• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

single
Single Bollywood Celebrity: ବଲିଉଡର ସିଙ୍ଗଲ ସେଲିବ୍ରିଟି

ବଲିଉଡର ଏକାଧିକ ସୁପରଷ୍ଟାର ରହିଛନ୍ତି ଯେଉଁମାନେ ସିଙ୍ଗଲ ରହିଛନ୍ତି। ଏହି ସେଲିବ୍ରିଟି ମାନଙ୍କ ଉପରେ ଏକ ନଜର

  • Friday, 28 March 2025
Naagin fame surbhi jyoti photoshoot in black mini dress
Surbhi Jyoti: ଟିଭି ଦୁନିଆର ସଂସ୍କାରୀ ବୋହୂ ଦେଲେ ହଟ୍ ପୋଜ୍; ଲୋକେ କହିଲେ…

ନାଗିନ୍ ଫେମ୍ ଅଭିନେତ୍ରୀ ସୁରଭି ଜ୍ୟୋତି ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ। ସେ ‘କୁବୁଲ୍ ହେ’ ଠାରୁ ‘ନାଗିନ୍’ ପର୍ଯ୍ୟନ୍ତ ଅନେକ ଚମତ୍କାର ଶୋ’ କରିଛନ୍ତି। ତାଙ୍କ କିଲର୍ ଫଟୋସୁଟ୍‌କୁ ଲୋକେ ମଧ୍ୟ ବହୁତ ପସନ୍ଦ କରନ୍ତି। ସୁରଭି ତାଙ୍କ ଫ୍ୟାଶନ ଷ୍ଟେଟ୍‌ମେଣ୍ଟରେ ଲୋକଙ୍କୁ ପାଗଳ କରିଦିଅନ୍ତି। ନିକଟରେ ଅଭିନେତ୍ରୀ ନୂଆ ଅବତାରରେ ଫଟୋ ଶେୟାର କରିଛନ୍ତି।

  • Friday, 28 March 2025
Salman khan sikandar advance booking breaks record
Sikandar: ‘ସିକନ୍ଦର’ କ୍ରେଜ୍; ଟିକେଟ୍ ମୂଲ୍ୟ ୨୨୦୦ ଟଙ୍କା, କଲାଣି କୋଟି କୋଟି ରୋଜଗାର

ଫିଲ୍ମ 'ସିକନ୍ଦର୍‌'ର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି ଏବଂ ଟିକେଟ୍ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ଜବରଦସ୍ତ କ୍ରେଜ୍ ରହିଛି। ବର୍ତ୍ତମାନ ସୁଦ୍ଧା ଅନେକ ସହରରେ ଅନେକ ଶୋ’ ହାଉସ୍‌ ଫୁଲ୍ ହୋଇଯାଇଛି।

Prabhas marriage with Hyderabad celebrity businessmen daughter
Prabhas: ୪୫ ବର୍ଷରେ ବାହାହେବେ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଘରଣୀ

ସିନେ ତାରକାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍‌ ପ୍ରସଙ୍ଗ ହୋଇ ରହିଥାଏ। ବିଶେଷକରି, ପ୍ରେମ କାହାଣୀ ଏବଂ ତାରକାମାନଙ୍କର ବିବାହ କଥା ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ହୋଇଥାଏ। ବର୍ତ୍ତମାନ ବିବାହ ପ୍ରସଙ୍ଗରେ ଟଲିଉଡର ହିରୋ ପ୍ରଭାସଙ୍କ ନାମ ଶୀର୍ଷରେ ଅଛି।

Karan veer mehra talked about relationship status with chum
Karan Veer Mehra: କରଣବୀର ତାଙ୍କ ସମ୍ପର୍କକୁ ନେଇ କଲେ ଖୁଲାସା; କାହା ପ୍ରେମରେ ପଡିଲେ….

‘ବିଗ୍ ବସ୍ ୧୮’ ରେ କରଣବୀର ମେହେରା ଏବଂ ଚୁମ୍ ଦରାଙ୍ଗଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ବାହାରକୁ ଆସିବା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଲା। ପ୍ରଶଂସକମାନେ ସବୁବେଳେ ଚୁମ୍ ଏବଂ କରଣବୀରଙ୍କୁ ଏକାଠି ଦେଖିବାକୁ ଚାହାଁନ୍ତି। ଏବେ କରଣବୀର ତାଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି।

ଭୋ ଭୋ କାନ୍ଦିଲେ ହାତ ଯୋଡ଼ିଲେ
ଭୋ ଭୋ ହୋଇ କାନ୍ଦିଲେ, ହାତ ଯୋଡି କ୍ଷମା ମାଗିଲେ

ଲାଇଭ୍‌ କନସର୍ଟରେ ଏଭଳି କିଛି ହଟହଟା ହୋଇଛନ୍ତି ବଲିଉଡର ଜଣାଶୁଣା ସିଙ୍ଗର ନେହା କକର୍‌। ତାଙ୍କର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Sreeleela stuns her moonlight look in net saree
Sreeleela: ଶାଢି ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଚୋରି କଲେ ଶ୍ରୀଲୀଲା

'ପୁଷ୍ପା ୨'ରେ 'କିସିକ୍' ଗୀତରେ ନିଜର ଦମଦାର ଡ୍ୟାନ୍ସ ଷ୍ଟେପ୍ ନେଇ ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିବା ଶ୍ରୀଲୀଲା ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ଅଭିନେତ୍ରୀ ତାଙ୍କ ଫଟୋ ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ର ‘ରବିନ୍‌ହୁଡ୍’ର ପ୍ରମୋସନ ସମୟରେ ଅଭିନେତ୍ରୀ ତାଙ୍କର ଶାଢି ଲୁକ୍‌ ଶେୟାର କରିଛନ୍ତି।

The longest kissing scene in bollywood
Bollywood: ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ; ଥିଲା ୨୪୦ ସେକେଣ୍ଡ୍

୧୯୩୩ ମସିହାରେ ହିନ୍ଦୀ ସିନେମାରେ ପ୍ରଥମ ଥର ପାଇଁ ଜଣେ ହିରୋ ଏବଂ ହିରୋଇନ୍‌ଙ୍କ ଏକ ଚୁମ୍ବନ ଦୃଶ୍ୟର ସୁଟିଂ କରାଯାଇଥିଲା। ଯାହାକି ଇତିହାସର ସବୁଠାରୁ ଲମ୍ବା ଚୁମ୍ବନ ଦୃଶ୍ୟ ଥିଲା। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

Jaat trailer trending number 1 on youtube
Jaat: ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'; ପଛରେ ସଲମାନ୍-ଅକ୍ଷୟ

'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍‌ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।

Rekha dazzles in a stunning new photoshoot
Rekha: ରେଖାଙ୍କ ପୁଣି ଥରେ ଉମ୍‌ରାଓ ଜାନ ଅବତାର; ଲୋକେ ଚକିତ

ରେଖାଙ୍କୁ ହିନ୍ଦୀ ସିନେମାର ଚିର ସବୁଜ ଅଭିନେତ୍ରୀ କୁହାଯାଏ। ଅଭିନୟଠାରୁ ଦୂରରେ ଥାଇ ମଧ୍ୟ ସେ ତାଙ୍କ ଘାତକ ଲୁକ୍ ସହିତ ପ୍ରଶଂସକଙ୍କ ହୃଦୟରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ ପୁଣି ଥରେ ଅଭିନେତ୍ରୀଙ୍କ ଉମ୍‌ରାଓ ଜାନ ଅବତାର ଦେଖିବାକୁ ପାଇଛନ୍ତି।

  • Wednesday, 26 March 2025
Natasa stankovic living lavish life after divorced
Natasa Stankovic: ଛାଡପତ୍ର ପରେ ଜୀବନକୁ ଖୁବ ଉପଭୋଗ କରୁଛନ୍ତି ନତାଶା

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ଛାଡପତ୍ର ହେବାର ଦୀର୍ଘ ଦିନ ହେଲାଣି। ଉଭୟ ନିଜ ଜୀବନରେ ଆଗକୁ ବଢିଛନ୍ତି ଏବଂ ଉପଭୋଗ କରୁଛନ୍ତି। ଛାଡପତ୍ର ପରେ ନତାଶା ସୋସିଆଲ୍‌ ମିଡିଆରେ ବହୁତ ସକ୍ରିୟ ଅଛନ୍ତି।

sonu
Sonu Nigam Concert: କନସର୍ଟ ମଝିରେ ଟେକା ଫୋପାଡିଲେ ଦର୍ଶକ

ସୋନୁ ନିଗମ୍ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (DTU)ରେ ଆୟୋଜିତ ଏଞ୍ଜିଫେଷ୍ଟ ୨୦୨୫ ସମୟରେ ଏକ କନସର୍ଟ ମଝିରେ ରୋକିଥିଲେ। କିଛି ଦର୍ଶକ ତାଙ୍କ ଉପରକୁ ଟେକା ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏହି ଘଟଣା ରବିବାର ଦିନ ଘଟିଥିଲା। ଟେକା ଓ ବୋତଲ ମାଡ ସତ୍ତ୍ବେ ସୋନୁ ଶାନ୍ତ ରହିଥିଲେ। ଏପରିକି ଦର୍ଶକଙ୍କୁ ଅନୁରୋଧ କରି କହିଥିଲେ, "ମୁଁ ଆପଣମାନଙ୍କ ପାଇଁ ଗୀତ ଗାଇବାକୁ ଏଠାକୁ ଆସିଛି। ଦୟାକରି ଏପରି କରନ୍ତୁ ନାହିଁ।"

Censor's scissors used on Salman's 'Sikandar'
Sikandar: ସଲମାନ ଖାନଙ୍କ 'ସିକନ୍ଦର'ରେ ଚାଲିଲା ସେନ୍ସର ବୋର୍ଡ କଇଁଚି; ବଦଳିଲା ଏହି ସବୁ...

‘ସିକନ୍ଦର’ ରିଲିଜ୍‌କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଲାଗିଛି ସଲମାନ ଖାନଙ୍କୁ ଝଟକା। 'ସିକନ୍ଦର' ଉପରେ ଲାଗିଛି ସେନ୍ସର ବୋର୍ଡ ଲଗାମ। ଜାଣନ୍ତୁ କ’ଣ କଟିଛି।

Neha kakkar cries after coming late on her concert
Neha Kakkar: ମଞ୍ଚକୁ ଯାଉ ଯାଉ ଲୋକେ କହିଲେ ଏମିତି; ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର

ସୋସିଆଲ୍ ମିଡିଆରେ ନେହା କକ୍କରଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ, ଗାୟିକା ମଞ୍ଚରେ ପହଞ୍ଚିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ତେବେ ଘଟଣା କ’ଣ ଜାଣିବା ପାଇଁ ପୂରା ଖବର ଦେଖନ୍ତୁ।

Sunny deol actress reginaa cassandraa has worked in many south films
Reginaa Cassandraa: 'ଜାଟ୍‌'ରେ ସନ୍ନି ଦେଓଲଙ୍କ ମନ ଚୋରି କରିଥିବା ରେଜିନା କିଏ…

ସନ୍ନି ଦେଓଲଙ୍କ ଆଗାମୀ ଫିଲ୍ମ 'ଜାଟ୍‌'ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଜଣେ ସୁନ୍ଦରୀ ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବାସ୍ତବରେ ସେ ଫିଲ୍ମରେ ସନ୍ନି ଦେଓଲଙ୍କ ସହ ପ୍ରେମ କରୁଥିବା ଦେଖିବାକୁ ମିଳେ। ବର୍ତ୍ତମାନ ଏହି ଅଭିନେତ୍ରୀ କିଏ ବୋଲି ଜାଣିବାକୁ ସମସ୍ତେ ଆଗ୍ରହୀ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି, ତେବେ ଏହି ରିପୋର୍ଟ ଦେଖନ୍ତୁ...

  • Tuesday, 25 March 2025
Ishan kishan rumoured girlfriend who is aditi hundia
Aditi Hundia: ଈଶାନ କିଶନ ସହ ଉଡୁଛି ପ୍ରେମ ଗୁଜନ୍; କିଏ ସେହି ମନ ଚୋରଣୀ…

ଆଇପିଏଲ ୨୦୨୫ର ଦ୍ୱିତୀୟ ମ୍ୟାଚ୍‌ରେ କ୍ରିକେଟର ଈଶାନ କିଶନ ହଇଚଇ ସୃଷ୍ଟି କରିଛନ୍ତି। ସେ ମାତ୍ର ୪୫ ବଲ୍‌ରେ ଶତକ ହାସଲ କରିଥିଲେ। ତାଙ୍କର ଏବେ ସବୁଆଡେ ଆଲୋଚନା ହେଉଛି। ଈଶାନ କିଶନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି।

Rubina Dilaik gave beautiful pose in white anarkali suit
Rubina Dilaik: ପାରମ୍ପରିକ ଲୁକ୍‌ରେ ଗ୍ଲାମରର ଛୁଙ୍କ ଦେଲେ ରୁବିନା ଦିଲୈକ

ସୁନ୍ଦର ତଥା ପ୍ରତିଭାବାନ ଟିଭି ଅଭିନେତ୍ରୀ ରୁବିନା ଦିଲୈକ ବର୍ତ୍ତମାନ କୁକିଂ ରିଏଲିଟି ଶୋ 'ଲାଫ୍ଟର ଶେଫ୍ସ'ରେ ନଜର ଆସୁଛନ୍ତି। ଏହାରି ଭିତରେ, ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ପାରମ୍ପରିକ ଲୁକ୍ ସହିତ ଗ୍ଲାମରର ଛୁଙ୍କ ଦେଇଛନ୍ତି। ଦେଖନ୍ତୁ ତାଙ୍କର ଆକର୍ଷଣୀୟ ଫଟୋ...

Disha Patani fitness secret of actress perfect figure
Disha Patani: ଦିଶା ପଟାନୀଙ୍କ ପର୍‌ଫେକ୍ଟ୍ ଫିଗରର ରାଜ୍ କ’ଣ; ଆସନ୍ତୁ ଜାଣିବା

ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ନିଜ ଫିଟ୍‌ନେସ୍‌ ପାଇଁ ବେଶ୍ ଜଣାଶୁଣା। ଲୋକମାନେ ଦିଶାଙ୍କ ପର୍‌ଫେକ୍ଟ୍ ଫିଗରକୁ ଖୁବ୍ ପ୍ରଶଂସା କରନ୍ତି। ଶରୀରକୁ ପର୍‌ଫେକ୍ଟ୍ କରିବା ପାଇଁ ଦିଶା ମଧ୍ୟ ବହୁତ ପରିଶ୍ରମ କରନ୍ତି। ଆଇପିଏଲ୍ ୨୦୨୫ର ଉଦଘାଟନୀ ସମାରୋହରେ ପ୍ରଦର୍ଶନ କରି ଦିଶା ପୁଣି ଥରେ ଛାଇଯାଇଛନ୍ତି। ଆସନ୍ତୁ ତାଙ୍କ ଫିଟ୍‌ନେସ୍‌ର ରାଜ ଜାଣିବା।

Sunny deol returns with action avatar after gadar 2
Jaat Trailer: ଅଢେଇ କିଲିଆ ହାତର ଶକ୍ତି ଏବେ ସାଉଥ୍ ଦେଖିବ; ଜାଟ୍ ହୋଇ ରଣଦୀପଙ୍କ ସହ ଲଢିବେ ସନ୍ନି

ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ଟ୍ରେଲର୍‌ ରିଲିଜ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି।

Aditi rao hydari royal look in black golden anarkali suit
Aditi Rao Hydari: ରାଜକୀୟ ଷ୍ଟାଇଲ୍ ଦେଖେଇ ମନ କିଣିଲେ ଅଦିତି ରାଓ ହୈଦରୀ

ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ତାଙ୍କ ରାଜକୀୟ ଷ୍ଟାଇଲ୍ ପାଇଁ ସବୁବେଳେ ଜଣାଶୁଣା। ନିକଟରେ ସେ ଏକ କଳା ଏବଂ ସୁବର୍ଣ୍ଣ ଅନାର୍‌କଲୀ ସୁଟ୍‌ରେ ନିଜର ଷ୍ଟାଇଲିସ୍ ଲୁକ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଲୁକ୍ କେବଳ କ୍ଲାସିକ୍ ନୁହେଁ, ଏଥ୍‌ନିକ୍ ଏବଂ ଆଧୁନିକ ଫ୍ୟାଶନର ଏକ ବଡ଼ ମିଶ୍ରଣ ମଧ୍ୟ।

Hina Khan reached event without wearing a wig
Hina Khan: ୱିଗ୍ ନପିନ୍ଧି ରେଡ୍ କାର୍ପେଟ୍‌ରେ ଏଣ୍ଟ୍ରୀ କଲେ ହିନା ଖାନ; ଲୋକଙ୍କ ଆଖି ଲାଖି ଗଲା

ଟିଭି ଦୁନିଆରେ ହିନା ଖାନ ଜଣେ ଲୋକପ୍ରିୟ ସୁନ୍ଦରୀ। ଆଜିକାଲି ଅଭିନେତ୍ରୀ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟର ଯନ୍ତ୍ରଣା ଦେଇ ଗତି କରୁଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ତାଙ୍କର ଆକର୍ଷଣ କମି ନାହିଁ। ଏବେ ଅଭିନେତ୍ରୀ ଏକ ଇଭେଣ୍ଟରେ ଯୋଗଦେଇଥିଲେ। ଏଠାରୁ ତାଙ୍କର ଫଟୋ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି।

Tamannaah Bhatia flaunts traditional look in pink saree
Tamannaah Bhatia: ଶାଢି ଲୁକ୍ ଦେଖାଇ ମନ ମୋହିଲେ ତମନ୍ନା ଭାଟିଆ

ତମନ୍ନା ଭାଟିଆ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ ସମସ୍ତଙ୍କ ହୃଦୟ ଚୋରି କରେ। ବର୍ତ୍ତମାନ ତାଙ୍କର ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ତାଙ୍କର ଶାଢି ଲୁକ୍ ଦେଖାଇଛନ୍ତି।

  • Monday, 24 March 2025
Salman khan movie sikandar intense trailer released
Sikandar: 'ସିକନ୍ଦର'ର ବିସ୍ଫୋରକ ଟ୍ରେଲର୍‌; ଲୋକେ କହିଲେ ଫିଲ୍ମ ବ୍ଲକ୍‌ବଷ୍ଟର୍‌

ରିଲିଜ୍‌ ହେବା ମାତ୍ରେ 'ସିକନ୍ଦର'ର ଟ୍ରେଲର ଛାଇଯାଇଛି। ସଲମାନ ଖାନଙ୍କ ପ୍ରଶଂସକମାନେ ମତ ଦେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି। ରିଲିଜ୍‌ ହେବା ପୂର୍ବରୁ ମଧ୍ୟ ସେମାନେ ଫିଲ୍ମକୁ ଏକ ବ୍ଲକବଷ୍ଟର ବୋଲି କହୁଛନ୍ତି।

Special Story: Sushant Singh Rajput Case Closed: CBI Gives Clean Chit to Rhea Chakraborty!
ସୁଶାନ୍ତ ଫାଇଲ୍ କ୍ଲୋଜ୍ ରିୟାକୁ କ୍ଲିନଚିଟ୍

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସିବିଆଇ କ୍ଲୋଜର୍ ରିପୋର୍ଟ ଦେବା ସହ ରିୟା ଚକ୍ରବର୍ତ୍ତୀଙ୍କୁ ଦେଇଛି କ୍ଲିନଚିଟ୍।

Shahid kapoor gets romantic with wife mira rajput in pool
Shahid Kapoor: ପୁଲ୍‌ରେ ଶାହିଦ-ମୀରାଙ୍କ ରୋମାଣ୍ଟିକ୍ ପୋଜ୍; ପାଣିରେ ଲାଗିଲା ନିଆଁ

ବଲିଉଡ୍‌ର ପ୍ରଶଂସକଙ୍କ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହିଦ କପୁର ଏବଂ ମୀରା ରାଜପୁତ ଅନ୍ୟତମ। ଉଭୟଙ୍କ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୁଏ। ନିକଟରେ ଶାହିଦ ତାଙ୍କ ଛୁଟିଦିନର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏଥିରେ ସେ ମୀରାଙ୍କ ସହ ପୋଖରୀରେ ରୋମାନ୍ସ କରୁଥିବା ଦେଖିବାକୁ ମିଳେ।