• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Puspanjali Panda

Puspanjali Panda

Freelancer

Posts by Puspanjali Panda

ସଂସାର ଭାଙ୍ଗିଦେଲା ଇନ୍‌ଷ୍ଟାଗ୍ରାମ
Instagram Murder Shock: ସୁନାର ସଂସାର ଭାଙ୍ଗିଦେଲା ସୋସିଆଲ ମିଡିଆ...ରକ୍ତର ହୋଲି ଖେଳିଲେ ପତ୍ନୀ

ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି...

ଝିଅର ଦାମ୍ ଅଢ଼େଇ ଲକ୍ଷ
Human Trafficking in Jaipur: ଏଠି ଶରୀରର ରଙ୍ଗ ଦେଖି ମଣିଷର ମୂଲ ଛିଣ୍ଡେ, ତା’ପରେ ନିଶା ଖୁଆଇ ଚାଲାଣ ହୁଏ !

ନାବାଳିକା ଓ ଯୁବତୀଙ୍କ ମୂଲ୍ୟ ସେମାନଙ୍କ ଶରୀରର ରଙ୍ଗ ଏବଂ ଗଠନ ଦେଖି ସ୍ଥିର ହୁଏ। ଏନଜିଓ ମାଧ୍ୟମରେ ଗ୍ରାହକଙ୍କ ସାମନାରେ ମୂଲ୍ୟ ଛିଣ୍ଡିବା ପରେ ବିବାହ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ ହୁଏ। ବାହାଘର ସମୟରେ ଯେଭଳି ସେମାନେ କୌଣସି ପ୍ରତିରୋଧ କରିବେ ନାହିଁ, ଏଥିପାଇଁ ଯୋଜନାବଦ୍ଧ...

ହତ୍ୟା ପଛରେ ଗୁପ୍ତ ଭିଡିଓ
Navi Mumbai Cab Driver Murder: କ୍ୟାବ୍ ଡ୍ରାଇଭର ମୋବାଇଲରେ ଥିଲା ପ୍ରେମୀଯୁଗଳଙ୍କ ଭିଡିଓ, ତା’ପରେ ଘଟିଲା ଭୟଙ୍କର କାଣ୍ଡ

ସୁରେନ୍ଦ୍ର ନିଜ ମୋବାଇଲରେ ରେକର୍ଡ କରିଥିବା ଏହି ଭିଡିଓ ନିଜ ପାଖରେ ରଖିଥିଲା। ରିଆଙ୍କୁ ଏହି ଭିଡିଓ ପରବର୍ତ୍ତି ସମୟରେ ଦେଖାଇ ବ୍ଲାକମେଲ୍ କରିଥିଲା। ରିଆଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଏକ ପ୍ରକାର ବାଧ୍ୟ କରିଥିଲା। ଏହି ଘଟଣାକୁ ନେଇ ରିଆ ମାନସିକ ଚାପରେ ଥିଲେ। ସେ ବିଶାଲଙ୍କୁ...

ମିଛ ସଂପର୍କ
Same-sex Relationship Scandal: ମିଛ ସମ୍ପର୍କରେ ବାନ୍ଧି ହୋଇଥିଲେ ଦୁଇ ବାନ୍ଧବୀ, ତା’ପରେ ଘଟିଲା ଏମିତି...

ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠେ। ପରସ୍ପର ୪ ବର୍ଷ ସ୍ବାମୀ-ସ୍ତ୍ରୀ ଭଳି ଏକାଠି ଗୋଟିଏ ଛାତ ତଳେ କାଟନ୍ତି। କିନ୍ତ ସେମାନଙ୍କ ଏହି ପ୍ରେମ କାହାଣୀରେ ଯେତେବେଳେ ଅନ୍ୟ ଜଣେ ବ୍ୟକ୍ତି ଆସନ୍ତି, ସେତେବେଳେ ସେ ଜଣେ ଯୁବତୀଙ୍କୁ ସାଙ୍ଗରେ ନେଇ ଚାଲିଯାଆନ୍ତି।

ପୂଜକ ପାଲଟିଲା ପିଶାଚ
Worshipper Turned Murderer: ମନ୍ଦିର ପୂଜକ ପାଲଟିଲା ପିଶାଚ...କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ତେଲେଙ୍ଗାନାର ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରି ସେପ୍ଟିକ୍ ଟ୍ୟାଙ୍କରେ ଫିଙ୍ଗି ଦେବା ମାମଲାରେ ରଙ୍ଗାରେଡି ଜିଲ୍ଲା କୋର୍ଟ ଦୋଷୀ ପୂଜକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆୟାଗରୀ ଭେଙ୍କଟ ସାଇ କୃଷ୍ଣ ଅଭିନେତ୍ରୀ କୁରୁଗନ୍ତି ଆପସରାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ସେପ୍ଟିକ୍ ଟ୍ୟାଙ୍କରେ ପକାଇ...

ଭାଇ ପାଇଁ ଲୁଟ୍
Brother's Crime for Bail: ଜେଲ୍‌ରେ ଥିବା ଭାଇକୁ ମୁକୁଳାଇବାକୁ ଲୁଟ୍ କଲା, ହତ୍ୟାକାରୀ ବି ସାଜିଲା

ପୁଲିସ ଏହି ହତ୍ୟା ମାମଲାରେ ଜଣେ ୨୨ ବର୍ଷୀୟ ଯୁବକ ସୌରଭ କୁମାର ଏବଂ ତା ଅଭିଭାବକଙ୍କୁ ଗିରଫ କରିଛି। ଏକ ହତ୍ୟା ଅଭିଯୋଗରେ ଜେଲରେ ଥିବା ସୌରଭର ଭାଇର ଜାମିନ ପାଇଁ ପାଣ୍ଠି ବ୍ୟବସ୍ଥା କରିବା ପାଇଁ ସୌରଭ ଶ୍ରୀ ମିଶ୍ରଙ୍କ ଘରେ ଲୁଟ୍ ଯୋଜନା କରିଥିଲା।...

କନ୍ୟାର ଜଘନ୍ୟକାଣ୍ଡ
Contract Killing for Marriage Rejection: ପ୍ରି ଓ୍ବେଡିଂ ଫଟୋ ସୁଟ୍ ପରେ କନ୍ୟାକୁ ପସନ୍ଦ ଆସିଲାନି ବର...ସଫା ସଫା କହିଲା ‘ତାକୁ ସଫା କରିଦିଅ’

ମୟୂରୀ କୌଣସି କାରଣରୁ ସାଗରକୁ ବିବାହ କରିବାକୁ ଚାହୁଁ ନଥିଲା। ତେଣୁ ମୟୂରୀ ଦାଙ୍ଗଡେ ଏବଂ ସହଯୋଗୀ ସନ୍ଦୀପ ଗାୱାଡେ ଭାବି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯେଉଁମାନେ ସୁପାରି ନେଇଥିଲେ ସେମାନେ ପୁଲିସ ହାତରେ ଗିରଫ...

କାଳରାତିର କାହାଣୀ
Gang Rape in Uttar Pradesh: ପୀଡ଼ିତାଙ୍କ ମୁହଁରେ ସେଇ କାଳରାତିର କଳା କାହାଣୀ, ଶୁଣିଲେ ଛାତି ଥରିଉଠିବ

ଏପ୍ରିଲ ୩ ତାରିଖରେ ଦାନିଶ ତାଙ୍କୁ ତାଙ୍କ ବନ୍ଧୁଙ୍କ ରୁମକୁ ନେଇଯାଇଥିଲେ। ସେଠାରେ ସୋହେଲ, ସୋଏବ ଏବଂ ଅନ୍ୟ କିଛି ଯୁବକ ସେହି ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ସମସ୍ତେ ଚୌକାଘାଟ ନିକଟରେ ପୀଡ଼ିତା ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ପରଦିନ...

ରାତି ଅଧରେ ରହସ୍ୟମୟୀ ମହିଳା
Crime Story: ବିଳମ୍ବିତ ରାତିରେ ସମସ୍ତଙ୍କ ନିଦ ଭାଙ୍ଗୁଥିବା ସେଇ ରହସ୍ୟମୟୀ ମହିଳା କ’ଣ ଭୂତ ?

ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡ଼େଇବା ଭିଡିଓ ଭାଇରାଲ ହେବା ପରେ ଚନ୍ଦନନଗର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ପରେ ପୁଲିସ ଟିମ୍ ସତ ଜାଣିବାକୁ ଉଦ୍ୟମ କରିଥିଲା। ଏହା କୌଣସି ଭୂତ ପ୍ରେତ କିମ୍ବା ଚୋର ଦଳଙ୍କ କାମ ବୋଲି ପ୍ରଥମେ ସନ୍ଦେହ...

ପତିହତ୍ୟା ପାଇଁ ପ୍ଲାନ୍
Murder Plan: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

ବିବାହର ମାତ୍ର ଦୁଇ ସପ୍ତାହ ପରେ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇପାରେ କେହି କେବେ ସ୍ବପ୍ନରେ ବି ଭାବିପାରିବେନି। ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ସଫା କରିଦେବାକୁ ସୁପାରି କିଲରଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲା। ଏହି ଟଙ୍କା ନେଇ ସୁପାରି କିଲର୍ ସେହି ନବ ବିବାହିତ...

ହସପିଟାଲ କେଳେଙ୍କାରୀ
Black Magic in Hospital: ହସପିଟାଲ ଭିତରେ ବ୍ଲାକ୍ ମ୍ୟାଜିକ୍, ମାଟି ତଳୁ ମିଳିଲା ମଣିଷ ହାଡ଼, ଚୁଟି ଓ କଳସ

ବର୍ତ୍ତମାନର ଟ୍ରଷ୍ଟିଙ୍କ କାର୍ଯ୍ୟାଳୟ ତଳେ ଖୋଳାଯିବା ପରେ ମଣିଷ ହାଡ଼, ଚୁଟି, ଚାଉଳ ଥିବା ଆଠଟି କଳସ ମିଳିଥିଲା। କେବଳ ସେତିକି ନୁହେଁ, ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ କାର୍ଯ୍ୟାଳୟ ତଳୁ ମିଳିଛି। ହସପିଟାଲରେ ଏଭଳି ଘଟଣା ସାମନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ସାକ୍ଷୀମାନଙ୍କ...

Triple Talaq
Divorce:ଥାନା ଆଗରେ ତିନି ତଲାକ ଘଟଣା, ପଞ୍ଚାୟତର କଠୋର ନିଷ୍ପତ୍ତି

ସେମାନେ ଉବୈଶ ଏବଂ ତାଙ୍କ ଭାଇ ଅବଦୁଲ୍ଲାଙ୍କୁ ଥାନାରେ ଗୋଇଠା ମାରିଥିଲେ। ଏହି ଘଟଣା ବିବାଦକୁ ଅଧିକ ବଢ଼ାଇ ଦେଇଥିଲା। ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଉବୈଶ ରାଗି ଯାଇ...

Murder
Homicide Scandal: ରାମପୁରରେ ୭ ଥର ବିଷ ଇଞ୍ଜେକ୍ସନରେ ପତ୍ନୀ ହତ୍ୟା, ରବି ଓ ସହଯୋଗୀଙ୍କର ଷଡଯନ୍ତ୍ର

ଗୋଟିଏ ପାର୍ଶ୍ୱରେ ଗାଡ଼ି ରଖିବା ପରେ ପଛରେ ବସିଥିବା ଶାନୁ ତୁରନ୍ତ ମିନୁଙ୍କ ଦୁଇ ହାତକୁ ପଛକୁ ଟାଣି ନେଲା। ରବି ତାଙ୍କୁ ଧରି ପକାଇଲା। ଯତୀନ୍ ମିନୁଙ୍କ ବେକରେ କ୍ରମାଗତ ଭାବେ ୭ଟି ଇଞ୍ଜେକ୍ସନ ଦେଇଥିଲା। ଯାହା ଫଳରେ ତାଙ୍କର କିଛି ମିନିଟ୍ ମଧ୍ୟରେ ମୃତ୍ୟୁ ହୋଇଥିଲା।...

ଶବର ଗୋଡ଼ କାଟିଦେଲେ
Crime Story: ମଣିଷ ଶବକୁ କୁକୁର ଶବ କହି ଖସିଯାଉଥିଲେ ହତ୍ୟାକାରୀ...ଧରାପଡ଼ିବା ପରେ ସାମ୍ନାକୁ ଆସିଲା ସତ

ପୁଲିସ ତଦନ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆଣିଛି। ରବିବାର ଅପରାହ୍ନ ପ୍ରାୟ ୪ଟା ରୁ ୫ ଟା ମଧ୍ୟରେ ସୁମିତାଙ୍କ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟି ହତ୍ୟା କରାଯାଇଥିଲା। ମୃତଦେହ ମଧ୍ୟମଗ୍ରାମର ୫୫ ବର୍ଷୀୟା ଆରତୀ ଘୋଷ ଏବଂ ୩୪ ବର୍ଷୀୟା ଫାଲଗୁନି ଘୋଷଙ୍କ...

ନିଶା କବଳରେ ପଡ଼ି ନିଜ ଘରୁ ଲୁଟ୍
Student Loots One Crore: କୁସଂଗରେ ପଡ଼ି ମଦ ପିଇଲା ଦଶମ ଶ୍ରେଣୀ ଛାତ୍ର, ତା’ପରେ ନିଜ ଘରୁ ଲୁଟିନେଲା କୋଟିଏ ଟଙ୍କା

କୁସଂଗରେ ପଡ଼ିଥିବା ପୁଅକୁ ଭଲ ବାଟକୁ ଆଣିବାକୁ ବ୍ୟବସାୟୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ନେଲେ। ତେବେ ପୁଅକୁ ଡରାଇବା ପାଇଁ ତାକୁ ଘରର ସମସ୍ତ ସମ୍ପତ୍ତିରୁ ବେଦଖଲ କରିବାକୁ ଧମକ ଦେଇଥିଲେ। ଏହି କଥା ପୁଅ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗଲା ଫେବ୍ରୁଆରି...

ମହିଳା ଆଇପିଏସ୍‌ଙ୍କୁ ରାସ୍ତାକଡ଼କୁ ଠେଲିଦେଲେ
Crime Story: ମହିଳା ଆଇପିଏସଙ୍କୁ ଚଳନ୍ତା କାରରେ ଘୋଷାଡ଼ି ରାସ୍ତା କଡ଼କୁ ଠେଲିଦେଲେ

କାର ଭିତରେ ୩ କନଷ୍ଟେବଳଙ୍କୁ ମାଡ଼ି ବସିବାକୁ ଉଦ୍ୟମ କରିବାରୁ ସେମାନେ ଏହି ମହିଳା ଆଇପିଏସଙ୍କୁ ରାଜପଥରେ ପାଖାପାଖି ୩୦୦ ମିଟର ଘୋଷାରି ନେଇଥିଲେ। ପରେ ରାସ୍ତା ଉପରେ ଠେଲି ଫେରାର ହୋଇଯାଇଥିଲେ। ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା। ଏହି ଘଟଣାରେ ବହିଷ୍କୃତ ହୋଇଥିବା ୨...

ପୁଅ ରଚିଲା ଷଡ଼ଯନ୍ତ୍ର
Crime Story: ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଲା ପୁଅ

ଏହି ଭୟ ଯୋଗୁ ଫେବୃଆରୀ ୧୬ ତାରିଖରେ ସେ ହତ୍ୟା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟାକାଣ୍ଡର ଏକ ଡିଲ୍ କରିଥିଲା। ଯୋଜନା ଅନୁଯାୟୀ, ୧୬ ତାରିଖ ରାତିରେ ରାକେଶ ପ୍ରଥମେ ଯାଇ ବାପା କେଉଁଠି ଶୋଇଛନ୍ତି, ଦେଖିଥିଲା।...

ସେଇ କାଳରାତିର କାହାଣୀ
Crime Story: ୫ ନାବାଳିକା, ୧୮ ନାବାଳକ ଓ ସେଇ କାଳ ରାତିର କାହାଣୀ

ଗାଁ ଲୋକେ କାରୋ ନଦୀ ନିକଟରେ ଘଟିଥିବା ଗଣଦୁଷ୍କର୍ମ ସମ୍ପର୍କରେ ଖବର ପାଇବା ପରେ ସେଠାରେ ପହଞ୍ଚିଥିଲେ। ଅବଶିଷ୍ଟ ୪ ଜଣ ପୀଡ଼ିତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତମାନେ ଏହି ପୀଡ଼ିତା ନାବାଳିକାଙ୍କୁ ଭୟଭୀତ କରିବା ସହ ଜୀବନରୁ ମାରିଦେବାକୁ...

ପରିବାରକୁ ବିଷ ଦେଇ ନିଜେ ଝୁଲିପଡ଼ିଲେ
Suicide Over Debt Worries : ନିଦ ହଜାଇଲା ଋଣ ଚିନ୍ତା...ସମସ୍ତଙ୍କୁ ବିଷ ଦେଇ ନିଜେ ଝୁଲିପଡ଼ିଲେ

ଚେତନ ଏଭଳି ପଦକ୍ଷେପ ନେବା ପୂର୍ବରୁ ନିଜ ପତ୍ନୀ, ପୁଅ ଓ ବୁଢ଼ୀ ମା‘ଙ୍କୁ ବିଷ ଦେଇ ମାରିଦେଲେ। ପରବର୍ତ୍ତୀ ସମୟରେ ନିଜେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏ ନେଇ ବିଦ୍ୟାରଣ୍ୟପୁରମ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।...

ସେଦିନର ସେଇ ରକ୍ତଭିଜା କାହାଣୀ
Crime Story: କିଏ ସେଇ ଭୟଙ୍କର ହତ୍ୟାକାଣ୍ଡର ଅଦୃଶ୍ୟ ହତ୍ୟାକାରୀ...ଏବେ ବି ତଦନ୍ତ ବାଟବଣା

ଗମ୍ଭୀରଙ୍କୁ ମୁକ୍ତ କରିବା ପରେ କୌଣସି ସମ୍ପର୍କୀୟ ତାଙ୍କୁ ଜେଲରୁ ନେବାକୁ ଆସି ନଥିଲେ। ଗମ୍ଭୀର ସିଂହ ଖଣ୍ଡୌଲିରେ ରହୁଥିବା ତାଙ୍କ ଶ୍ୱଶୁରଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଆସିବାକୁ ମନା କରିଥିଲେ। ବାହାରକୁ ଆସିବା ପରେ ତାଙ୍କ ପାଖରେ ମାତ୍ର ୩୦୦ ଟଙ୍କା ଥିଲା। ଏହି ରାଶି...