ଓଡ଼ିଶା ସରକାରଙ୍କ ଅଧୀନରେ ଦୀର୍ଘବର୍ଷ ଧରି କାମ କରି ଅବସର ଗ୍ରହଣ କରିଥିବା ଦେବେନ୍ଦ୍ର� ...more
ଓଡ଼ିଶା ସରକାରଙ୍କ ଅଧୀନରେ ଦୀର୍ଘବର୍ଷ ଧରି କାମ କରି ଅବସର ଗ୍ରହଣ କରିଥିବା ଦେବେନ୍ଦ୍ରନାଥ ପରିଡ଼ା ଓଡ଼ିଆ ଧର୍ମ ପରମ୍ପରା ସଂପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି। ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳର ଭାଷା ଓ ଢଗଢମାଳି ଉପରେ ସେ ଅଧିକ କିଛି ସଂଗ୍ରହ କରି ନିବନ୍ଧ ଲେଖା ଜାରି ରଖିଛନ୍ତି।