ରାମ ନିରନ୍ତର, ରାମ ନିତ୍ୟ, ରାମ ବ୍ୟାପକ
-ରାମଙ୍କ ପ୍ରତିଷ୍ଠାର ପ୍ରଭାବ ହଜାର ବର୍ଷ ପାଇଁ ରହିବ- ମୋଦି
-ପବିତ୍ର ମୁହୂର୍ତ୍ତରେ ବିଶ୍ବାସ କରୁଛି, କାଳଚକ୍ର ବଦଳୁଛି- ମୋଦି
-ରାମଙ୍କ ବିଚାର ମାନସରେ ନୁହେଁ, ଜନମାନସରେ ରହିବ
-ଆମ ଚେତନା, ଅନ୍ତକରଣକୁ ବିସ୍ତାର କରିବାକୁ ହେବ

-ପ୍ରାଣ ପ୍ରତିଷ୍ଠା ସମର୍ଥ, ସକ୍ଷମ, ଭବ୍ୟ, ଦିବ୍ୟ ଭାରତର ଆଧାର ବନିବ
-ଆଜି ଦେଶରେ ନିରାଶା ପାଇଁ ସାମାନ୍ୟ ଜାଗା ନାହିଁ

 

 

14:33 PM(12 months ago )

ଆଜିର ତାରିଖ ସର୍ବଦା ଚର୍ଚ୍ଚା ହେବ- ମୋଦି

Posted by: Satyendu Shekher Mishra

-ପ୍ରାଣ ପ୍ରତିଷ୍ଠା ପରେ ଏବେବି ମୋର ହୃଦୟ ସ୍ପନ୍ଦିତ ହେଉଛି
-ଏପରି ଏକ ଶୁଭ ସମୟକୁ ଦେଶବାସୀ ପ୍ରତୀକ୍ଷା କରିଥିଲେ
-ସମୟର କାଳଚକ୍ରରେ ଆଜିର ଦିନ ସାକ୍ଷୀ ହୋଇରହିବ
-ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ
-ପ୍ରଭୁ ରାମ ଭାରତବାସୀଙ୍କ ଅନ୍ତରମନରେ ଅଛନ୍ତି
-ଭାରତର କୋଣ କୋଣରେ ରହିଛନ୍ତି ପ୍ରଭୁ ଶ୍ରୀରାମ
-ପ୍ରତି ଭାରତୀୟଙ୍କ ହୃଦୟ ସ୍ପନ୍ଦନରେ ଅଛନ୍ତି ଶ୍ରୀରାମ

-ଯାହାଙ୍କ କାର୍ଯ୍ୟ ଏବଂ ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ ମନେରହିବେ
-ଏ କ୍ଷଣ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ବତା ବୋଧର ସମୟ
-ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ କହିଲେ ପ୍ରଧାନମନ୍ତ୍ରୀ

14:27 PM(12 months ago )

ଅଯୋଧ୍ୟାରେ ଭକ୍ତିମୟ ପରିବେଶ... ରାମ ନାମ ଶୁଣି ରାମଭକ୍ତିରେ ଝୁମିଲେ ଶ୍ରଦ୍ଧାଳୁ...

Posted by: Satyendu Shekher Mishra

14:22 PM(12 months ago )

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

Posted by: Satyendu Shekher Mishra

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଦୀର୍ଘ ଦଶନ୍ଧିର ପ୍ରତୀକ୍ଷା ପରେ ପ୍ରଭୁ ରାମ ଆସିଗଲେ। ଆମ ରାମଲାଲା ଆଉ ଟେଣ୍ଟରେ ରହିବେ ନାହିଁ। ରାମଲାଲା ଏଣିକି ଦିବ୍ୟ ମନ୍ଦିରରେ ରହିବେ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଅଲୌକିକ ଓ ପବିତ୍ର। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। 

Narendra ModiNarendra Modi

 

14:10 PM(12 months ago )

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଆସିଥିବା ଭକ୍ତଙ୍କ ଉପରେ ଆକାଶରୁ ପୁଷ୍ପ ବୃଷ୍ଟି କଲା ଭାରତୀୟ ବାୟୁସେନା.. ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ପରିବେଶ..

Posted by: Satyendu Shekher Mishra

14:07 PM(12 months ago )

ଅଯୋଧ୍ୟା ଉତ୍ସବ ମୁଖର, ରାମଲାଲାଙ୍କ ଆଗମନରେ ହନୁମାନ ବେଶରେ ନୃତ୍ୟ କଲେ ଭକ୍ତ...

Posted by: Satyendu Shekher Mishra

14:05 PM(12 months ago )

ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି । ଆଳତି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଳତି ପରେ ଆସ୍ଥାନ ପରିକ୍ରମା କଲେ ପ୍ରଧାନମନ୍ତ୍ରୀ ।

Posted by: Satyendu Shekher Mishra

13:57 PM(12 months ago )

ରାମମୟ ଅଯୋଧ୍ୟା ନଗରୀ। ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ରାମ ରାମ ଜୟଗାନରେ ପ୍ରକମ୍ପିତ ହେଉଛି ସାରା ଅଯୋଧ୍ୟା...

Posted by: Satyendu Shekher Mishra

13:54 PM(12 months ago )

୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନରେ ପଡ଼ିଲା ପୂର୍ଣ୍ଣାହୂତି । ଜନ୍ମମାଟିକୁ ଫେରିଲେ ଶ୍ରୀରାମ ।

Posted by: Satyendu Shekher Mishra

13:48 PM(12 months ago )

ଅଯୋଧ୍ୟା ନଗରୀରେ ରାମଲାଲାଙ୍କ ଭାବ ଭକ୍ତିରେ ବିଭୋର ଭକ୍ତଗଣ। ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ଗଗନ ପବନ...

Posted by: Satyendu Shekher Mishra

13:47 PM(12 months ago )

ଆଜି କୌଶଲ୍ୟା ମାତାଙ୍କ ପୁତ୍ର ରାଘବ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀରାମ

Posted by: Satyendu Shekher Mishra

13:45 PM(12 months ago )

ଝୁମିଲା ଅଯୋଧ୍ୟା...ସନ୍ଧ୍ୟାରେ ଦୀପୋତ୍ସବ । ଧର୍ମପଥର ଉଭୟ ପାର୍ଶ୍ୱରେ କଳା ପ୍ରଦର୍ଶନ କଲେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର...

Posted by: Satyendu Shekher Mishra

13:44 PM(12 months ago )

ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରକୁ ବିରାଜିଲେ ଅଯୋଧ୍ୟାର, ସାରା ଦେଶର ରାଜକୁମାର.. ଆକାଶରୁ ବର୍ଷିଲା ଫୁଲ..

Posted by: Satyendu Shekher Mishra

13:41 PM(12 months ago )

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭାବୁକ ହେଲେ ରାମ ଭକ୍ତ

Posted by: Satyendu Shekher Mishra

13:35 PM(12 months ago )

ଟିଭିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରି ନମସ୍କାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by: Satyendu Shekher Mishra

Image

13:34 PM(12 months ago )

ଅଯୋଧ୍ୟା ରାମ ମନ୍ଦିରରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ । ରୀତିନୀତି ଅନୁସାରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ

Posted by: Satyendu Shekher Mishra

13:34 PM(12 months ago )

୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତରେ ବିରାଜିଲେ ପ୍ରଭୁ

Posted by: Satyendu Shekher Mishra

13:25 PM(12 months ago )

ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ମଙ୍ଗଳ ଆଳତି କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Satyendu Shekher Mishra

Image

13:18 PM(12 months ago )

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି ।

Posted by: Satyendu Shekher Mishra

13:10 PM(12 months ago )

ଭାରତୀୟତାର ପରମ ପ୍ରତୀକ ପ୍ରଭୁ ରାମ। ନିଜସ୍ୱ ମନ୍ଦିରରେ ସ୍ଥାପିତ ହେଲେ

Posted by: Satyendu Shekher Mishra

13:09 PM(12 months ago )

ଜନ୍ମସ୍ଥାନରେ ବିରାଜିଲେ ରାମଲାଲା। ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରକୁ ବିରାଜିଛନ୍ତି ଅଯୋଧ୍ୟାର, ସାରା ଦେଶର ରାଜକୁମାର।

Posted by: Satyendu Shekher Mishra

13:08 PM(12 months ago )

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏମିତି ହେଲା ସ୍ୱତନ୍ତ୍ର ପୂଜା । ଯଜମାନ ସାଜିଲେ ପ୍ରଧାନମନ୍ତ୍ରୀ ମୋଦି...

Posted by: Satyendu Shekher Mishra

13:07 PM(12 months ago )

ଜନ୍ମସ୍ଥାନରେ ବିରାଜିଲେ ରାମଲାଲା । ବାଜିଲା ଶୁଭଶଙ୍ଖ...ରାମ ମନ୍ଦିରରେ ବାଜିଲା ଶୁଭଶଙ୍ଖ

Posted by: Satyendu Shekher Mishra

12:58 PM(12 months ago )

ଭଗବାନ ରାମଲାଲାଙ୍କ ଦିବ୍ୟ ଦର୍ଶନରେ ନିଜ ଆଖିକୁ କୃଥାର୍ଥ କରନ୍ତୁ । ଜୟ ଶ୍ରୀରାମ...

Posted by: Satyendu Shekher Mishra

ImageImageImageImage

12:46 PM(12 months ago )

ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀରାମ

Posted by: Satyendu Shekher Mishra

-ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ

-ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ

ImageImage

12:46 PM(12 months ago )

'ରାମଲାଲାଙ୍କ ଆସିବା ଦ୍ୱାରା ଦେଶରେ ଆଜିଠାରୁ ରାମରାଜ୍ୟର ଆରମ୍ଭ'

Posted by: Satyendu Shekher Mishra

ଆଜିଠାରୁ ଆରମ୍ଭ ହେବ ରାମରାଜ୍ୟ । ରାମଲାଲାଙ୍କ ଆସିବା ଫଳରେ ଆଜି ଦେଶରେ ରାମରାଜ୍ୟ ଆରମ୍ଭ ହୋଇଛି । ଏପରି କହିଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ଅବସରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ପୁରୋହିତ । ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ସହ ରାମରାଜ୍ୟ ଆରମ୍ଭ ହେବ ଏବଂ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ । ଅଧିକ ପଢ଼ନ୍ତୁ

12:45 PM(12 months ago )

ସଂପନ୍ନ ହେଲା ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ।

Posted by: Satyendu Shekher Mishra

12:44 PM(12 months ago )

ଅତ୍ୟନ୍ତ ଭବ୍ୟ ଓ ସୁନ୍ଦର ପ୍ରଭୁ ଶ୍ରୀରାମ

Posted by: Satyendu Shekher Mishra

ImageImageImage

12:35 PM(12 months ago )

ହେଲା ପ୍ରାଣ ପ୍ରତିଷ୍ଠା, ପ୍ରଥମ ଦର୍ଶନ ଦେଲେ ରାମଲାଲା

Posted by: Satyendu Shekher Mishra

୫୦୦ ବର୍ଷର ସ୍ୱପ୍ନ ସାକାର ହୋଇଛି । ରାମ ଭକ୍ତଙ୍କ ଆଖିରେ ଆଜି ଖୁସିର ଲୁହ ରହିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଆଉ ତାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି । ଅଧିକ ପଢ଼ନ୍ତୁ

12:30 PM(12 months ago )

ଭବ୍ୟ ଶ୍ରୀରାମ ମନ୍ଦିରରେ ପ୍ରବେଶ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Satyendu Shekher Mishra

ImageImageImageImage

12:26 PM(12 months ago )

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଜଜମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖରେ ବସିଛନ୍ତି RSS ମୁଖ୍ୟ ମୋହନ ଭାଗବତ

Posted by: Satyendu Shekher Mishra

ImageImageImage

12:23 PM(12 months ago )

ଜନ୍ମସ୍ଥାନକୁ ଫେରିବେ ରାମଲାଲା । ସରିବ କାଳ କାଳର ପ୍ରତୀକ୍ଷା । ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ

Posted by: Satyendu Shekher Mishra

12:22 PM(12 months ago )

ରାମ ମନ୍ଦିରରେ ପ୍ରବେଶ ପରେ ପୁଷ୍ପାର୍ଘ୍ୟ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରମ୍ଭ ହେଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟ

Posted by: Satyendu Shekher Mishra

ImageImageImage

ImageImageImage

12:11 PM(12 months ago )

ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ଦାସଙ୍କ କଣ୍ଠରୁ ଶୁଣନ୍ତୁ ଏକ ସୁନ୍ଦର ରାମ ଭଜନ...

Posted by: Satyendu Shekher Mishra

12:06 PM(12 months ago )

ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଅବସରରେ ତରଙ୍ଗ ମ୍ୟୁଜିକ୍‌ ପ୍ରସ୍ତୁତ କରିଛି ଏକ ସୁନ୍ଦର ଭାବଭକ୍ତି ଭରା ଗୀତ

Posted by: Satyendu Shekher Mishra

12:05 PM(12 months ago )

ଅଯୋଧ୍ୟାରେ ମନ୍ତ୍ରମୁଗ୍ଧ କଲେ ବିଶିଷ୍ଟ କଣ୍ଠଶିଳ୍ପୀ

Posted by: Satyendu Shekher Mishra

-ଭଜନ ପରିବେଷଣ କଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ

-ଶଙ୍କର ମହାଦେବନ, ସୋନୁ ନିଗମ ମଧ୍ୟ ଭଜନ ପରିବେଷଣ କଲେ

ImageImage

 

11:45 AM(12 months ago )

ଭାବ ଓ ଭକ୍ତିରେ ଉଚ୍ଛୁଳିପଡ଼ୁଛି ଅଯୋଧ୍ୟା

Posted by: Satyendu Shekher Mishra

11:43 AM(12 months ago )

ପ୍ରଭୁ ଶ୍ରୀରାମଙ୍କ ଅପେକ୍ଷାରେ ଭକ୍ତ, ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଶୁଭ ମୁହୂର୍ତ୍ତ

Posted by: Satyendu Shekher Mishra

11:40 AM(12 months ago )

ରାମ ମନ୍ଦିର ନିକଟରେ ପହଞ୍ଚିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Posted by: Satyendu Shekher Mishra

11:34 AM(12 months ago )

ଫୁଲରେ ସଜେଇ ହୋଇଛି ରାମମନ୍ଦିର । ସୁକ୍ଷ୍ମ କାରୁକାର୍ଯ୍ୟ କରୁଛି ଆକର୍ଷିତ

Posted by: Satyendu Shekher Mishra

11:32 AM(12 months ago )

ନୟାଗଡ଼ର ଫତେଗଡ଼ରେ ମଧ୍ୟ ରାମମୟ ପରିବେଶ

Posted by: Satyendu Shekher Mishra

11:27 AM(12 months ago )

ସୂର୍ଯ୍ୟାସ୍ତ ପରେ କୃତ୍ରିମ ଆଲୋକରା ଝଲସୁଛି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର

Posted by: Satyendu Shekher Mishra

11:12 AM(12 months ago )

ଦିବ୍ୟ ମୁହୂର୍ତ୍ତକୁ ଅନାଇ ବସିଛି ସାରା ଦେଶ

Posted by: Satyendu Shekher Mishra

11:03 AM(12 months ago )

ସରିବ କାଳ କାଳର ଅପେକ୍ଷା । ଅଯୋଧ୍ୟାକୁ ଫେରିବେ ପ୍ରଭୁ ଶ୍ରୀରାମ

Posted by: Satyendu Shekher Mishra

11:00 AM(12 months ago )

ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସିବୁଠି ଦେଖିବାକୁ ମିଳୁଛି ଅଧ୍ୟାତ୍ମିକ ପରିବେଶ

Posted by: Satyendu Shekher Mishra

10:44 AM(12 months ago )

ଦେଶ ବିଦେଶରୁ ଆସିବେ ୭୦୦୦ ଅତିଥି..ଜାଣନ୍ତୁ କିଏ...

Posted by: Satyendu Shekher Mishra

ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ । ମନ୍ଦିର ପାଇଁ କେତେ ସଂଘର୍ଷ, କେତେ ରକ୍ତପାତ । ଅଧିକ ପଢ଼ନ୍ତୁ

10:37 AM(12 months ago )

ସନାତନ ଧର୍ମର ରାଜଧାନୀ ଅଯୋଧ୍ୟା ଆଜି ଉଲ୍ଲସିତ

Posted by: Satyendu Shekher Mishra

10:27 AM(12 months ago )

ଦୂରରୁ ଦେଖିଲେ ଯେତେ ଆକର୍ଷଣୀୟ, ପାଖରୁ ଦେଖିଲେ ସେତେ ଦିବ୍ୟ ଅନୁଭୂତି

Posted by: Satyendu Shekher Mishra

10:26 AM(12 months ago )

ନାଚ ଗୀତରେ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରୁଛନ୍ତି ଭକ୍ତ, ଉତ୍ସବମୁଖର ଅଯୋଧ୍ୟା

Posted by: Satyendu Shekher Mishra

10:22 AM(12 months ago )

ଅଯୋଧ୍ୟା ଧାମରେ ପହଞ୍ଚିଛନ୍ତି ପୁରୀ ସେବାୟତ

Posted by: Satyendu Shekher Mishra

10:21 AM(12 months ago )

ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା... ନାଚ ଗୀତରେ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରୁଛନ୍ତି ଭକ୍ତ । ଉତ୍ସବମୁଖର ଅଯୋଧ୍ୟା

Posted by: Satyendu Shekher Mishra

10:12 AM(12 months ago )

ଖୁସିରେ ନାଚିଯାଉଛନ୍ତି କୁନି କୁନି ଭକ୍ତ । ଶୁଣନ୍ତୁ ରାମଙ୍କ ଏହି ସୁନ୍ଦର ଭଜନ...

Posted by: Satyendu Shekher Mishra

10:10 AM(12 months ago )

ସେପଟେ ଶ୍ରୀରାମଙ୍କୁ ଅପେକ୍ଷା କରିଛି ଫତେଗଡ଼ର ରାମନ୍ଦିର

Posted by: Satyendu Shekher Mishra

10:07 AM(12 months ago )

ଆସୁଛନ୍ତି ଶ୍ରୀରାମ... ଚଳଚଞ୍ଚଳ ଅଯୋଧ୍ୟା ନଗରୀ... ଭକ୍ତିରେ ବିଭୋର ଭକ୍ତ...

Posted by: Satyendu Shekher Mishra

10:06 AM(12 months ago )

‘ଆନନ୍ଦ ହିଁ ଆନନ୍ଦ... ପ୍ରଭୁ ତୁମ ଅଯୋଧ୍ୟା ନଗରୀରେ କେବଳ ଆନନ୍ଦ...’

Posted by: Satyendu Shekher Mishra

10:03 AM(12 months ago )

ଆଲୋକରେ ଚିକ୍‌ମିକ୍‌ କରୁଛି ରାମ ମନ୍ଦିର

Posted by: Satyendu Shekher Mishra

Image

10:02 AM(12 months ago )

ରାମଲାଲାଙ୍କ ଭକ୍ତିରେ ବିଭୋର ଭକ୍ତ, ମନ୍ଦିର ବାହାରେ ଫୁଲ ବର୍ଷା

Posted by: Satyendu Shekher Mishra

ImageImageImageImage

09:59 AM(12 months ago )

ଖୁବ୍‌ ଆକର୍ଷଣୀୟ ଓ ଖୁବ୍ ରମଣୀୟ ମନ୍ଦିରର ଭିତର ଦୃଶ୍ୟ

Posted by: Satyendu Shekher Mishra

ImageImageImage

09:58 AM(12 months ago )

ରାମ ମନ୍ଦର ପ୍ରାଣ ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇସାରିଛି ପୂଜା ବିଧି

Posted by: Satyendu Shekher Mishra

ImageImageImage

09:53 AM(12 months ago )

ସୂର୍ଯ୍ୟାସ୍ତ ପରେ କୃତ୍ରିମ ଆଲୋକରେ ଝଲସୁଛି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର

Posted by: Satyendu Shekher Mishra

ImageImageImage

09:48 AM(12 months ago )

ବଲିଉଡ୍‌ କଣ୍ଠଶିଳ୍ପୀ କୈଳାସ ଖେର ଗାଇଲେ ପ୍ରଭୁ ଶ୍ରୀରାମଙ୍କ ଭଜନ

Posted by: Satyendu Shekher Mishra

09:47 AM(12 months ago )

ଚଳଚଞ୍ଚଳ ଅଯୋଧ୍ୟା ନଗରୀ, ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି

Posted by: Satyendu Shekher Mishra

09:46 AM(12 months ago )

ଝୁମୁଛନ୍ତି ଭକ୍ତ... ଖୁସିରେ ନାଚିଯାଉଛନ୍ତି କୁନି କୁନି ଭକ୍ତ । ଶୁଣନ୍ତୁ ରାମଙ୍କ ଏହି ସୁନ୍ଦର ଭଜନ

Posted by: Satyendu Shekher Mishra

09:37 AM(12 months ago )

ଯଜମାନୀ କରିବେ ପ୍ରଧାନମନ୍ତ୍ରୀ

Posted by: Sonali Kabi

09:16 AM(12 months ago )

ଭକ୍ତ ବିଭୋର, ଭଗବାନ ଆତୁର..ଭକ୍ତିରେ ତଲ୍ଲୀନ ପୁରା ଭାରତ

Posted by: Sonali Kabi

ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ। ହଜାର ନାମ ସହ ସମାନ ଏହି ରାମନାମ.. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି। ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର..ଅଧିକ ପଢ଼ନ୍ତୁ...

09:00 AM(12 months ago )

ଦେଖନ୍ତୁ ରାମଙ୍କ ଆଗମନରେ କେମିତି ଝୁମୁଛି ପୂରା ଅଯୋଧ୍ୟା...

Posted by: Satyendu Shekher Mishra

09:00 AM(12 months ago )

ଅଯୋଧ୍ୟାରେ ଭକ୍ତିମୟ ପରିବେଶ... ସବୁଠି ଶୁଭୁଛି ଜୟଶ୍ରୀରାମ

Posted by: Satyendu Shekher Mishra

08:59 AM(12 months ago )

‘ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା... ଏହା ଏକ ଐତିହାସିକ ମୁହୂର୍ତ୍ତ’

Posted by: Satyendu Shekher Mishra

08:49 AM(12 months ago )

ସନ୍ଧ୍ୟା ସମୟରେ ଏମିତି ଦିଶୁଛି ରାମ ମନ୍ଦିର

Posted by: Satyendu Shekher Mishra

May be an image of temple

08:40 AM(12 months ago )

ବିରାଜିବେ ଶ୍ରୀରାମ, ସରିବ କାଳ କାଳର ପ୍ରତୀକ୍ଷା । କାହିଁକି ବାଳୁତ ରୂପରେ ପ୍ରକଟ ହେବେ ଶ୍ରୀରାମ ?

Posted by: Satyendu Shekher Mishra

08:34 AM(12 months ago )

ଅଗଣିତ ରାମଭକ୍ତଙ୍କ ପାଇଁ ଜୀବନର ସବୁଠୁ ଶୁଭ ମହୂର୍ତ୍ତ

Posted by: Satyendu Shekher Mishra

08:33 AM(12 months ago )

ଅଯୋଧ୍ୟା ରାମମନ୍ଦିରର ଉଦଘାଟନ ସହ, ଏହାର ଗର୍ଭଗୃହରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

Posted by: Satyendu Shekher Mishra

08:29 AM(12 months ago )

‘ଆମେ ବୃନ୍ଦାବନରୁ ଆସିଛୁ... ଆମେ ରାଧାକୃଷ୍ଣଙ୍କ ଭକ୍ତ, ହେଲେ ଆଜି ରାଧେ ରାଧେ ନୁହେଁ... କେବଳ ଜୟ ଶ୍ରୀରାମ’

Posted by: Satyendu Shekher Mishra

08:14 AM(12 months ago )

ରାମଲାଲାଙ୍କ ପାଇଁ ଝଲସୁଛି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର

Posted by: Satyendu Shekher Mishra

08:12 AM(12 months ago )

ରାମଲାଲାଙ୍କ ସ୍ୱାଗତ ପାଇଁ ଭକ୍ତିରେ ଭିଜୁଛି ଭକ୍ତ, ୫୦୦ ବର୍ଷାଧିକ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି

Posted by: Satyendu Shekher Mishra

08:11 AM(12 months ago )

ଚଳଚଞ୍ଚଳ ଅଯୋଧ୍ୟା ନଗରୀ, ସେହି ଦିବ୍ୟ ମୁହୂର୍ତ୍ତକୁ ସାରା ଦେଶ ଅନାଇ ବସିଛି

Posted by: Satyendu Shekher Mishra

08:06 AM(12 months ago )

ଆଉ କେଇଘଣ୍ଟା ପରେ ସାକାର ହେବ ଅଯୋଧ୍ୟା ରାମମନ୍ଦିର ସ୍ୱପ୍ନ

Posted by: Satyendu Shekher Mishra

08:03 AM(12 months ago )

ଆମେ ଭାଗ୍ୟବାନ, ଆମକୁ ଇଶ୍ୱର ଚୟନ କରିଛନ୍ତି ଏ ଦିବ୍ୟ ମୁହୁର୍ତ୍ତର ସାକ୍ଷୀ ବନିବାକୁ: ସୋନୁ ନିଗମ

Posted by: Satyendu Shekher Mishra

08:02 AM(12 months ago )

ସୁସଜ୍ଜିତ ଅଯୋଧ୍ୟାର ଧର୍ମପଥ...ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Posted by: Satyendu Shekher Mishra

08:01 AM(12 months ago )

ରାମ ରଙ୍ଗରେ ରଙ୍ଗାୟିତ ରାମଭକ୍ତ, ରାମମୟ ପୁରା ଦେଶ...

Posted by: Satyendu Shekher Mishra

ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ । ଅଯୋଧ୍ୟାରେ ସାକାର ହେବାକୁ ଯାଉଛି ରାମଭକ୍ତଙ୍କ ସ୍ୱପ୍ନ । ସେମାନଙ୍କର ଅତି ପ୍ରିୟ ରାମଲାଲା ଆସୁଛନ୍ତି । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଆଜିର ସୂର୍ଯ୍ୟୋଦୟ । ଅଧିକ ପଢ଼ନ୍ତୁ...

07:56 AM(12 months ago )

ସୁରକ୍ଷା ବଳୟ ଭିତରେ ଅଯୋଧ୍ୟା ରାମ ମନ୍ଦିର

Posted by: Satyendu Shekher Mishra

ImageImage

07:45 AM(12 months ago )

୧୨.୧୫ରୁ ୧୨.୪୫ ଯାଏ ୩୦ ମିନିଟର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ

Posted by: Satyendu Shekher Mishra

07:44 AM(12 months ago )

୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ । ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମାହେନ୍ଦ୍ର ବେଳା ନିର୍ଦ୍ଧାରିତ

Posted by: Satyendu Shekher Mishra

Image

07:26 AM(12 months ago )

ପୂରି ଉଠିବ ଅଯୋଧ୍ୟାର ଶ୍ରୀରାମ ମନ୍ଦିର... ବିରାଜିବେ ପ୍ରଭୁ ଶ୍ରୀରାମ...

Posted by: Satyendu Shekher Mishra

07:19 AM(12 months ago )

ସୁନ୍ଦର ସୁନ୍ଦର ରଙ୍ଗ ବେରଙ୍ଗ ଫୁଲରେ ସଜ୍ଜିତ ରାମ ମନ୍ଦିରର ଭିତରର ଦୃଶ୍ୟ

Posted by: Satyendu Shekher Mishra

ImageImage

07:15 AM(12 months ago )

ସରିବ କାଳ କାଳର ପ୍ରତୀକ୍ଷା, ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ

Posted by: Satyendu Shekher Mishra

ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଅଯୋଧ୍ୟାରେ ଆଜି ବିରାଜିବେ ପ୍ରଭୁ ଶ୍ରୀରାମ ।

Image

Load more...