/odishatv-khabar/media/media_files/2025/12/14/jatra-artist-2025-12-14-11-49-36.jpg)
Jatra Artist Photograph: (OTV)
ଗିରଫ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରିଛି କୃଷ୍ଣପ୍ରସାଦ ଥାନା ପୋଲିସ। ଯାତ୍ରା ଅଭିନେତ୍ରୀ ତଥା ସ୍ତ୍ରୀ ସୋନାଲିଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି।
ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି। ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ଶ୍ରୀକ୍ଷେତ୍ର ବିବାହ କରିଥିବା ଅଭିଯୋଗ କରିଥିଲେ।
• ଯାତ୍ରୀ ଅଭିନେତ୍ରୀଙ୍କ ସ୍ବାମୀ ଗିରଫ
• ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
• ସୋନାଲିଙ୍କ ଅଭିଯୋଗ ଆଧାରରେ ଗିରଫ କଲା ପୋଲିସ
• ଶୀକ୍ଷେତ୍ରଙ୍କୁ ଗିରଫ କଲା କୃଷ୍ଣପ୍ରସାଦ ଥାନା ପୋଲିସ
• ଶ୍ରୀକ୍ଷେତ୍ରଙ୍କୁ ଗିରଫ ନେଇ କୃଷ୍ଣପ୍ରସାଦ ଥାନା ଆଇଆଇସିଙ୍କ ସୂଚନା
• ଭୁବନେଶ୍ବରରୁ ଶ୍ରୀକ୍ଷେତ୍ରଙ୍କୁ ଉଠାଇ ଆଣିଲା ପୋଲିସ
• ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି
• ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ବିବାହ କରିଥିବା ଅଭିଯୋଗ କରିଥିଲେ
India vs South Africa 3rd T20: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦, ଶୁଭମନ ଗିଲଙ୍କ ଉପରେ ନଜର

Lionel Messi in Mumbai Today: ଆଜି ମୁମ୍ବାଇରେ ମେସି ସୋ, ୧୫ରେ ଦିଲ୍ଲୀ ଗସ୍ତ ସାରି ଆର୍ଜେଣ୍ଟିନା ଫେରିଯିବେ

CJI Justice Suryakant in Bhubaneswar: ଭୁବନେଶ୍ବରରେ CJI; ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଓଡ଼ିଶା ଗସ୍ତ

Delhi Police Arrest Fake SIM Card Seller: ଭଦ୍ରକରୁ ଦୁଇ ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ନେଇଛି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)