କିଛିମାସ ତଳେ ଉଭୟ ଗୁସା ଓ କୁଣ୍ଡିଆ ପଣ୍ଡିଚେରୀରେ କାମ କରୁଥିଲେ। ସେହି ସମୟରେ ଗୁସା ଏକ ମୋବାଇଲ୍ କିଣିଥିବା ବେଳେ କୁଣ୍ଡିଆ ତାକୁ ଲୁଚାଇ ଦେଇଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଭୀଷଣ ଝଗଡ଼ାର ରୂପ ନେଇଥିବା କୁହାଯାଉଛି।
ଏବେ ସୁବର୍ଣ୍ଣରେଖା ନଦୀର ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ। ଯାହା ଖୁବ୍ ପ୍ରଭାବ ପକାଇଛି ପରିବା ବଜାର ଉପରେ। ଦୁଇ ଦୁଇଟି ବନ୍ୟାରେ ଉତ୍ତର ବାଲେଶ୍ଵର ୧୨ ଦିନ ଧରି ଭାସୁଛି। ଲୋକଙ୍କ ଜୀବନ ଯାପନ ପ୍ରଭାବିତ ହେବା ସହ ନଷ୍ଟ ହୋଇଛି ବ୍ୟାପକ ପରିବା ଚାଷ। ଆଉ ଚାଷ...
କିଛି ଦିନ ଆଗରୁ ବିନିକା ପୋଲିସ ଜଣେ ଜଣେ ହୋମାଗାର୍ଡଙ୍କୁ ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲା । ଆଉ ଏବେ ତରଭା ପୋଲିସ୍ର ମାଲ୍ ସିଜ୍-ମାଫିଆ ଫେରାର୍ ଫମୁର୍ଲା ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ସରକାର ଘୋଷଣା କରିଥିଲେ ଯେ କଟନି ଛଟନି ହେବ ନାହିଁ ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟ ରେ ଧାନ କିଣିବ ମିଲର। ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଡି ଗାଁରେ ରାସ୍ତା କଡ଼ରେ ପଡ଼ି ରହିଛି ହଜାର ହଜାର କ୍ଵିଣ୍ଟାଲ ଧାନ । ଆଶା ଥିଲା...
ଗୋଟିଏ ସୁନ୍ଦର ସଂପର୍କକୁ ସନ୍ଦେହ କିଭଳି ଖିନଭିନ୍ କରିପାରେ, ତା’ର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଉପରୋକ୍ତ ଘଟଣା। ପରସ୍ପରକୁ ପ୍ରେମ କଲେ, ବିବାହ କଲେ, ପୁଅଟିଏ ବି ଜନ୍ମ ଦେଲେ। କିନ୍ତୁ ସବୁ କିଛି ଛାରଖାର ହୋଇଗଲା। ତେବେ ଏଠି ପ୍ରଶ୍ନ ଉଠୁଛି, ବିଚରା କୁନି ପୁଅର...
ଏହାପରେ ଚଉଠି ରାତିରେ ପନିର୍ରେ ନିଶା ମେଡିସିନ୍ ଦେଇ ଇନ୍ଦ୍ରଙ୍କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିଥିଲେ ସାହିବା। ଦୁଇ ଜଣ ସାଥୀଙ୍କ ସହ ମିଶି ତାଙ୍କ ମୃତଦେହକୁ ସୁକାରରୌଲି ନେଇ ଏକ ବୁଦା ମୂଳେ ଫିଙ୍ଗି ଦେଇ ସେଠାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଏବେ ଏହି...
ପୁରୀରୁ ବୃନ୍ଦାବନକୁ ଯିବା ବାଟରେ ଶ୍ରୀଚୈତନ୍ୟ ପ୍ରଭୁ ପାଞ୍ଚ ଦିନ ରହିଥିଲେ ଏହି ମନ୍ଦିରରେ । ମନ୍ଦିର ପାଖରେ ଥିବା ସାଳନ୍ଦୀ ନଦୀରେ ଶ୍ରୀ ଚୈତନ୍ୟ ପ୍ରଭୁ ପ୍ରତିଦିନ ସ୍ନାନ କରୁଥିଲେ । ଶେଷରେ ଶ୍ରୀ ଚୈତନ୍ୟ ଏହି ସ୍ଥାନ ଛାଡି ଯିବା ବେଳେ ତାଙ୍କ ନିତ୍ୟ ବ୍ୟବହୃତ...
ବହୁ ବାଦ ବିବାଦ ଭିତରେ ଓଡ଼ିଶାର ଭାତ ହାଣ୍ଡିରେ ଧାନ କିଣା ବିକା ପ୍ରକ୍ରିୟା ଆଉ କିଛି ସମୟ ମଧ୍ୟରେ ଶେଷ ହେବ l ହେଲେ ମଣ୍ଡିରେ ଥିବା ଧାନ କେବେ ମିଲର୍ସ ଉଠାଇବେ ଓ ଚାଷୀଙ୍କ ଖାତାକୁ କେବେ ଟଙ୍କା ଆସିବା ତାହା ଉପରେ ସମସ୍ତଙ୍କ ନଜର...
ସମସ୍ତଙ୍କ ଗେହ୍ଲା ଥାଆନ୍ତି ଏମିତି କୁନିକୁନି ପୁଅ ଆଉ ଝିଅ । ପରିବାରକୁ ଯେତେ ଦୁଃଖ ଆସିଲେ ବି ସେମାନଙ୍କ ହସ ହସ ମୁହଁ ସବୁ କଷ୍ଟକୁ ଦୂରେଇ ଦେଇଥାଏ । ଆଉ ସେମାନଙ୍କ ଏଇ ଟିକିଏ ଟିକିଏ ସଫଳତା ପରିବାରର ସମ୍ମାନ ପାଇଁ ଯେମିତି ସଂଜିବନୀ ପାଲଟିଯାଏ...
ଡ୍ରେନ୍ ଗୁଡ଼ିକ ଜାମ୍ ହୋଇ ରହିବା ଫଳରେ ଦିନ ଦିନ ଧରି ରାସ୍ତା ଉପରେ ମଇଳା ପାଣି ଜମି ରହୁଛି। ଫଳରେ ଲୋକେ ସେଇ ପାଣି ଭିତରେ ପଶି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଶ୍ୟ ପ୍ରଶାସନର ନଜରରେ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ...
ହଁ ପାଠକ ବନ୍ଧୁ, ଆମେ କହୁଚୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ନନ୍ଦୀ ମହାରାଜଙ୍କ କଥା । ଦୀର୍ଘ ୧୪ ବର୍ଷ ହେଲାଣି ଏଠି ନନ୍ଦୀ ମହାରାଜ ରହି ଆସୁଥିଲେ। କଲୋନୀ ବାସିନ୍ଦା ତାକୁ ବହୁତ୍ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ତାକୁ ଡାକୁଥିଲେ ଧର୍ମରାଜ। କଲୋନୀ ବାସିନ୍ଦାଙ୍କ କହିବା ଅନୁସାରେ,...
ଗୁରୁବାର ଘଟିଥିଲା ଏହି ଘଟଣା l ପୋଲିସ ଗ୍ରାମବାସୀଙ୍କ ସହାୟତାରେ ସୂଚନା ପାଇବା ପରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ...
ଭଦ୍ରକ ଜିଲ୍ଲାରେ ଡିଜେ ନିଷେଧ ଥିବାବେଳେ ପ୍ରତ୍ୟେକ ପର୍ବପର୍ବାଣିରେ ପଶ୍ଚିମ ବଙ୍ଗରୁ ଡିଜେ ଆସି ଏଠାରେ କାର୍ଯ୍ୟକ୍ରମ କରେ । ବାରମ୍ବାର ପଶ୍ଚିମ ବଙ୍ଗ ଡିଜେ ଆସି କେଉଁଠି ଇଲେକ୍ଟ୍ରି ତାର ଲାଗି ଲୋକ ମୃତ୍ୟୁ ବରଣ କରିଛନ୍ତି ତ କେଉଁଠି ଡିଜେ ଓଲଟି ଅକାଳରେ ମୃତ୍ୟୁ ଘଟୁଛି...
କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା । ଏଠାରେ ଜଗନ୍ନାଥ ସଂସ୍କୃତି ୧ ହଜାର ବର୍ଷ ପୁରୁଣା । ପୂର୍ବରୁ ଛୋଟ ମନ୍ଦିରରେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ୧୬୬୧ ଖ୍ରୀଷ୍ଟାଦ୍ଧରେ ଏଠାରେ ବଡ ଦେଉଳ ନିର୍ମିତ ହୋଇ ବିଗ୍ରହ ପ୍ରତିଷ୍ଠା ହେବା ପରେ ୧୬୭୧ ଠାରୁ ଦିବ୍ୟ...
ମା ସରସ୍ବତୀଙ୍କ ସଙ୍କେତ ଭାବରେ ଜୟକୁ ସାଙ୍ଗରେ ନେଇଛନ୍ତି ଶୁଭାଂଶୁ। ବିଦ୍ୟା ଦେବୀ ମା ସରସ୍ବତୀଙ୍କ ବାହନ ହେଉଛି ହଂସ। ହଂସ ହେଉଛି ଜ୍ଞାନ ଓ ଶୁଦ୍ଧତାର ପ୍ରତୀକ । ହଂସ କ୍ଷୀରରୁ ଯେପରି ପାଣିକୁ ଅଲଗା କରିଥାଏ ସେପରି ମହାକାଶରେ ହଂସ ଖରାପ ନଜରରୁ ରକ୍ଷା କରିବ...
ଘରେ କେହି ନଥିଲା ବେଳେ ଦାଦା ଜଣକ ଝିଆରୀକୁ ଟଣା ଘୋଷରା କରିଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ପୀଡ଼ିତା ଝିଆରୀ ପ୍ରତିବାଦ କରିବାରୁ ତାଙ୍କ ବେକରେ ଶାବଳ ପକାଇ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଛି ।
ରବି ଋତୁରେ ଚାଷୀଙ୍କ ଦୁଃଖ ବଢ଼ିଛି l ଏ ଅଫିସରୁ ସେ ଅଫିସ ଧାଉଁଛି ଚାଷୀ l କେତେ ବେଳେ ଟାର୍ଗେଟ ସମସ୍ୟା ତ ଆଉ କେତେବେଳେ ମିଲର୍ସଙ୍କ ମନମାନି l ହେଲେ ଟାର୍ଗେଟ ସମସ୍ୟାର ମୁଖ୍ୟ କାରଣ ପାଲଟିଛନ୍ତି ନକଲି ଚାଷୀ ଓ ସେମାନଙ୍କ ନକଲି ଧାନକାର୍ଡ...
ଯେଉଁ ଆମ୍ବୁଲାନ୍ସ ଉପରେ ଭରସା କରି ରୋଗୀ ଓ ପରିବାର ଲୋକେ ବାହାରିଥିଲେ ଶେଷରେ ସେ ମଧ୍ୟ ରାସ୍ତା ମଝିରେ ଦେଇଥିଲା ଧୋକା l କାମାକ୍ଷାନଗର ମେଡିକାଲରୁ ବାହାରି ମାତ୍ର ୫ କିମି ଯାଇଛି ନାହିଁ ଆମ୍ବୁଲାନ୍ସ ଅଚଳ ହୋଇଯାଇଥିଲା l ମହୁଲପାଳ ଠାରେ ଗାଡି ଅଚଳ ହେବାରୁ...
ଅନ୍ୟପକ୍ଷରେ ଖାମେନେଇ ଅଘଟଣ ପୂର୍ବରୁ ନିଜ ଉତ୍ତରାଧିକାରୀ ବାଛିଛନ୍ତି । ସେ ତିନିଜଣଙ୍କ ନାମ ମନୋନୟନ କରିଛନ୍ତି। ତେବେ ଖାମନେଇଙ୍କ ପୁଅ ମୋଜତବାଙ୍କ ନାମ ସେହି ୩ଜଣଙ୍କ ମଧ୍ୟରେ ନାହିଁ। ଯଦିଓ ସେ ଜଣେ ଧର୍ମଗୁରୁ ଏବଂ ଜଣେ ଇସଲାମିକ ବିଦ୍ୱାନ। ଚୟନ ହୋଇଥିବା ୩ଜଣଙ୍କ ନାମ ଏଯାଏଁ...
ମାଲିକ ସଂଘକୁ ସମ୍ମାନ ଦେବା କଳାକାରଙ୍କ ଦାୟିତ୍ବ । ଦର୍ଶକଙ୍କ ଭଲ ପାଇବା ରହିଲେ ନିଶ୍ଚିତ ଯାତ୍ରାକୁ ଫେରିବି । ଏଥି ସହ ସିଂହବାହିନୀରୁ ନେଇଥିବା ଟଙ୍କା ଓ ଗାଡ଼ି ନଫେରାଇବା ପ୍ରସଙ୍ଗରେ ପୀୟୂଷ କହିଛନ୍ତି, ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ମୁଁ ସିଂହବାହିନୀରେ ରହିବି ।