• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

Prasan Subudhi

Editor

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବ� ...more

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ଓଟିଭିରେ ଯୋଗ ଦିଅନ୍ତି ଶ୍ରୀଯୁକ୍ତ ସୁବୁଦ୍ଧି... ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜଫ୍ୟୁଜର ପ୍ରଯୋଜକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରନ୍ତି, ତାସହ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସର ପ୍ରଯୋଜକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାନ୍ତି

less

Posts by Prasan Subudhi

ଷ୍ଟେସନରେ ଦାଦନ ଶ୍ରମିକଙ୍କ ଭିଡ଼
Migrant Labourers of Patanagarh: ଦାଦନଗଡ଼ର ଚିତ୍ର ଓ ଚରିତ୍ର...ଷ୍ଟେସନରେ ଗାଡ଼ି ଲାଗିଲେ ଭୋକିଲା ମଣିଷଙ୍କ ଭିଡ଼ ଜମୁଛି

ମୁହଁରେ ଗାମୁଛା ଘୋଡାଇ ପୁଅର ଶବକୁ ଅପେକ୍ଷା କରିଥିବା ବାପା କହୁଛି, ଦାନା ପାଇଁ ଦାଦନ ଯାଇଥିଲା ପୁଅ । ଶବ ହୋଇ ଫେରିଛି । ମୋତେ ଇଟାଭାଟି ମାଲିକ କହିଲା, କିଛି ଟଙ୍କା ନିଅ, ମୁଁ...ଏଠି ଶବକୁ ପୋଡି ଦେଉଛି । କିନ୍ତୁ ମୁଁ କହିଲି....ଟଙ୍କା ନେଇ...

ଡାକ୍ତରଖାନା ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ
Hanging Dead Body in Hospital: ହସପିଟାଲରେ ରୋଗୀଙ୍କ ମୃତ୍ୟୁ...ହତ୍ୟା ନା ଆତ୍ମହତ୍ୟା...ଲାଗିରହିଛି ସସପେନସ...

ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି । ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ ।

How to Remove Sweat Smell From Body
ଆପଣଙ୍କ ଦେହରୁ ଝାଳ ଗନ୍ଧ ବାହାରୁଛି କି ? ମାନନ୍ତୁ ଏହି ଟିପ୍ସ…

ଯେତେବେଳେ ଜିମ୍‌ରେ ପରିଶ୍ରମ କରିବା ପରେ ଦେହରୁ ଝାଳ ବୋହି ଏହା ଆପଣଙ୍କୁ ଖୁସି ଦିଏ, ସେତେବେଳେ ଏହା ଜିମ୍‌ରେ ଥିବା ଅନ୍ୟ ଲୋକଙ୍କ ନାକକୁ ରୁନ୍ଧି ଦେଇପାରେ। ତେବେ ଏମିତି କିଛି ସହଜ ଟିପ୍ସ ରହିଛି ଯାହାକୁ ଆପଣେଇବା ଦ୍ୱାରା ଝାଳର ଏହି କଟୁ ଦୁର୍ଗନ୍ଧରୁ ମୁକ୍ତି...

ମନ୍ତ୍ରୀ ଯିବା ପରେ ମଣ୍ଡି ଅବସ୍ଥା
Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ

ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ...

ପୁରୀ ମାତାମଠରେ ବ୍ୟଞ୍ଜନ ଦ୍ୱାଦଶୀ
Byanjan Dwadasi in Puri: ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନରେ ବ୍ୟଞ୍ଜନ ଦ୍ୱାଦଶୀ...ଏହି ପ୍ରସାଦ ସେବନ କଲେ...

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ...

Relationship with the partner
ପାର୍ଟନରଙ୍କ ସହ ସଂପର୍କ ବିଗିଡ଼ିଯାଉଛି କି ? କେମିତି ଜାଣିବେ..

ଆପଣ ବିବାହ କରିଛନ୍ତି। କିନ୍ତୁ ସ୍ୱାମୀ-ସ୍ତ୍ରୀ ସଂପର୍କରେ ଆପଣ ସନ୍ତୁଷ୍ଟ ନୁହଁନ୍ତି। କ’ଣ କରିବେ ? ଯେମିତି ଚାଲିଛି ସେମିତି ଚାଲିବାକୁ ଦେବେ ନା କିଛି ଉପାୟ ଚିନ୍ତା କରିପାରିବେ। ମନେ ରଖନ୍ତୁ,ଏମିତି ପରିସ୍ଥିତି ବିବାହ ବିଚ୍ଛେଦର କାରଣ ହୋଇପାରେ। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ କେମିତି ଜାଣିବେ…ଆପଣଙ୍କ...

Parents important role to development there children
ପିଲାଙ୍କୁ କେମିତି କରିବେ ଦାୟିତ୍ୱବାନ, ଜାଣନ୍ତୁ କିଛି ପ୍ୟାରେଣ୍ଟିଂ ଟିପ୍ସ…

ପିଲାମାନଙ୍କର ବ୍ୟକ୍ତିତ୍ୱର ବିକାଶରେ ପିତାମାତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଭିଭାବକମାନେ ଯେପରି ପିଲାମାନଙ୍କୁ ବଢାନ୍ତି, ସେହିଭଳି ଗୁଣ ପିଲାଙ୍କଠାରେ ବିକଶିତ ହୁଏ। ପିତାମାତାଙ୍କ ସହିତ ପିଲାର ସମ୍ପର୍କ ଏବଂ ଏକାଠି ବିତାଇଥିବା ସମୟ ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେବେ ଆଜିକାଲି ଉଭୟ ପିତାମାତା ବ୍ୟସ୍ତ...

ଥାନାବାବୁଙ୍କ ଅନୈତିକ ସଂପର୍କ
Kotagada Police Station: ପ୍ରେମିକା ସହ ସ୍ୱାମୀଙ୍କୁ କାବୁ କଲେ ପତ୍ନୀ...ନ୍ୟାୟ ପାଇଁ ଗୁହାରି

ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା...

ବିରଳ ଅସ୍ତ୍ରୋପଚାର
Rare Operation In Care Hospital: ବିରଳ ଆର୍ଟିକ୍ ସର୍ଜରୀ, ୧୦ ଘଣ୍ଟା ଧରି ଚାଲିଲା ଅସ୍ତ୍ରୋପଚାର, ବଞ୍ଚିଗଲେ ପ୍ରଜ୍ଞାସ୍ମିତା

ଓଡ଼ିଶାର ଡାକ୍ତର କରିଛନ୍ତି ବିରଳ ସର୍ଜରୀ। ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଡାକ୍ତରୀ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଂଭବ ହୋଇପାରିଛି।

The Relationship between Father and Son
ବାପା-ପୁଅ ସଂପର୍କକୁ କେମିତି କରିବେ ମଜଭୁତ, ଜାଣନ୍ତୁ କିଛି ଟିପ୍ସ…

ବାପା ଏବଂ ପୁଅଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସତ୍ତ୍ୱେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଭାବନା ଏବଂ ସମ୍ବେଦନାର ଅଭାବ ଦେଖିବାକୁ ମିଳେ। ଯେଉଁଥିପାଇଁ ମନରେ ଅନେକ ପ୍ରେମ ଏବଂ ସ୍ନେହ ଥିବା ସତ୍ତ୍ୱେ ସେମାନେ ନିଜ ନିଜ ଭାବନା ବାଣ୍ଟି ପାରନ୍ତି...

Face chest pain, headache etc. due to blood pressure disease
ଆପଣ ରକ୍ତଚାପର ଶିକାର ହେଉଛନ୍ତି କି ? ମାନନ୍ତୁ ଏହି ଟିପ୍ସ, ମିଳିବ ସଫଳତା

ଜୀବନଶୈଳୀରେ ପରିବର୍ତ୍ତନ କରି ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ। ଅନେକ ସମୟରେ ଲକ୍ଷ୍ୟ କରାଯାଉଛି ଆପଣ ଯାହା ଖାଉଛନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ସାବ୍ୟସ୍ତ ହେଉଛି। କିନ୍ତୁ ଆମେ ଜାଣିନପାରି ଔଷଧ ସେବନ କରିବାକୁ ବାଧ୍ୟ ହେଉଛି। ଖରାପ ଖାଦ୍ୟ ଯୋଗୁଁ ପ୍ରତ୍ୟେକ ଘରେ...

ମୁଣ୍ଡ ଖାଉଛି ଡ୍ରେନ୍
Cuttack Drain Tragedy: କଟକରେ ପୁଣି ଡ୍ରେନ ଟ୍ରାଜେଡି...ଯାଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

କଟକ ସହରରେ ବାରମ୍ବାର ଡ୍ରେନ୍ ଦୁର୍ଘଟଣା ଘଟୁଥିବା ବେଳେ ଅଧିକାରୀଙ୍କ ଦାୟିତ୍ବହୀନତା ଏହାର କାରଣ ବୋଲି କୁହାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିନା ସୁରକ୍ଷା ଉପକରଣରେ କେମିତି ଚାଲିଥିଲା ଡ୍ରେନ୍ ନିର୍ମାଣ।

ଗୁଗୁଲ୍ ମ୍ୟାପ ଦେଖି ଫସିଗଲେ ଟ୍ରକ ଡ୍ରାଇଭର୍
Google Map Betrays: ପୁଣି ଧୋକ୍କା ଦେଲା ଗୁଗୁଲ୍ ମ୍ୟାପ୍...ଘାଟି ରାସ୍ତାରେ ୩ ଦିନ ଧରି ଫସିଛି ଚାଉଳ ବୋଝେଇ ଟ୍ରକ୍

ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।

ସନା ମହାକୁଡ଼ଙ୍କ କାଚ ବୋତଲ ଚିନ୍ତା
BJD MLA Demands Alternative Liquor Bottle: ବିଧାନସଭାରେ ବିଜେଡି ବିଧାୟକଙ୍କ ଦାବି, ବଦଳାଯାଉ କାଚ ମଦବୋତଲ

କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।

Mustard oil is used to know its purity
ସୋରିଷ ତେଲ ଅସଲି କି ନକଲି ଜାଣିବେ କେମିତି…ଆପଣଙ୍କ ପାଇଁ କିଛି ଟିପ୍ସ…

ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି। କାରଣ ଆଜିକାଲି ବଜାରରେ ନକଲି ଜିନିଷର ବହୁଳ ପ୍ରସାର ହେଲାଣି। ସୁତରାଂ ଆପଣ ଖାଉଥିବା ସୋରିଷ ତେଲ ଅସଲି ନା ନକଲି ଜାଣିବା...

ଚାନ୍ଦବାଲିର କୁନି ବୈଜ୍ଞାନିକ
Child Scientist: କୁନି ବୈଜ୍ଞାନିକ ତିଆରି କଲେ ଯାନ୍ତ୍ରିକ ଭୂତ...ଦିନ ରାତି ଜଗିବ ଫସଲ

ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।

ଦାଦନ ଦୁଃଖ
Dadan Labourers in Odisha: ଦାନା ପାଇଁ ଦାଦନ...ଶବ ହେଉଛି ଶ୍ରମିକ...ନିଦାବିଷ୍ଣୁ ସାଜିଛି ଶ୍ରମ ବିଭାଗ...

ବଲାଙ୍ଗିର ଜିଲ୍ଳାରେ ଥମୁନି ଶ୍ରମିକର ଶବ ଆସିବା ଘଟଣା । ଗତକାଲି ସଇଁନ୍ତଳାରେ ଜଣେ ଶ୍ରମିକର ଶବ ଆସିଥିବା ବେଳେ, ଦିନକ ତଳେ ଟିଟିଲାଗଡ ଖୋଲାନରେ ପହଞ୍ଚିଥିଲା ଆଉ ଜଣେ ଶ୍ରମିକର ଶବ । ହେଲେ ଶବ ଆଣିବା ପାଇଁ ଧାର କରଜ କରୁଛନ୍ତି ପରିବାର ଲୋକେ ।...

Relationship between husband and wife
କାହିଁକି ହୁଏ ଛାଡ଼ପତ୍ର: ଜାଣନ୍ତୁ ପୁରୁଷଙ୍କ କେଉଁ ୫ଟି ଭୁଲ୍ ଏଥିପାଇଁ ଦାୟୀ

ଆଜିକାଲିର ଆଧୁନିକ ବୈବାହିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରୁନି। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଭୁଲ୍ ରହୁଛି। ଏମିତି କିଛି ଭୁଲ୍ ପୁରୁଷ କରେ, ଯାହାକୁ ସେ ସଜାଡ଼ି ଦେଲେ ସଂପର୍କ ପୁଣି ଭଲ ହୋଇଯାଇ ପାରନ୍ତା। ତେବେ କ’ଣ ସେଇ ଭୁଲ୍...ଜାଣିବାକୁ ପଢ଼ନ୍ତୁ...

Exercise is essential for lower back pain
ମାନନ୍ତୁ ଏହି ୮ଟି ଟିପ୍ସ; କେବେ ହେବ ନାହିଁ ପିଠି ଯନ୍ତ୍ରଣା

ବୟସ ବଢିବା ସହିତ ଅଣ୍ଟା-ପିଠି ଯନ୍ତ୍ରଣା ସମସ୍ୟା ବଢିବାରେ ଲାଗେ। କିଛି ଟିପ୍ସ ମାନିଲେ ଆପଣ ଏଥିରୁ ସାରାଜୀବନ ରକ୍ଷା ପାଇପାରିବେ। ଏହି ଟିପ୍ସ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ଦେବ।

Is your child skipping lessons?
ଆପଣଙ୍କ ପିଲା ପାଠରୁ ଦୂରେଇ ଯାଉଛି କି ? ମାନନ୍ତୁ ଏହି ଟିପ୍ସ, ପାଠରେ ମନ ଲାଗିବ…

ଅନେକ ସମୟରେ ବାପାମାଆମାନେ ଅଭିଯୋଗ କରନ୍ତି ଯେ, ସେମାନଙ୍କ ପିଲା ପାଠପଢା ନାଁ ଶୁଣିଲେ ଦୌଡୁଛି। ତେବେ ପିଲାମାନେ ପାଠ ପଢାରେ କିପରି ମନ ଦେବେ ସେଥିପାଇଁ ବାପାମାଆ ସେମାନଙ୍କୁ ଅନେକ ପ୍ରକାରର ପ୍ରଲୋଭନ ମଧ୍ୟ ଦେଖାନ୍ତି । ଏହା ସତ୍ତ୍ୱେ ବି ସେମାନେ ପାଠ ପଢିବାରେ ମନ...

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ଓଟିଭିରେ ଯୋଗ ଦିଅନ୍ତି ଶ୍ରୀଯୁକ୍ତ ସୁବୁଦ୍ଧି... ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜଫ୍ୟୁଜର ପ୍ରଯୋଜକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରନ୍ତି, ତାସହ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସର ପ୍ରଯୋଜକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାନ୍ତି