• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

Prasan Subudhi

Editor

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବ� ...more

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ଓଟିଭିରେ ଯୋଗ ଦିଅନ୍ତି ଶ୍ରୀଯୁକ୍ତ ସୁବୁଦ୍ଧି... ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜଫ୍ୟୁଜର ପ୍ରଯୋଜକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରନ୍ତି, ତାସହ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସର ପ୍ରଯୋଜକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାନ୍ତି

less

Posts by Prasan Subudhi

ଘର ଖଣ୍ଡେ ପାଇଁ ଗୁହାରି
Mohana Love Story: ମୋର ଘର ଖଣ୍ଡେ ନାହିଁ ହେ ସରକାର...ମୋ ସ୍ତ୍ରୀ ରହିବ କେଉଁଠି ?

ଅଭାବ ଭାଙ୍ଗିପାରିନି ଏମାନଙ୍କ ସଂପର୍କ । ଗରିବୀ ଦୂର କରିପାରିନି ଭଲପାଇବା । ଆଗରୁ ଏମିତି ଦୁହିଁଙ୍କ ମନ ମିଶିଥିଲା । ଏବେ ଅସୁବିଧାରେ ରହି ବି ହସୁଛି ପରିବାର । ହେଲେ ସରକାରୀ ସହାୟତା କେବେ ଏମାନଙ୍କ ପାଖରେ ପହଞ୍ଚୁଛି ଦେଖିବାକୁ ବାକି ରହିଲା ।

ଏପ୍ରିଲରୁ ନୂଆ ନିୟମ
Bank Rule: ଏପ୍ରିଲରୁ ନୂଆ ନିୟମ...ବ୍ୟାଙ୍କ କର୍ମଚାରୀ ଖୁସି, ଆଶଙ୍କାରେ ଗ୍ରାହକ

ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି...

ଭାରତ ଆସିବେ ପୁଟିନ
Putin: ଭାରତ ଗସ୍ତରେ ଆସିବେ ପୁଟିନ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ

ପୁଟିନଙ୍କ ଏହି ଗସ୍ତ ବିଭନ୍ନ କ୍ଷେତ୍ର ପାଇଁ ରହିଥିବା କୁହାଯାଉଛି । ମୋଦୀଙ୍କ ସହ ସାମରିକ, ଶକ୍ତି, ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ଆଲୋଚନା କରିବେ ପୁଟିନ୍‌ । ଖାଲି ଏତିକି ନୁହେଁ, ୨୦୩୦କୁ ଦୃଷ୍ଟିରେ ରଖି ନୂଆ ଅର୍ଥନୈତିକ ରୋଡମ୍ୟାପ ପ୍ରସ୍ତୁତ କରିବେ ଏହି ଦୁଇ ଦେଶର ମୁଖିଆ...

ଏପ୍ରିଲ ୧ରୁ ନୂଆ ନିୟମ
No Fuel: ଆପଣଙ୍କ ପୁରୁଣା ଗାଡ଼ିକୁ ଆଉ ମିଳିବନି ପେଟ୍ରୋଲ କି ଡିଜେଲ !

ଏପରିକି ରାଜଧାନୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡି ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି। ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।

ଶିକ୍ଷକ ନାଁରେ କଳଙ୍କ
Teacher Scandal: ଶିକ୍ଷକ ନାଁରେ କଳଙ୍କ...କଲେ ଏମିତି କାରନାମା, ସାରା ଶିକ୍ଷକ ସମାଜ ଲଜ୍ଜିତ

ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଚାରିଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଅଭିଯୁକ୍ତ ନମ୍ବର ୧ ରେ ରହିଛି ବେଳପଡା ଥାନା ମଣ୍ଡଳ ଗାଁର ପ୍ରତାପ ବା ମୁନା ଅଗସ୍ତି। ସେ ଜଲିଆ ନୋଡାଲ ସ୍କୁଲର ଖେଳ ଶିକ୍ଷକ। ତାଙ୍କ ମୁଖ୍ୟ କାମ ହେଉଛି ବେଆଇନ ଭାବେ...

ଆମାଜନ ଓ ପ୍ଲିପକାର୍ଟ ଉପରେ ଚଢ଼ଉ
Warehouse Raid: ଆମାଜନ ଓ ଫ୍ଲିପକାର୍ଟ ଗୋଦାମରେ ବଡ଼ ଚଢାଉ, ପୁଳା ପୁଳା ନକଲି ସାମଗ୍ରୀ ଜବତ

ଦିଲ୍ଲୀର Amazon Sellers Private Limited ର ଗୋଦାମରେ ଚଢାଉ କରି ୩୫୦୦ ନକଲି ଜିନିଷ ଜବତ କରିଛି BIS। ଏଥିରେ ଗିଜର, ଫୁଡ୍ ମିକ୍ସଚର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଅନ୍ତର୍ଭୁକ୍ତ ଥିଲା। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ​​ଯେ ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ ନକଲି...

ରାସ୍ତଘାଟ ଖାଁ ଖାଁ
Heat Wave: ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରିରୁ ଅଧିକ ତାପମାତ୍ରା : ସକାଳ ୯ଟା ପରେ ରାସ୍ତାଘାଟ ଖାଁ ଖାଁ

ସେପଟେ ମହାନଦୀରେ ପାଣି ନ ଥିବା ରୁ ମହାନଦୀର ବାଲି ଓ ପଥରରୁ ଗରମ ପବନ ସହର ମୁହାଁ ହେଉଛି । ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଲୋକଙ୍କୁ ଅଧିକା କନ୍ଦାଉଛି । ଖରାକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସବୁ ଜାଗାରେ ପାନୀୟ ଜଳ ଯୋଗାଣ ପାଇଁ...

କଟକରେ ହେବ ଦୃଷ୍ଟିବାଧିତ ବିଶ୍ୱବିଦ୍ୟାଳୟ
Visually Challenged: କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ

ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଓଡିଶାରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଯୁବବର୍ଗ। ଏଣୁ ସେମାନଙ୍କୁ ଉଚ୍ଚଶିକ୍ଷା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରହିଛି। ସେଥିପାଇଁ...

ବାରୁଣୀ ସ୍ନାନ
Baruni Snana: ଅଜ୍ଞାତବାସ କାଳରେ ପାଣ୍ଡବମାନେ ଏଇଠି ବୁଡ଼ ପକାଇ କରିଥିଲେ ପୂଜାର୍ଚ୍ଚନା

କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।

ଆଇଫୋନ୍ ନିଶା
iPhone Obsession: ଘାରିଲା ଦେଢ଼ଲକ୍ଷ ଟଙ୍କିଆ ଆଇଫୋନ୍ ନିଶା, ନମିଳିବାରୁ ହାତ କାଟି ଦେଲା ଝିଅ

ମାର୍ଚ୍ଚ ୨୪ ତାରିଖ। ପୁଣି ନିଜ ମା’ଙ୍କୁ ଫୋନ୍‌ କିଣିଦେବାକୁ ଅଝଟ କରିଥିଲେ ଝିଅ ଖୁସବୁ। ତେବେ ଏଥିରେ ମନା କରିଦେଇଥିଲେ ତାଙ୍କ ମା’। ବାସ୍‌ ଏତିକିରେ ରାଗିଯାଇଥିଲେ ଖୁସ୍‌ବୁ। ନିଜକୁ ରୁମ୍‌ ରେ ବନ୍ଦ କରି ବ୍ଲେଡ୍‌ ସାହାଯ୍ୟରେ ନିଜ ହାତକୁ କାଟିବା ଆରମ୍ଭ କରିଦେଇଥିଲେ ।...

ଗଂଜେଇ ଚାଲାଣ
Ganja Smuggling: ସୁରକ୍ଷା ଦାୟିତ୍ୱରେ ଥିଲେ ଯବାନ, ଗଂଜେଇ ଚାଲାଣ କରି ଧରା ହେଲେ

ସୁରକ୍ଷା ପାଇଁ ବର୍ଦ୍ଦି ପିନ୍ଧିଥିବା ତିନିଜଣ ଜବାନ ମୁହଁ ଢାଙ୍କି ଛିଡା ହୋଇଥିଲେ । କାରଣ ଏମାନେ ଅପରାଧ ରୋକିବା ପରିବର୍ତ୍ତେ ଅପରାଧି ହୋଇଯାଇଛନ୍ତି । ତାହା ପୁଣି ଗଂଜେଇ ଚାଲାଣରେ ଗିରଫ । ଏବେ ଆସନ୍ତୁ ଜାଣିବା ଏମାନଙ୍କ ପରିଚୟ । ଜଣେ ହେଉଛନ୍ତି କୁନାର ସିଂ,...

ଡବଲ୍ ମର୍ଡର ଘଟଣାର ସିନ୍ ରିକ୍ରିଏଶନ୍
Double Murder: ଦୁଇ ଭାଇଙ୍କୁ ହତ୍ୟା ଘଟଣା, ସିନ୍ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ରବିବାର ବିଳମ୍ବିତ ରାତିରେ ପ୍ରଥମେ ସାନ ପୁଅ ବିକାଶକୁ ଟେକି ନେଇ ପାଇଖାନା ଘରେ ଶୁଆଇ ଦେଇଥିଲେ। ପରେ ବଡ଼ ପୁଅ ଆକାଶର ତଣ୍ଟି ଚିପି ହତ୍ୟା କରିଥିଲେ। ଆକାଶ ପାଟି କରି ଚିଲାଇବାରୁ ଆକାଶ ପାଟିରେ ଜେଜେ ମା ସୌରି ଲୁଗା ପୁରେଇ ପାଟିକୁ ବନ୍ଦ କରିଦେଇଥିଲା।...

ATM ଉଠାଣ ନିୟମ
Cash Withdrawal: ATMରୁ ଆଉ ମାଗଣାରେ ଉଠାଇ ହେବନି ଟଙ୍କା, ଦେବାକୁ ପଡ଼ିବ ଅଧିକ ଚାର୍ଜ

ଯେଉଁ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ଅଧିକ ଥିବ, ଗ୍ରାହକମାନେ ସେହି ବ୍ୟାଙ୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହାର ସିଧାସଳଖ ପ୍ରଭାବ ଛୋଟ ବ୍ୟାଙ୍କ ଉପରେ ପଡ଼ିବ ଏବଂ ସେମାନଙ୍କ ଗ୍ରାହକ ସଂଖ୍ୟା କମିବ। ତେବେ ଅତ୍ୟଧିକ ଶୁଳ୍କ ଏଡାଇବା ପାଇଁ, ଯେଉଁମାନେ ବାରମ୍ବାର ATM ବ୍ୟବହାର କରୁଛନ୍ତି, ସେମାନେ...

ବାଇକ୍ ଆମ୍ବୁଲାନ୍ସ
Bike Ambulance: ଅସହାୟ ରୋଗୀଙ୍କ ସାହାରା ପାଲଟିଛି ନଗେନ୍ଦ୍ରଙ୍କ ବାଇକ ଆମ୍ବୁଲାନ୍ସ

ଏହି ବାଇକ ଆମ୍ବୁଲାନ୍ସରେ ଅକ୍ସିଜେନ ସୁବିଧା ମଧ୍ୟ ରହିଛି। ରୋଗୀ ଆରାମରେ ଶୋଇରହି ଡାକ୍ତରଖାନା ଯାଇପାରିବ । ସେହିପରି ସମସ୍ତଙ୍କ ଅବଗତି ଓ ସୁବିଧା ପାଇଁ ୨୪ ଘଣ୍ଟା ଟୋଲ ଫ୍ରି ମୋବାଇଲ ନଂ ରହିଛି। ନିଜେ ନଗେନ୍ଦ୍ର ନାଥ ଏକାଧିକ ଥର ରକ୍ତଦାନ କରି ଅନ୍ୟର ଜୀବନ...

ଫିଲ୍ମଷ୍ଟାଇଲ୍‌ରେ ମଦ ଜବତ
Alcohol Transport: ଫିଲ୍ମ ଷ୍ଟାଇଲ୍‌ରେ ମଦ ବୋଝେଇ ପିକ୍‌‌ଅପ୍ ଭ୍ୟାନ୍ ଜବତ, ମଦ ମାଫିଆ ଛାନିଆ

ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସ‌ହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ...

ଦିବ୍ୟାଙ୍ଗ ଗଣେଶଙ୍କ କାହାଣୀ
Differently Abled: ଶରୀର ସିନା ସାଥ୍ ଦେଉନି, ମନ କିନ୍ତୁ ସାଥ୍ ଦେଉଛି...ଦଶ ପ୍ରାଣୀ କୁଟୁମ୍ବଙ୍କ ସାହା ଏବେ ଗଣେଶ

ଗଣେଶ ମହାଳିକ। ଭଦ୍ରକ ଜିଲ୍ଳାର ଚାନ୍ଦବାଲି ଏନ୍ ଏ ସିର ୧୧ ୱାର୍ଡର ୩୧ ବର୍ଷର ଭିନ୍ନକ୍ଷମ ଯୁବକ। ସେ ନିଜର ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ପରିବାର ପ୍ରତିପୋଷଣ ଓ ରୋଜଗାର ସୃଷ୍ଟି ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଗଣେଶ ଏବେ ଟ୍ରଲି ଟାଣି ବହୁ କଷ୍ଟରେ ନିଜ ପରିବାର...

କନିକା ଦୋଳ ମେଳଣ
Dola Melana: ୬୦୦ବର୍ଷ ଧରି ପାଳିତ ହେଉଛି କନିକା ରାଜମେଲଣ... ଉଠୁଛି ପଡୁଛି ଗାଁ ଦାଣ୍ଡ

ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ...

ହୋଲିରେ ବାଡ଼ି ଖେଳ
Holi Celebration: ଯାଦବ ହୋଲିରେ ବାଡ଼ି ଖେଳ....ଏକ ନିଆରା ପରମ୍ପରା...

ଯାଦବମାନଙ୍କ ଏକ ନିଆରା ପରମ୍ପରା ହେଉଛି ବାଡି ଖେଳ । ସ୍ବତନ୍ତ୍ର କେନ୍ଦୁ ବାଡିକୁ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ଯାଦବ ସମାଜର ଯୁବକ ମାନେ ବାଡିକୁ ଧରି ଦୁଲଦୁଲିର ତାଳେ ତାଳେ ନାଚ କରିଥାନ୍ତି । ବିଭିନ୍ନ କୌଶଳ ଦେଖାଇବା ସହିତ, ବାଡିକୁ ବାଡି ବାଡେଇ ରଂଗ...

ଇଣ୍ଟରନେଟ ଚାଲିବ ଘାଇଁ ଘାଇଁ
Universal Connectivity: ଆସିବ ଷ୍ଟାର୍‌ଲିଙ୍କ...ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବି ଘାଇଁ ଘାଇଁ ଚାଲିବ ଇଣ୍ଟରନେଟ୍

ଭାରତର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଜେପିଏଲ ଓ ସ୍ପେସଏକ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ।

ଦିବ୍ୟାଙ୍ଗଙ୍କ କଥା ଶୁଣୁନି ଶିକ୍ଷା ବିଭାଗ
Differently Abled Person: ଦିବ୍ୟାଙ୍ଗଙ୍କ ପାଇଁ ନିର୍ଦ୍ଦୟ ଶିକ୍ଷା ବିଭାଗ...ଦେଢ଼ ବର୍ଷ ପରେ ବି ଘୁଞ୍ଚୁନି ବଦଳି ଫାଇଲ୍

ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା...

ବିଭିନ୍ନ ଅଗ୍ରଣୀ ଖବର କାଗଜରେ ଏକ ଦଶନ୍ଧି ଧରି କାର୍ଯ୍ୟ କରିବା ପରେ ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ଓଟିଭିରେ ଯୋଗ ଦିଅନ୍ତି ଶ୍ରୀଯୁକ୍ତ ସୁବୁଦ୍ଧି... ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜଫ୍ୟୁଜର ପ୍ରଯୋଜକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରନ୍ତି, ତାସହ ଦି ଗ୍ରେଟ ଓଡ଼ିଶା ପଲିଟିକାଲ ସର୍କସର ପ୍ରଯୋଜକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାନ୍ତି