• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Debendra Nath Parida

Debendra Nath Parida

Freelancer

ଓଡ଼ିଶା ସରକାରଙ୍କ ଅଧୀନରେ ଦୀର୍ଘବର୍ଷ ଧରି କାମ କରି ଅବସର ଗ୍ରହଣ କରିଥିବା ଦେବେନ୍ଦ୍ର� ...more

ଓଡ଼ିଶା ସରକାରଙ୍କ ଅଧୀନରେ ଦୀର୍ଘବର୍ଷ ଧରି କାମ କରି ଅବସର ଗ୍ରହଣ କରିଥିବା ଦେବେନ୍ଦ୍ରନାଥ ପରିଡ଼ା ଓଡ଼ିଆ ଧର୍ମ ପରମ୍ପରା ସଂପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି। ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳର ଭାଷା ଓ ଢଗଢମାଳି ଉପରେ ସେ ଅଧିକ କିଛି ସଂଗ୍ରହ କରି ନିବନ୍ଧ ଲେଖା ଜାରି ରଖିଛନ୍ତି।

less

Posts by Debendra Nath Parida

Vishwakarma: The Divine Source of Skill and Innovation
Lord Vishwakarma: ସେ ଥିଲେ ବିଶ୍ୱର ପ୍ରଥମ ଇଞ୍ଜିନିୟର ଓ ସ୍ଥପତି, ଗଢ଼ିଥିଲେ ଏହି ୩ଟି ସହର ଓ ୪ ଶକ୍ତିଶାଳୀ ଅସ୍ତ୍ର

ପ୍ରଭୁ ବିଶ୍ୱକର୍ମାଙ୍କୁ ବିଶ୍ୱର ପ୍ରଥମ ଇଞ୍ଜିନିୟର ଓ ସ୍ଥାପତ୍ୟବିତ୍ ଭାବେ ଗଣନା କରାଯାଏ। ସେ ଦେବଗଣଙ୍କ ପାଇଁ ଅସ୍ତ୍ରଶସ୍ତ୍ର, ରଥ, ମନ୍ଦିର ଏବଂ ନଗର ନିର୍ମାଣ କରିଥିଲେ।

Significance of Gayatri Mantra
Gayatri Mantra: ଆଶ୍ଚର୍ଯ୍ୟ ଗାୟତ୍ରୀ ମନ୍ତ୍ର, ନିୟମିତ ଉଚ୍ଚାରଣ କଲେ ହେବ ଏହି ୫ଟି ପରିବର୍ତ୍ତନ

ଗାୟତ୍ରୀ ମନ୍ତ୍ର ଅତ୍ୟନ୍ତ ପବିତ୍ର ହେତୁ ଏହାର ଅବମାନନା କରିବା ଅଶୁଭ ବୋଲି ବିବେଚନା କରାଯାଏ। ଅବମାନନାର କେତେକ ରୂପ ଓ ତା’ର ପରିଣାମ ଏହିପରି ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ।

How Surya, the Sun God, Was Born, Mythological Story
Life History of Surya Dev: ସୂର୍ଯ୍ୟ ଦେବତାଙ୍କର କେତେଜଣ ପତ୍ନୀ ଥିଲେ? ତାଙ୍କ ପିଲାମାନଙ୍କ ନାଁ କ'ଣ?

ସୂର୍ଯ୍ୟ ଦେବତା ହେଉଛନ୍ତି ସକଳ ଶକ୍ତିର ଆଧାର। ସେ ଆଲୋକ ଓ ନ୍ୟାୟ ପ୍ରଦାନ କରନ୍ତି। ତେବେ ତାଙ୍କ ପିଲାଦିନ ଓ ବୈବାହିର ସଂପର୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

The Family Lineage of Ravana – Father, Mother & Royal Bloodline
Life Story Of King Ravan: ରାବଣଙ୍କ ବାପା ଓ ମାଆ କେଉଁ କୁଳର? ଜାଣନ୍ତୁ ଲଙ୍କା ନରେଶ ରାବଣଙ୍କ ବଂଶ ବୁନିଆଦି

ଭାରତୀୟ ପୁରାଣର ସେ ଏକ ଆଶ୍ଚର୍ଯ୍ୟଜନକ ଚରିତ୍ର ଥିଲେ। ସେ ବ୍ରାହ୍ମଣ କିନ୍ତୁ ରାକ୍ଷସ ଥିଲେ। କ'ଣ ଥିଲା ତାଙ୍କ ବଂଶ ପରମ୍ପରା, ଏତେ ଜ୍ଞାନୀ ହୋଇଥିବା ସତ୍ୱେ କାହିଁକି ଭାରତୀୟ ପୁରାଣର ଜଣେ ନିନ୍ଦିତ ଚରିତ୍ର?

Where Are the Four Dhams of Hinduism Located?
Four Dhams of Hinduism: କେଉଁଠି କେଉଁଠି ରହିଛି ହିନ୍ଦୁ ଧର୍ମର ଚାରିଧାମ? କେଉଁ ଧାମର ମଠକୁ କ’ଣ କୁହାଯାଏ?

ହିନ୍ଦୁ ଧର୍ମରେ ଚାରିଟି ଧାମ ଥିବା କଥା ଆମେ ସମସ୍ତେ ଶୁଣିଛନ୍ତି। ସେଥିମଧ୍ୟରୁ ଆମ ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀ ଗୋଟିଏ ଧାମ ବୋଲି ଜାଣିଛନ୍ତି। ଏମିତିକି ମଝିରେ ମମତା ବାନାର୍ଜୀ ଦୀଘା ମନ୍ଦିରକୁ ଏକ ଧାମ ବୋଲି ଆଖ୍ୟା ଦେବାରୁ ଏହାକୁ ନେଇ ବିବାଦ ହୋଇଥିଲା। କିନ୍ତୁ ପୁରୀ...

Shukracharya: From Brahma’s Lineage to Guiding Demons
Rishi Sukracharya: ସେ ବ୍ରହ୍ମାଙ୍କ ନାତି, କିନ୍ତୁ ଦେବତାଙ୍କୁ ଘୃଣା କରୁଥିଲେ ଓ ଅସୁରଙ୍କର ଗୁରୁ ଥିଲେ

ଶୁକ୍ରାଚାର୍ଯ୍ୟଙ୍କର ବିଷ୍ଣୁଙ୍କ ପ୍ରତି ଘୃଣା ରହିଥିଲା। ଏହାର କାରଣ, ତାଙ୍କ ମାତା କାବ୍ୟମାତାଙ୍କ ମୃତ୍ୟୁ ସହ ଜଡ଼ିତ ଥିଲା। ବିଷ୍ଣୁଙ୍କ ଦ୍ଵାରା ଶିକାର କରାଯାଉଥିବା କିଛି ଅସୁରଙ୍କୁ କାବ୍ୟମାତା ଆଶ୍ରୟ ଦେଇଥିଲେ, ଯାହା ବିଷ୍ଣୁଙ୍କ କ୍ରୋଧର କାରଣ ପାଲଟିଥିଲା।

Birth & Life Story of Lord Hanuman – The Immortal Devotee of Ram
Birth & Life Story of Hanuman: ହନୁମାନଙ୍କ ଜନ୍ମ ବୃତ୍ତାନ୍ତ, ପିଲାବେଳେ ସୂର୍ଯ୍ୟଙ୍କୁ ପାଚିଲା ଫଳ ଭାବି ଖାଇବାକୁ ଗୋଡ଼ାଇଥିଲେ

ହିନ୍ଦୁ ଧର୍ମରେ ପୂଜା ପାଉଥିବା ସମସ୍ତ ପୌରାଣିକ ଚରିତ୍ର ବା ଭଗବାନଙ୍କର ଆମ ମଣିଷଙ୍କ ପରି ଏକ ଜୀବନ କାହାଣୀ ରହିଛି। ସେମାନେ ବି ପିଲା ବେଳେ ଦୁଷ୍ଟ ଥିଲେ, ବଡ଼ ହେଲାପରେ ଅନେକ ଅଲୌକିକ ଘଟଣା ଘଟାଇଛନ୍ତି। ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କ...

Do Not Do These 20 Things – Shani Dev Will Get Furious !
Why Shanidev Got Anger: ଶାସ୍ତ୍ର କହୁଛି ଏହି ୨୦ଟି ଭୁଲ୍ କଲେ ଅସନ୍ତୁଷ୍ଟ ହୁଅନ୍ତି ପ୍ରଭୁ ଶନିଦେବ, ହୋଇଥାଏ ସାଂଘାତିକ ଅନିଷ୍ଟ

ଶନିଙ୍କୁ ସମସ୍ତଙ୍କର ଡର। ତାଙ୍କ କୃଦୃଷ୍ଟି ପଡ଼ିଲେ ଶକ୍ତିଶାଳୀ ଲୋକଟିଏ ମଧ୍ୟ ତଳିତଳାନ୍ତ ହୋଇଯାଇଥାଏ ବୋଲି ହିନ୍ଦୁ ଧର୍ମଶାସ୍ତ୍ରରେ କୁହାଯାଇଛି। ସେ ହେଉଛନ୍ତି ନ୍ୟାୟର ଦେବତା। ନ୍ୟାୟରେ ଥିବା ଲୋକଟିକୁ ସେ ସୁରକ୍ଷା ଦିଅନ୍ତି। ତେବେ କେଉଁ ୨୦ଟି ଭୁଲ୍ କାମ କଲେ ପ୍ରଭୁ ଶନି ରାଗନ୍ତି ଆସନ୍ତୁ...

Niladri bije the day when lord jagannath balabhadra & devi subhadra return to srimandir
Niladri Bije 2025: ନୀଳକନ୍ଦରକୁ ଶ୍ରୀଜିଉମାନଙ୍କ ପ୍ରତ୍ୟାବର୍ତ୍ତନର ଆନନ୍ଦମୟ ଉତ୍ସବ, ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ

ଭାଇ ଭଉଣୀଙ୍କ ସହ ନବଦିନ ଯାତ୍ରାରେ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଶେଷରେ ନୀଳକନ୍ଦରକୁ ଫେରନ୍ତି। ତାଙ୍କ ଯିବା ଯେମିତି ଏକ ଉତ୍ସବ, ରତ୍ନବେଦିକୁ ପ୍ରତ୍ୟାବର୍ତ୍ତନ ମଧ୍ୟ ଏକ ଉତ୍ସବ। ବାଣ ଫୁଟିବ ବାଜା ବାଜିବ। ତା ସହିତ ହୁଏ ସ୍ୱାମୀ-ସ୍ତ୍ରୀ ମୁହଁ ଫୁଲାଫୁଲିର ସମାଧାନ।

Adhara Pana
Adhara Pana 2025: ରଥରେ କାହିଁକି ହୁଏ ଅଧରପଣା ନୀତି, କେତେ ଜଣ ପାର୍ଶ୍ୱଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଏହା ହୋଇଥାଏ?

ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଆଷାଢ଼...

all about sunabesha of jagannath balabhadra & subhadra during rath yatra
Suna Besha 2025: କେଉଁ ରାଜାଙ୍କ ସମୟରୁ ଆରମ୍ଭ ହୋଇଥିଲା ରଥ ଉପରେ ଚତୁର୍ଦ୍ଧା ମୂରତିଙ୍କ ସୁନାବେଶ

ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଯେତିକି ଭକ୍ତଙ୍କ ସମାଗମ ହୁଏନାହିଁ, ସୁନାବେଶରେ ତା'ଠାରୁ ଅଧିକ ଭକ୍ତ ପୁରୀରେ ପହଞ୍ଚିଥାନ୍ତି। ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୁନାବେଶ ସଂପର୍କରେ ଜାଣନ୍ତୁ ସମଗ୍ର ତଥ୍ୟ।

Facts about bahuda yatra of lord jagannath rath yatra puri odisha
Bahuda Jatra 2025: ଫେରିଲା ବେଳେ ମାଉସୀ ମାଆ ମନ୍ଦିର ପାଖରେ କାହିଁକି ଅଟକନ୍ତି ମହାପ୍ରଭୁ?

ବାହୁଡ଼ା ଯାତ୍ରା କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ମାନବ ଜୀବନରେ ଘର ବାହୁଡ଼ାର ପ୍ରତୀକ। ଏହା ସୂଚାଏ ଯେ ଜୀବନର ଯାତ୍ରା ଯେତେ ଦୂର ହେଉନା କାହିଁକି, ଶେଷରେ ଆମେ ନିଜର ମୂଳସ୍ଥାନକୁ ଫେରିବାକୁ ପଡ଼ିବ।

brief history of cholera pandemic in world
History of Cholera: ୨୦୦ ବର୍ଷରେ ବିଶ୍ୱ ଦେଖିଛି ୭ଟି କଲେରା ମହାମାରୀ, ବେଳେବେଳେ ପଦା ହୋଇଯାଉଥିଲା ଗୋଟେ ଗୋଟେ ସହର

ବିଶ୍ୱ ଇତିହାସରେ କଲେରା ଆତଙ୍କମୟ ପରିସ୍ଥିତି ସୃଷ୍ଟି କରୁଥିଲା। ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଂଶ ଓ ଏକବିଂଶ ଶତାବ୍ଦୀରେ ମହାମାରୀର ରୂପ ନେଇ କଲେରା ବର୍ଷ ବର୍ଷ ଧରି ନରସଂହାର ଜାରି ରଖୁଥିଲା। ଆଜି ଆସନ୍ତୁ ଜାଣିବା କଲେରା ମହାମାରୀର ଇତିହାସ।

maa laxmi gives these 5 signals when she is unhappy
Maa Laxmi: ଅସନ୍ତୁଷ୍ଟ ହେଲେ ମାଆ ଲକ୍ଷ୍ମୀ ଦେଇଥାନ୍ତି ଏହି ୫ଟି ସଙ୍କେତ

ଆମର ଆଚରଣ ଠିକ୍ ନରହିଲେ, ଆମ ଘରେ ଥିବା ଦେବୀଦେବତା ମଧ୍ୟ ଅସନ୍ତୁଷ୍ଟ ରୁହନ୍ତି। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ, ଘରର ପରିବେଶ ହିଁ ଦିଅଁ ଦେବତାଙ୍କୁ ଘରକୁ ଆମନ୍ତ୍ରଣ କରିଥାଏ। ପଣ୍ଡିତମାନେ କୁହନ୍ତି, ଆମ ଘରେ ଥିବା ମାଆ ଲକ୍ଷ୍ମୀ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତେବେ ସେ...

about snana yatra the ceremonial bathing of Jagannath, Balabhadra, Subhadra
Snana Yatra: କେଉଁ ଦିଅଁ କେତେ ଗରା ପାଣିରେ ଗାଧାନ୍ତି? ଆଗରୁ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି?

ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଯାଏ ରଥଯାତ୍ରାର ପ୍ରକୃତ ପ୍ରକ୍ରିୟା। ଶ୍ରୀଜିଉମାନେ କିଏ କେତେ ଗରା ପାଣିରେ ଗାଧାନ୍ତି ଏବଂ ଆଗରୁ ଯେତେବେଳେ ଏମିତି ସ୍ନାନବେଦି ନଥିଲା, ସେତେବେଳେ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି, ଆସନ୍ତୁ ଜାଣିବା ସ୍ନାନଯାତ୍ରାର କିଛି ବିଶେଷ କଥା।

11 powerful mantras of hindu religion one should chant daily
11 Powerful Mantras: ୧୧ଟି ଶକ୍ତିଶାଳୀ ମନ୍ତ୍ର, ଯାହା ଦୈନିକ ପଢ଼ିଲେ ହେବ ଏହିସବୁ ଫାଇଦା

ହିନ୍ଦୁ ଧର୍ମରେ ଅଛି ଅନେକ ଆଶ୍ଚର୍ଯ୍ୟ ମନ୍ତ୍ର ଓ ଶ୍ଳୋକ। ଯାହା ବହୁତ ପୁରୁଣା ଓ ଶକ୍ତିଶାଳୀ। ହଜାର ହଜାର ବର୍ଷ ଧରି ଏହିସବୁ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରି ଏହାର ଆଶ୍ଚର୍ଯ୍ୟଜନକ ଦିଗକୁ ଆବିଷ୍କାର କରାଯାଇଛି। ଏହିପରି ୧୧ଟି ମନ୍ତ୍ର ପଢ଼ନ୍ତୁ, ଯାହା ଭାରତରେ ବହୁତ...

15 spiritual and mental benefits of chanting omm namah shivay mantra
Benefits of Chanting Om Namah Shivaya: ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କଲେ ମିଳେ ଏହ ୧୫ଟି ଉପକାର

ଏହା ଏମିତି ଏକ ମନ୍ତ୍ର ଯାହା ହିନ୍ଦୁ ଧର୍ମରେ ସବୁଠାରୁ ଅଧିକଥର ଉଚ୍ଚାରଣ ହୋଇଥାଏ। ଏହାର ଉଚ୍ଚାରଣ ଦ୍ୱାରା ଆମକୁ ଯେତେ ଅଧିକ ଫାଇଦା ମିଳିଥାଏ, ବୋଧହୁଏ ଅନ୍ୟ କୌଣସି ମନ୍ତ୍ର ଏପରି ଲାଭ ଦେଇନଥାଏ। ଜାଣନ୍ତୁ ଏହି ୧୫ଟି ଫାଇଦା।

Life Story of Shanidev
Shanidev's Unique Life Story: ଶନିଙ୍କ ଦେହର ରଙ୍ଗ କାହିଁକି କଳା ଓ କାହିଁକି ତାଙ୍କର ଗୋଟିଏ ଗୋଡ଼ ଛୋଟା?

ପ୍ରଭୁ ଶନିଙ୍କର ଜୀବନ କାହାଣୀ ବଡ଼ ବିଚିତ୍ର। ତାଙ୍କ ଦେହର ରଙ୍ଗ କାହିଁକି କଳା ତାହା କିଏ କିଏ ଅଳ୍ପେବହୁତେ ଜାଣିଥିବେ, କିନ୍ତୁ ତାଙ୍କର ଗୋଟିଏ ଗୋଡ଼ କାହିଁକି ଟିକେ ଛୋଟା ତାହା ହୁଏକ କେହି ଜାଣିନଥିବେ।

Akhandalamani Mela
Panchanana Mela: ଗରିବ ମାଧବ ମିଶ୍ରଙ୍କ ଅଲୌକିକ କାହାଣୀ, ରକ୍ତ ହୋଇଗଲା କ୍ଷୀର, ରାଧୁସାହୁର ପୁଅ ମଲା

ସାଧାରଣ ମଣିଷ ଯେତେବେଳେ ସାମାଜିକ ଜୀବନରେ ହାଇଯାଏ, ସେତେବେଳେ ସହାୟତା କରନ୍ତି ଈଶ୍ୱର। ଗରିବ ମାଧବ ମିଶ୍ରଙ୍କର ଏହି ଦରଦଭରା କାହାଣୀଟି ପଢ଼ନ୍ତୁ। କେମିତି ଖାଇବାକୁ ନପାଇ ରୋଗରେ ଛଟପଟ ହେଉଥିବା ଏହି ଗରିବ ବ୍ରାହ୍ମଣଟି ପଞ୍ଚାନନ ମେଳା କରି ଏକ ସୁସ୍ଥ ଜୀବନକୁ ଫେରି ଆସିଲେ ଇଏ...

7 effective ways of worshipping lord shanvidev or shani grah
Seven Ways to Please Lord Shani: ଶନିଙ୍କୁ ଖୁସି କରିବାର ୭ଟି ପ୍ରଭାବଶାଳୀ ଉପାୟ

ଭାରତରେ ଶନିଦେବଙ୍କ ସମ୍ଯା ମଧ୍ୟ ସଦା ଭକ୍ତମାନଙ୍କ ଭୟ ରହିଥାଏ। ଏହି ଆର୍ଟିକଲ ମାଧ୍ୟମରେ ତାଙ୍କୁ ଖୁସି କରିବାର ବିବିଧ ପାଇଁ ଅଂଶୀଦାରୀ ଖେତ୍ରଶିଳ୍ପିକୁ ନେଇ ଆଲୋଚନା କରିଥାଏ। ଏହି ସହିତ ମନ୍ତ୍ର ଉଚ୍ଚାରଣ, କର୍ମଯୋଗ, ଯଶସ୍ୱୀ ଦାନ, ରାଶିତେଲ ଦୀପ, ଭକ୍ତଙ୍କର ଆମିଷ ଖାଦ୍ୟ ଓ ନିଶାକୁ...

ଓଡ଼ିଶା ସରକାରଙ୍କ ଅଧୀନରେ ଦୀର୍ଘବର୍ଷ ଧରି କାମ କରି ଅବସର ଗ୍ରହଣ କରିଥିବା ଦେବେନ୍ଦ୍ରନାଥ ପରିଡ଼ା ଓଡ଼ିଆ ଧର୍ମ ପରମ୍ପରା ସଂପର୍କରେ ଅଧିକ ଗବେଷଣା ଜାରି ରଖିଛନ୍ତି। ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳର ଭାଷା ଓ ଢଗଢମାଳି ଉପରେ ସେ ଅଧିକ କିଛି ସଂଗ୍ରହ କରି ନିବନ୍ଧ ଲେଖା ଜାରି ରଖିଛନ୍ତି।