କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।
ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗାଁରେ ଅଘଟଣ ...୨୦ ଫୁଟ୍ ଗାତରେ ଫସି ଯାଇଛନ୍ତି ବୃଦ୍ଧା..
ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।
ମାଆ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା । କିନ୍ତୁ ଏଠି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ମାଆ ।
ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ।
ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନାତୁଣୀର ମୃତ୍ୟୁ ହୋଇଛି ।
ଖବର କାଗଜରେ ନିଜ ସମ୍ପର୍କରେ କିଛି ତଥ୍ୟ ଦେବା ସହ ଯୁବତୀ ଜଣକ ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଖବର କାଗଜରେ ଏକ ଆଡ୍ ମଧ୍ୟମରେ ଯୁବତୀ ଲେଖିଛନ୍ତି, ‘ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି ।
ଘରେ ବସି ସମୟ କାଟୁଥିଲେ । ତାଲିମ ନେଇ ସିଲେଇ କଲେ...ଏବେ ମାସକୁ ଭଲ ରୋଜଗାର ହେବା ସହିତ ସ୍ୱାବଲମ୍ବୀ ହେଲେ ଗାଁ ମହିଳା
କଫିନ୍ର ଚତୁଃପାର୍ଶ୍ୱରେ ପ୍ଲାଷ୍ଟର ମଧ୍ୟ କରାଯାଇଥିଲା । ହେଲେ ମହିଳାଙ୍କୁ କବର ଦେବାର ୧୧ ଦିନ ବିତିଯିବା ପରେ କବରରୁ କିଛି ଶବ୍ଦ ଶୁଶିବାକୁ ମିଳିଥିଲା । ଯାହାକୁ ଶ୍ମଶାନ ନିକଟରେ ରହିଥିବା କିଛି ଲୋକ ଶୁଣିବାକୁ ପାଇଥିଲେ ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।
୪ର୍ଥୀ ଦିନ ଫୋନ୍ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ ସେ ଫେରିଲେ ନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଆଜି ବି ଚାହିଁ ବସିଛି ସ୍ତ୍ରୀ
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ ।
ଘର କାମ କରିବା ପାଇଁ ବିଦ୍ୟୁତ ଦ୍ୱାରା ଏକ ମେସିନ୍ରେ ରଡ୍ କାଟୁଥିଲେ । ହେଲେ ଅସାବଧାନତା କାରଣରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।
ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍ ପଠାଇ ବେଲ୍ରେ ଆଣୁଥିଲେ ସ୍ତ୍ରୀ ?
ପୋଲିସର ସୂଚନାନୁସାରେ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିଲା । ସମସ୍ତଙ୍କ ମୃତଦେହ ଏକ ଫାର୍ମରେ ଥିବା କୂଅରୁ ମିଳିଥିଲା । ଏନେଇ ଜାଣିବା ପରେ ସେହି ଜାଗାର ମାଲିକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।
ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।
ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।
ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ ।
OTVରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଲା ପ୍ରଶାସନ । ଶେଷରେ ଖୁଣ୍ଟ ଭାବେ ପୋଖରୀ ହିଡରେ ଠିଆ ହେଉଥିବା ମହିଳା ଜଣକ ଚିକିତ୍ସା ପାଇବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି …
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା।
କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।
ମହାପ୍ରଭୁଙ୍କର ଆଉ ଜଣେ ଭକ୍ତ ମଧୁମତି ବିଶୋଇ । ଉଦୁଉଦିଆ ଖରାବେଳେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ମାସେ ହେଲା ବାଣ୍ଟୁଛନ୍ତି ଦହିପାଣି । ସେବା ପାଇଁ ଭୁବନେଶ୍ୱରରୁ ଯାଇ ରହିଛନ୍ତି ପୁରୀରେ ।