୨୪ ବିପର୍ଯ୍ୟୟ ପରଠୁ ଆଉ କାମ କରୁନି ବିଜେଡି ସୁପ୍ରିମୋ ନବୀନଙ୍କ ଗୋଟି ଚାଳନା। ଦିନେ ଜାତୀୟ ରାଜନୀତିରେ ଦବଦବା ରଖୁଥିଲେ। ଏବେ ଚିତ୍ର କିନ୍ତୁ ପୂରା ଓଲଟା, ଏକରକମ୍ ପ୍ରାସଙ୍ଗିତକା ହରାଇବାର ସ୍ଥିତି। ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ଦ୍ୱନ୍ଦ୍ୱରେ ବିଜେଡି ନେତା ଓ କର୍ମୀ। ଦଳର ସମଦୂରତା ନୀତି ବି ପ୍ରଶ୍ନ ଘେରରେ। ଏଭଳି ସ୍ଥିତିରେ ବିଜେପି କହିଛି, ବିଜେଡି ଭାଡି ଫାଙ୍କା ହେଇଯିବ।
Published By: Satyendu Shekher Mishra
Last updated: 13 December 2024, 10:13 PM IST
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ ।