• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

MISS
ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ନୂଆଦିଲ୍ଲୀ: ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି ଜମାଇକା ଗର୍ଲ ଟୋନି ଅନ୍ ସିଂ। ବିଶ୍ୱର ୧୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ଟାଇଟାଲ୍‌କୁ ନିଜ ନାଁରେ କରିଛନ୍ତି ଟୋନି।  ଆମେରିକା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ୨୩ ବର୍ଷିୟ ଫିଜିଓଲୋଜି ଛାତ୍ରୀ ହେଉଛନ୍ତି ଟୋନି। ଏହାସହ କାରବିଆନ୍ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ବି ସେ ଅଧ୍ୟକ୍ଷ ଥିଲେ। ଟାଇଟାଲ୍ ଜିତିବା ପରେ ହଲିଉଡରେ କାମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ଟୋନି। ପ୍ରତିଯୋଗିତାରେ ପ୍ରାନ୍ସର ଓଫେ […]

  • Friday, 23 July 2021
Abhinas-Nayak
ଓଡ଼ିଆ ପୁଅଙ୍କ ଚିକେନ୍ ବେସର ଖାଇ ଜଜ୍‌ କହିଲେ 'ଜୟ ହୋ ଓଡ଼ିଶା'

ମୁମ୍ବାଇ ଓଡ଼ିଆ ଖାଦ୍ୟ ଖୁଆଇ ଜଜ୍‌ଙ୍କ ମନଜିତିଲେ ବ୍ରହ୍ମପୁର ଆସ୍‌କାର ଅବିନାଶ ନାୟକ। ସେ ଖୁବ୍‌ କମ୍‌ ସମୟରେ ଏକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ତିଆରି କରି ଜଜ୍‌ମାନଙ୍କୁ ଇମ୍ପ୍ରେସ୍ କରିପାରିଥିଲେ। ଫଳରେ ସେ  ଷ୍ଟାର ପ୍ଲସ୍‌ରେ ଚାଲୁଥିବା ‘ମାଷ୍ଟର ସେଫ୍‌ ଇଣ୍ଡିଆ’ ପ୍ରତିଯୋଗିତାର କ୍ୱାଲିଫାଇଂ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅବିନାଶଙ୍କର ଏହି ସଫଳତା ପରେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଥମିବାରେ ନାଁ ନେଉ ନାହିଁ। ଏକ ମଲ୍‌ଟି ନ୍ୟାସନାଲ୍‌ କମ୍ପାନୀରେ କାର୍ଯ୍ୟରତ ଅବିନାଶ ଏହି ରିୟାଲିଟି ଶୋ’ରେ […]

  • Friday, 23 July 2021
df
ସଲ୍‌ମାନଙ୍କ ଏହି ହିରୋଇନ୍‌ ଏବେ ପରଘରେ ବାସନ ମାଜି ପେଟ ପୋଷୁଛନ୍ତି

ମୁମ୍ବାଇ: ସଲମାନ ଖାନ୍‌ଙ୍କର ଏହି ହିରୋଇନ୍‌ ଏବେ ଟଙ୍କାଟିଏ ପାଇଁ ବାରଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପରଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍‌ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ ପ୍ରୋଯୋଜକଙ୍କୁ ନେହୁରା ହେଉଛନ୍ତି। ତାଙ୍କର ଗୋଟିଏ ଇଚ୍ଛା, ସେ ଥରୁଟିଏ ସଲ୍‌ମାନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବେ। ଦିନେ ଫିଲ୍ମ, ସିରିଏଲ୍‌ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା […]

  • Friday, 23 July 2021
Untitled-2 copy
ହାଇଦ୍ରାବାଦ ପ୍ରିୟଙ୍କା ରେଡ୍ଡୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଲ୍‌ମାନଙ୍କ ବଡ଼ ବୟାନ

ମୁମ୍ବାଇ: ହାଇଦ୍ରବାଦ୍‌ର ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଲୋକେ ଏହାକୁ ଦ୍ୱିତୀୟ ନିର୍ଭୟା କାଣ୍ଡ ସହିତ ତୁଳନା କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଅଭିନେତା ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ବଲିଉଡ୍‌ ଜଗତ ବି ପୂରା ସ୍ତବ୍ଧ ହୋଇଯାଇଛି ଏଭଳି ପାଶବିକ କାଣ୍ଡରେ। ବଲିଉଡ୍‌ ଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଏହାକୁ ନେଇ ଖୁବ୍‌ କ୍ରୋଧ […]

  • Friday, 23 July 2021
kangan
ଖୁବ୍‌ଶୀଘ୍ର ଆସୁଛି ଦୂତୀ ଚାନ୍ଦଙ୍କ ବାୟୋପିକ୍‌

ଭୁବନେଶ୍ୱର: ଚର୍ଚ୍ଚିତ ଧାବିକା ଦୂତୀ ଚାନ୍ଦଙ୍କ ଘଟଣାବହୁଳ ଜୀବନୀକୁ ନେଇ ଏକ ବାଓପିକ୍ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି କାଦମ୍ବିନୀ ମିଡିଆ। ଡ. ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି ଚଳଚ୍ଚିତ୍ରର ରଚନା ଓ ପ୍ରଯୋଜନା କରିବେ ସାହିତ୍ୟିକା ତଥା କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ। ସେହିଭଳି ଏହି ଫିଲ୍ମର ଚିତ୍ର ନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ଜାତୀୟ ପୁରସ୍କାରପ୍ରାପ୍ତ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ହିମାଂଶୁଙ୍କ ସହିତ ସହ ବଲିଉଡର ମହିମ୍ ଯୋଶୀ […]

  • Friday, 23 July 2021
salman
ବାପାଙ୍କ ସହ ମାଛ ଧରୁଥିବା ବେଳର ଫଟୋ ଶେୟାର୍‌ କରି ସଲମାନ କହିଲେ ହ୍ୟାପି ବାର୍ଥ୍‌ ଡେ ଡାଡି

ମୁମ୍ବାଇ: ଗତକାଲି ଥିଲା ସଲମାନ୍‌ଙ୍କ ବାପା ତଥା ବଲିଉଡ୍‌ର ପ୍ରଖ୍ୟାତ ବଲିଉଡ୍‌ ସ୍କ୍ରିପ୍ଟ ରାଇଟର୍‌ ସଲିମ ଖାନ୍‌ଙ୍କ ଜନ୍ମଦିନ। ବାପାଙ୍କ ଜନ୍ମଦିନ ଶୁଭକମାନ ପାଇଁ ସଲମାନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଅପ୍‌ଲୋଡ୍ କରିଥିଲେ ଯାହା ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଫଟୋରେ ତାଙ୍କୁ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସହ ଫିସିଂର ମଜା ନେବାର ଦେଖାଯାଉଛି। ବାପାଙ୍କ ୮୪ତମ ଜନ୍ମଦିନ ଅବସରରେ ସଲମାନ୍‌ ଏହି ଫଟୋଟି ଶେଆର କରିଛନ୍ତି। ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର […]

  • Friday, 23 July 2021
javed-1
ମହାରାଷ୍ଟ୍ର ବାଜି ଓଲଟିଲା: ବଲିଉଡ୍‌ ଅଭିନେତା ପଚାରିଲେ କଡ଼ା ପ୍ରଶ୍ନ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ବଲିଉଡ୍‌ ଅଭିନେତାଙ୍କ ପ୍ରଶ୍ନ ମିଶାଇଲ୍ ଆଟାକ୍‌। ମହାରାଷ୍ଟ୍ର ରାଜନୀତିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଉ ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ଜାଭେଦ୍‌ ଜାଫରୀ ମଧ୍ୟ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହା ଆହୁରି ଅଶ୍ଚର୍ଯ୍ୟଜନକ ହେବା ସହିତ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ପ୍ରଶ୍ନ ଶୁଣିଲେ ଆପଣ ବି କହିବେ ପ୍ରଶ୍ନଟି ବିଚାରଯୋଗ୍ୟ। ଚଳିତ ନିର୍ବାଚନରେ କଂଗ୍ରେସ୍‌, ଏନ୍‌ସିପି ଓ ଶିବସେନା, ବିଜେପି ମେଣ୍ଟ […]

  • Friday, 23 July 2021
anumalik'
'ମି ଟୁ' ଅଭିଯୋଗରେ ମୁହଁ ଖୋଲିଲେ ଅନୁ ମଲୀକ

ମୁମ୍ୱାଇ : ବାରମ୍ବାର ‘ମି ଟୁ’ ଅଭିଯୋଗ ଆସିବା ପରେ ବହୁ ଦିନ ଧରି ନିରବ ଥିବା ବଲିଉଡ୍ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲୀକ ଶେଷର ମୁହଁ ଖୋଲିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଅନୁ କହିଛନ୍ତି। ଏଥିସହିତ ତାଙ୍କର ନିରବତାକୁ ତାଙ୍କର ଦୁର୍ବଳତା ନ ଭାବିବାକୁ ଚେତାବନୀ ଦେଇଛନ୍ତି ଅନୁ। ବାରମ୍ବାର ମିଛି ଅଭିଯୋଗ ଲାଗିବାରୁ ତାଙ୍କରି କ୍ୟାରିୟର୍‌ ଖରାପ ହେବା ସହିତ ସେ ନିଜକୁ ଅସହୟ ମନେ କରୁଛନ୍ତି […]

  • Friday, 23 July 2021
lata
ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।   ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡକ୍ଟର ପତିତ ସମ୍‌ଧାନୀ ତାଙ୍କର ଚିକିତ୍ସା କରୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ […]

  • Friday, 23 July 2021
bollye
ଏକାଧିକ ଥର ବିବାହ କରିଛନ୍ତି ଏହି ବଲିଉଡ୍‌ ସେଲିବ୍ରେଟି; ୪ଥର ବାହା ହୋଇଛନ୍ତି ଏହି ଗାୟକ

ବଲିଉଡ୍‌ ଷ୍ଟାର୍‌ମାନଙ୍କର ସମ୍ପର୍କ ଏଇ ଅଛି ଏଇ ନାହିଁ। ଏହି ଷ୍ଟାର୍‌ମାନେ କେତେବେଳେ କାହାକୁ ପ୍ରେମ କରନ୍ତି ଆଉ କାହା ସହିତ ବ୍ରେକ୍‌ଅପ୍‌ କରନ୍ତି ତାହା କେବଳ ତାଙ୍କୁ ଜଣା। ଚଟ୍‌ ମଙ୍ଗନୀ ପଟ୍‌ ଶାଦି ଭଳି ଏହି ଷ୍ଟାର୍‌ମାନଙ୍କର ଚଟ୍‌ ଶାଦି ପଟ୍‌ ଡିଭୋର୍ସ ବି ହୋଇଯାଏ। ତେଣୁ ବିବାହ, ବିଚ୍ଛେଦ ଓ ପୁଣି ବିବାହ ବଲିଉଡ୍‌ ପାଇଁ ନୂଆ କଥା ନୁହେଁ। ଏହିଭଳି ଅନେକ ବଲିଉଡ୍‌ ଷ୍ଟାର୍‌ ଜୀବନରେ ଏକାଧିକଥର ବିବାହ କରିଛନ୍ତି। ଆସନ୍ତୁ […]

  • Friday, 23 July 2021
ritesh
ପାପା ଆମେ କରି ଦେଖାଇଛୁ: ରିତେଶ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇ ଭାଇ ଜିତିବା ପରେ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ। ଭାଇ ଆମିତ୍‌ ଲାତୁର୍‌ ସିଟିରୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ତୃତୀୟ ଥର ପାଇଁ ଜିତିଥିବା ବେଳେ ଧୀରଜ୍‌ ଦେଶମୁଖ୍‌ ଲାତୁରର ଗ୍ରାମିଣରୁ ୧ ଲକ୍ଷ୨୦ ହଜାର ଭୋଟ୍‌ ବ୍ୟବଧାନ ସହିତ ଜବରଦସ୍ତ ଜିତ୍ ହାସଲ କରିଛନ୍ତି। ଏହି ଖୁସିରେ ରିତେଶ ତାଙ୍କ ଭାଇଦ୍ୱୟଙ୍କୁ ଶୁଭକାମନା ଜଣାଇବା ସହିତ ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ […]

  • Friday, 23 July 2021
dutee-11
କେବିସିରେ ବୀରେନ୍ଦ୍ର ସେହୱାଗ୍‌ ଓ ହିମା ଦାସଙ୍କ ସହିତ ଦୂତୀ ଚାନ୍ଦ

ମୁମ୍ୱାଇ : ‘କୌନ ବନେଗା କରୋଡପତି’ ର କରମବୀର ଏପିସୋଡ୍‌ରେ ଦୌଡ଼ରାଣୀ ଦୂତି ଚାନ୍ଦ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଓ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ମଧ୍ୟ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍‌ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି। ଏଥିରେ ଭାଗ ନେବା ପରେ ଦୂତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘କୌନ ବନେଗା କରୋଡପତି’କୁ ଆସି ମୋତେ ବହୁତ ଖୁସି ଲାଗୁଛି। ଏହି ଶୋ’କୁ କେବଳ ମୁଁ […]

  • Friday, 23 July 2021
AAAAA
ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌; ଭିଡିଓ ଶେୟାର୍‌ କଲେ ପିଏମ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମ ଜଗତର ଅନେକ କଳାକାରଙ୍କୁ ଭେଟିଥିଲେ। ଶାହାରୁଖ ଖାନ୍, ଆମୀର ଖାନ୍‌ ଓ କଙ୍ଗନା ରାଣାୱତଙ୍କ ସମେତ ବଲିଉଡର ଅନେକ ବଡ଼ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ। #ChangeWithin ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ମହାତ୍ମା ଗାନ୍ଧିଙ୍କ ବାର୍ତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଦିଗରେ କଳାକାରମାନଙ୍କ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ […]

  • Friday, 23 July 2021
JAGA
ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଆ ପ୍ରତିଯୋଗୀ ଜଗାର ହଙ୍ଗାମା; ଡାଲି ଭାତ ଖୁଆଇଲେ ଜଜ୍‌

ଭୁବନେଶ୍ୱର: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମରେ ଜଣେ ଓଡ଼ିଆ ପ୍ରତିଯୋଗୀଙ୍କ ହଙ୍ଗାମା। ନିଜ ପ୍ରତିଭା ଦେଖାଇବା ବଦଳରେ ସେ ଏମିତି ଅଦ୍ଭୁତ କାରନାମ ଦେଖାଇଥିଲେ ଯେ, ବିଚାରପିତିମାନେ ବାୟା ହୋଇଯାଇଥିଲେ। ଆଉ ହସି ହସି ଗଡ଼ିଯାଇଥିଲେ। ଯେଉଁ ଭିଡିଓ ଏବେ ଶୋସାଲ୍ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।  ସେହି ଓଡ଼ିଆ ପ୍ରତିଯୋଗୀ ହେଲେ  ଜଗବନ୍ଧୁ ଜେନା। କାର୍ଯ୍ୟକ୍ରମରେ ବିଚାରକମଣ୍ଡଳୀ ଥିବା ଅନୁ ମଲ୍ଲିକ […]

  • Friday, 23 July 2021
salmon
ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଆମିର ଖାନଙ୍କ ସହ ଅନେକ କଳାକାରଙ୍କୁ ଭେଟି ଗାନ୍ଧିଙ୍କ ନୀତି-ଆଦର୍ଶକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସରରେ କଳା କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏକାଠି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ ଶାହାରୁଖ। ସେହିପରି କଳାକ୍ଷେତ୍ରରେ […]

  • Friday, 23 July 2021
dhamk
ଟ୍ରେନ୍‌ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍

ମୁମ୍ବାଇ: ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍‌ କଳାକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଖିଲାଡ଼ିକୁମାର ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ, ଚଂକି ପାଣ୍ଡେ, ବବି ଦେଓଲ୍, କ୍ରୁତି ସେନୋନ୍ ଓ ଅନ୍ୟ ହିରୋଇନ୍‌। ଏତେ ମାତ୍ରାରେ ବଡ଼ ବଡ଼ ବଲିଉଡ୍‌ କଳାକାରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନୀଧିମାନେ ବି ଟ୍ରେନ୍‌ରେ ଚଢ଼ିଛନ୍ତି। ଚାଲିଛି ପ୍ରେସ୍‌ ମିଟ୍‌। କିନ୍ତୁ ହଠାତ୍‌ ଟ୍ରେନ୍ ଭିତରେ ଏତେମାତ୍ରାରେ ସେଲେବ୍ରିଟି ଚଢ଼ିଲେ କାହିଁକି? ନା ବଲିଉଡ୍ କଳାକାର ଫ୍ଲାଇଟ୍ ଛାଡ଼ି ଟ୍ରେନ୍‌ରେ ଯିବା ପସନ୍ଦ କଲେ? […]

  • Friday, 23 July 2021
d
ଷ୍ଟେଜ୍ ଉପରେ ଜଜ୍‌ ନେହା କକ୍କରକୁ ଜବରଦସ୍ତ କିସ୍ କଲେ ପ୍ରତିଯୋଗୀ; ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ୱାଇ : ଷ୍ଟେଜ୍‌ ଉପରେ ଜବରଦସ୍ତ କିସ୍‌। ପ୍ରଥମେ ଜଣେ ଯୁବକ ଷ୍ଟେଜ୍‌ ଉପରେ ଦମ୍‌ଦାର ଗୀତ ଗାଇ ବିଚାରକଙ୍କ ମନକଣିଦେଲେ। ସବୁ ଜଜ୍‌ ମଧ୍ୟ ପ୍ରତିଯୋଗୀଙ୍କୁ ଖୁବ୍ ପ୍ରଶଂସା କଲେ। କିନ୍ତୁ ହଠାତ୍ ଏହି ଯୁବକ ନେହା କକ୍କରଙ୍କୁ କହିଲେ,’ମୋତେ ଚିହ୍ନିପାରୁଛନ୍ତି?’ ଏତିକି କହି ନେହାଙ୍କୁ କୁଣ୍ଢାଇ ଧରିବା ସହିତ ତାଙ୍କ ଗାଲକୁ କିସ୍‌ କରିଦେଲେ। ଏହି ଘଟଣା ପରେ ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ ହୋଇଗଲେ। ଆମେ କହୁଛୁ ସୋନି […]

  • Friday, 23 July 2021
kan
ପତ୍ନୀ କଥା ମାନି କୋଟିପତି ହେଲେ ଗୌତମ

ମୁମ୍ବାଇ: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନାରୀର ପ୍ରଚ୍ଛନ୍ନ ହାତ ଥାଏ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଗୌତମ କୁମାର ଝା ନାମକ ଜଣେ ବ୍ୟକ୍ତି।  ତାହା କିପରି ଆସନ୍ତୁ ଜାଣିବା ପଶ୍ଚିମବଙ୍ଗରେ ରେଲ୍‌ୱେ ବିଭାଗରେ କାମ କରୁଥିବା ଗୌତମ ସୋନି ଟିଭିରେ ପ୍ରାସାରିତ ରିୟାଲିଟି ଶୋ’ କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଛନ୍ତି। ଆଉ ଏହି ସଫଳତା ପାଇଁ ସେ ତାଙ୍କ ପତ୍ନୀ ଶ୍ୱାତାଙ୍କୁ ଶ୍ରେୟ ଦେଇଛନ୍ତି। ସେ […]

  • Friday, 23 July 2021
amitabha
ବିଗ୍‌ବିଙ୍କ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ, ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ମୁମ୍ବାଇ: ଆଜି ୭୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ। ଆଜି ତାଙ୍କର ୭୭ତମ ଜନ୍ମଦିନ। ୧୯୪୨ ମସିହା ଆଜିର ଦିନରେ ସେତେବେଳର ଆହ୍ଲାବାଦ୍‌ରେ ଜନ୍ମ ହୋଇଥିଲେ ଶତାଦ୍ଦୀର ଏହି ବଡ଼ ସୁପରଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋଶାଲ୍ ମିଡିଆରେ ଅମିତାଭ ଟ୍ରେଣ୍ଡ କରୁଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁ ସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି। ସବୁଦିନ […]

  • Friday, 23 July 2021
Shilpa Shetty
ସ୍ୱାମୀ ଗିରଫ ହେବା ପରେ ପ୍ରଥମ ଥର ଏମିତି କହିଲେ ଶିଳ୍ପା

ତେବେ ଏଠାରେ କହିରଖୁଛୁ, ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ବ୍ୟବସାୟୀ ତଥା ସେଲିବ୍ରିଟି ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି

chelsi
ଇଣ୍ଡିଆନ୍‌ ଆଇଡଲ୍୧୧ରେ ଓଡ଼ିଆ ଝିଅ ଚେଲ୍‌ସି; ଜଜ୍‌ କହିଲେ ଫ୍ୟୁଚର୍‌ ଷ୍ଟାର୍

ଭୁବନେଶ୍ୱର/ମୁମ୍ବାଇ: ପୁଣି ନ୍ୟାସ୍‌ନାଲ୍‌ ସିଙ୍ଗିଙ୍ଗ୍ ପ୍ଲାଟ୍‌ଫର୍ମରେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ରିଲିଜ୍‌ ହୋଇଥିବା ଇଣ୍ଡିଆନ୍‌ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍ ଦେଖିବାକୁ ମିଳିଛି। ଏହି ଭିଡିଓରେ ଚେଲ୍‌ସି ଇଶକ୍‌ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’କୁ ଜଜ୍‌ କରୁଥିବା ନେହା କକ୍କର, ବିଶାଲ୍ ଦଦ୍‌ଲାନୀ ଓ ଅନୁ ମଲ୍ଲୀକ ଚେଲ୍‌ସିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବିଶାଲ୍ ଚେଲ୍‌ସିଙ୍କୁ ଭବିଷ୍ୟତର ଷ୍ଟାର୍‌ ବୋଲି କହିବା ବେଳେ ଚେଲ୍‌ସିଙ୍କ ଗୀତରେ […]

  • Friday, 23 July 2021
jjj
କାଲି ରିଲିଜ୍‌ ହେବ ବାବୁସାନଙ୍କ ନୂଆ ମୁଭି ମିଷ୍ଟର ମଜନୁ

ଭୁବନେଶ୍ୱର: ଆସନ୍ତାକାଲି ପରଦାକୁ ଆସୁଛି ବାବୁସାନଙ୍କ ନୂଆ ମୁଭି ‘ମିଷ୍ଟର ମଜନୁ।’ ପୂଜା ବଜାରରେ ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ମିଷ୍ଟର୍ ମଜନୁ କାଲି ରିଲିଜ୍ ହେଉଛି। ଏ ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା ଅଛନ୍ତି। ସୁରମୟୀ, ଶିତଲ, ଦିବ୍ୟାଙ୍କ ସହ ତ୍ରିକୋଣୀୟ ପ୍ରେମିକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବାବୁସାନ୍। ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ୍ ତଡ଼କା ଲଗାଇଛନ୍ତି ମିହିର ଦାସ। ସେହିଭଳି ଖଳନାୟକ […]

  • Friday, 23 July 2021
gabdhi
ଜୀବନକାଳ ମଧ୍ୟରେ ଗାନ୍ଧୀ ମାତ୍ର ଏଇ ଦୁଇଟି ଫିଲ୍ମ ଦେଖିଥିଲେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ତାଙ୍କ ଜୀବନରେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ସେଥିରେ ଗୋଟିଏ ଇଂରାଜୀ ଓ ଅନ୍ୟଟି ହିନ୍ଦୀ ଫିଲ୍ମ। ବାପୁ ୧୯୪୪ରେ ପ୍ରଥମେ ହଲିଉଡ୍‌ ଫିଲ୍ମ ‘ମିଶନ୍‌ ଟୁ ମସ୍କୋ’ ଦେଖିଥିଲେ। ଏହା ୟୁଏସ୍‌ ଆମ୍ବାସେଡର୍ ଜୋସେଫ୍ ଡେଭିସ୍‌ଙ୍କ ଜୀବନ ଉପରେ ଆଧାରିତ। ବାପୁଙ୍କୁ ଏହି ଫିଲ୍ମ ଦେଖିବାକୁ ତାଙ୍କ ସହିତ କାମ କରୁଥିବା ମୀରା ବେହନ୍ ରାଜି କରାଇଥିଲେ। ହେଲେ ଫିଲ୍ମରେ ଛୋଟ ଛୋଟ ଡ୍ରେସ୍‌ରେ ମହିଳାମାନଙ୍କୁ ଦେଖି ସେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ। […]

  • Friday, 23 July 2021
ashutosh
ଚର୍ଚ୍ଚିତ ଧାରା ୩୭୦କୁ ନେଇ ଆସିଲା ଗୀତ

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସାରା ଭାରତରେ ଉତ୍ସବର ମାହୋଲ୍। ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍ସ ତିଆରି କରିଛି ‘ଉଠିଗଲା ଧାରା ୩୭୦’ ଗୀତ। ଏହି ଗୀତଟି ହେଉଛି ଫିଲ୍ମ ‘ମିଷ୍ଟର ମଜ୍‌ନୁ’ର। ଏହାକୁ ଆଶୁତୋଷ ଏବଂ ଲୋପାମୁଦ୍ରା ଗାଇଥିବା ବେଳେ ଗୀତ ଲେଖିଛନ୍ତି ଲୋକପ୍ରିୟ ଗୀତିକାର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ତରଙ୍ଗ ପ୍ରଡକ୍‌ସନ୍ସର ତିଆରି କରିଥିବା ଏହି ଫିଲ୍ମଟି ଦଶହରା […]

  • Friday, 23 July 2021