ମ୍ୟାପରେ ସର୍ଟକର୍ଟ ରାସ୍ତା ଦେଖି ଘାଟି ରାସ୍ତାରେ ଫସିଗଲା ଚାଉଳ ବୋଝେଇ ଟ୍ରକ । କନ୍ଧମାଳ-ଗଞ୍ଜାମ ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ।
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।
ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି। କାରଣ ଆଜିକାଲି ବଜାରରେ ନକଲି ଜିନିଷର ବହୁଳ ପ୍ରସାର ହେଲାଣି। ସୁତରାଂ ଆପଣ ଖାଉଥିବା ସୋରିଷ ତେଲ ଅସଲି ନା ନକଲି ଜାଣିବା...
ସବୁଜ ଉପାୟରେ ପୋକ ନିରାକରଣ ଏବଂ ଦିନ ରାତି ଫସଲ ଜଗିବା ସହିତ ଜୀଵ ଜନ୍ତୁଙ୍କୁ ଘଉଡେଇଵ। ଏଥି ସହ ଚାଷୀ ଭିତ୍ତିକ କାର୍ଯ୍ୟରେ ସହାୟକ ହୋଇପାରିବ।
ବଲାଙ୍ଗିର ଜିଲ୍ଳାରେ ଥମୁନି ଶ୍ରମିକର ଶବ ଆସିବା ଘଟଣା । ଗତକାଲି ସଇଁନ୍ତଳାରେ ଜଣେ ଶ୍ରମିକର ଶବ ଆସିଥିବା ବେଳେ, ଦିନକ ତଳେ ଟିଟିଲାଗଡ ଖୋଲାନରେ ପହଞ୍ଚିଥିଲା ଆଉ ଜଣେ ଶ୍ରମିକର ଶବ । ହେଲେ ଶବ ଆଣିବା ପାଇଁ ଧାର କରଜ କରୁଛନ୍ତି ପରିବାର ଲୋକେ ।...
ଆଜିକାଲିର ଆଧୁନିକ ବୈବାହିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରୁନି। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଭୁଲ୍ ରହୁଛି। ଏମିତି କିଛି ଭୁଲ୍ ପୁରୁଷ କରେ, ଯାହାକୁ ସେ ସଜାଡ଼ି ଦେଲେ ସଂପର୍କ ପୁଣି ଭଲ ହୋଇଯାଇ ପାରନ୍ତା। ତେବେ କ’ଣ ସେଇ ଭୁଲ୍...ଜାଣିବାକୁ ପଢ଼ନ୍ତୁ...
ବୟସ ବଢିବା ସହିତ ଅଣ୍ଟା-ପିଠି ଯନ୍ତ୍ରଣା ସମସ୍ୟା ବଢିବାରେ ଲାଗେ। କିଛି ଟିପ୍ସ ମାନିଲେ ଆପଣ ଏଥିରୁ ସାରାଜୀବନ ରକ୍ଷା ପାଇପାରିବେ। ଏହି ଟିପ୍ସ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିବାର ସୁଯୋଗ ଦେବ।
ଅନେକ ସମୟରେ ବାପାମାଆମାନେ ଅଭିଯୋଗ କରନ୍ତି ଯେ, ସେମାନଙ୍କ ପିଲା ପାଠପଢା ନାଁ ଶୁଣିଲେ ଦୌଡୁଛି। ତେବେ ପିଲାମାନେ ପାଠ ପଢାରେ କିପରି ମନ ଦେବେ ସେଥିପାଇଁ ବାପାମାଆ ସେମାନଙ୍କୁ ଅନେକ ପ୍ରକାରର ପ୍ରଲୋଭନ ମଧ୍ୟ ଦେଖାନ୍ତି । ଏହା ସତ୍ତ୍ୱେ ବି ସେମାନେ ପାଠ ପଢିବାରେ ମନ...
ସକାଳୁ ଶୀଘ୍ର ଉଠିବାରେ ଅନେକ ଫାଇଦା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ଅନେକ ସମୟରେ ଡାକ୍ତର ଆମକୁ ସକାଳୁ ଶୀଘ୍ର ଉଠିବାକୁ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆମ ଭିତରୁ ଅନେକ ଏହି ପରାମର୍ଶକୁ ଗ୍ରହଣ କଲେ ବି କାମରେ ଲଗାଇନଥାଉ। କିନ୍ତୁ ଆଜି ଆମେ ଜାଣିବା ଏହାକୁ...
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥାଏ ଚାଣକ୍ୟ ନୀତି । ଏଥିରେ ଶତ୍ରୁକୁ ପରାସ୍ତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଯାହାକୁ ଉପଯୋଗ କରି ଜଣେ ବ୍ୟକ୍ତି ନିଜ ଜୀବନର କଠିନ ପରିସ୍ଥିତିକୁ ସାମ୍ନା କରିପାରିବ । ତେବେ...
ଶୀତ ବଢ଼ିଲେ ସାଧାରଣତଃ ଥଣ୍ଡା ରୋଗ ଏକ ସାଧାରଣ ସମସ୍ୟାରେ ପରିଣତ ହୁଏ। ତେବେ ବଡ଼ମାନେ ଏହାକୁ ସହଜରେ ମୁକାବିଲା କରିପାରୁଥିବା ବେଳେ ଶିଶୁଙ୍କ ପାଇଁ ଏହା ଅନେକ ସମସ୍ୟା ସୃଷ୍ଟି କରେ। ଏଥିପାଇଁ ଆମକୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।
ଆପଣଙ୍କ ପିଲା ଟିକେ ଟକେ କଥାରେ ରାଗି ଯାଉଛି କି ? ଆପଣ ଏହାକୁ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ କିଛି ସହଜ ଉପାୟ ବତେଇବୁ, ଯାହା ଆପଣଙ୍କ ପିଲାକୁ ଖୁବ୍ ସହଜରେ ଶାନ୍ତ କରିବ। ମନେ ରଖନ୍ତୁ ପିଲାଙ୍କ ରାଗ ପଛରେ ଏକ...
ଗାଁ ଗହଳି, ସହର ବଜାର ସବୁଠି ଏବେ ଗୋଟିଏ ଚର୍ଚ୍ଚା...। ଆସିଯାଇଛି ନିର୍ବାଚନ...ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । କାହା ହାତକୁ ଯିବ ଶାସନ ଭାର...କିଏ ହେବେ ଆପଣଙ୍କ ସୁଖ ଦୁଃଖର ସାଥୀ। ଓଡ଼ିଶାରେ କେବେ ଆଉ କେଉଁଠି ହେଉଛି ନିର୍ବାଚନ। ଆପଣଙ୍କ ଅଞ୍ଚଳରେ କେବେ ହେଉଛି...
ମହା ଶିବରାତ୍ରୀରେ ଆଜି ଭକ୍ତିମୟ ପରିବେଶ। ରାଜ୍ୟର ସବୁ ଶୈବପୀଠରେ ଲାଗିଛି ଗହଳି ଚହଳି। ବିଶେଷ କରି ପ୍ରଭୁ ଲିଙ୍ଗରାଜ, ଲୋକନାଥ, କପିଳାସ, ଧବଳେଶ୍ୱର ଓ ବାବା ଆଖଣ୍ଡଳମଣି ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।
ସରକାରୀ ନିର୍ଦ୍ଦେଶନାମା ପରେ ପୋଲିସ ବାବୁମାନଙ୍କୁ ଘାରିଛି ଫିଟ୍ନେସ୍ ଚିନ୍ତା। ଖାସ୍ ସେଇଥିପାଇଁ ଆଜି ସକାଳୁ ସକାଳୁ ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ବାବୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତେ ଆରମ୍ଭ କରିଥିଲେ ଭଳିକି ଭଳି ବ୍ୟାୟାମ।
ପୁରୀ ସମୁଦ୍ର କୂଳରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି ଦେଶପ୍ରୀତିର ଝଲକ୍ ।
ରାଜାରାଜୁଡ଼ା ସମୟରୁ ଦଶପଲ୍ଲା ଜଙ୍ଗଲରୁ ମହାବାହୁଙ୍କ ରଥ ନିର୍ମାଣ ପାଇଁ କାଠ ଯାଇଥାଏ। ବିଧିମୁତାବକ ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପହଞ୍ଚିଯାଏ ରଥଖଳାରେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଶ୍ରମିକମାନେ ବ୍ଲକ୍ ଅଫିସ୍ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।
ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ଫୁଲବାଣୀ, କୋରାପୁଟ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାତି ତାପମାତ୍ରା କମିବା ଯୋଗୁଁ ବିଲବାଡ଼ି ଓ ଗାଡ଼ି ମଟର ଉପରେ ବରଫ ଜମି ଯାଉଛି।
ବାଲିଗୁଡ଼ା ଏବେ ଉତ୍ସବମୁଖର। ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁଙ୍କ ମହିମା ଗାନ କରିବାକୁ ସମସ୍ତେ ବ୍ୟଗ୍ର।