ବର୍ଷ ଆରମ୍ଭରୁ ଏକାବେଳେ ୮ ଲକ୍ଷ କମେଇଛନ୍ତି ଏହି ମହିଳା । ଆପଣ ଭାବୁଥିବେ ଇଏ ଏମିତି କି ବ୍ୟବସାୟ କରୁଛନ୍ତି ଯେ, ବର୍ଷ ଆରମ୍ଭରୁ ଏକାଥରକେ ୮ ଲକ୍ଷ । କଥାଟା ଜାଣିଲା ଭଳିଆ । କାରଣ ୬୩ ବର୍ଷ ବୟସରେ ଏ ମହିଳା ଜଣକ ଯଦି ୮ ଲକ୍ଷ କମେଇ ପାରୁଛନ୍ତି ତା ହେଲେ ଏଠି କିଛି ବି ଅସମ୍ଭବ ନୁହେଁ। ପରିଶ୍ରମ କଲେ ସବୁ କିଛି ସମ୍ଭବ ଦର୍ଶକବନ୍ଧୁ।
ଜନଗହଳି ବସ୍ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।
ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ।
ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।
କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।
ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।
ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ କଳା ବାଦଲ ଭିତରେ କେବେ ବି ହାରିନାହାନ୍ତି ସୁମିତ୍ରା ।
ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।
ନାନାବାୟା ଗୀତ ଶୁଣି ମାଆ କୋଳରେ ଅଝଟ ଶିଶୁଟି କେଡେ ଆରାମରେ ଶୋଇପଡିଛି । ଶୋଇବନି ବା କେମିତି, ଗୀତ ବି ବେଶ୍ ଶରଧାର ସହ ଗାଈ ପୁଅକୁ ତା ମାଆ ପରା ଶୁଆଉଛି, ପୁଅ ଆଉ କେତେ ଅଝଟ ହେବ ଯେ...
କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି ।
ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ନିଜ ପିଲାଙ୍କୁ ଆଶ୍ରମରେ ଛାଡ଼ି, ଡାକ୍ତରଖାନାରୁ ଘରକୁ ଆଣିଥିବା ପୁଅ ଝିଅର ଯତ୍ନ ନେବା ସହ ରୋଗୀଣା ମା’ର ଚିକିତ୍ସା କରୁଛନ୍ତି ଜ୍ୟୋତି। ଏଭଳି ମହାନତା ଦେଖି ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ବେଶ ପ୍ରସଂଶାର ପାତ୍ର ହୋଇଛନ୍ତି ଜ୍ୟୋତି ବିନ୍ଧାଣୀ।
ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ।
ଗାଡ଼ି ଚଲଉଥିଲେ, କ’ଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କ’ଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ ।
ଯୌତୁକ ପାଇଁ ଶାଶୁ ଓ ନଣନ୍ଦଙ୍କ ମାଡ଼ରେ ବୋହୂର ହାତ ଭାଙ୍ଗିଲା । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ ହେଲା । ଏପରି ଏକ ଅଭିଯୋଗ ଆସିଛି ସୋର ଥାନା ପୋଡାଡିହା ଗାଁରୁ ।
ପ୍ରେମ କେତେବେଳେ କାହାକୁ ହୁଏ କହି ହୁଏନା । ସେମିତି ଏକ ପ୍ରେମ ହୋଇଛି ଜଣେ ମହିଳାଙ୍କୁ । ହାତ ତିଆରି କଣ୍ଢେଇକୁ ବାହା ହେଲେ ମହିଳା; ପାଇଲେ ଯାଆଁଳା ଶିଶୁ !
ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।
ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।
ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
ବିଧିର ବିଧାନ ଆଗରେ ନିରୁପାୟ ଗୋଟିଏ ମାଆ । ଅନ୍ତ ଫାଡ଼ି ଜନ୍ମକଲା ପୁଅକୁ ବା ସେ କେମିତି ଭୁଲି ପାରିବ । ସେଇଥିପାଇଁ ପୁଅର ସ୍ମୃତି ଉଦ୍ଦେଶ୍ୟରେ ତିଆରି କରିଛନ୍ତି ଏହି ମନ୍ଦିର । ଆଉ ଏମିତି ନିଜ ଗେଲ୍ଲା ପୁଅକୁ ମନେ ପକାଉଛନ୍ତି ।
ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।
ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍ସନ୍ ନୋମିନି ଭାବେ ରଖିପାରିବେ ।
ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।
ଆପଣ ଆକାଶରେ କେବେ ଚାଲିଛନ୍ତି ? ଚାଲିବା ତ ଦୂରର କଥା, ଏତେ ଉଚ୍ଚରୁ ଯେ କେହି ନିଜକୁ ସୁରକ୍ଷିତ ରଖି ଖେଳ ପ୍ରଦର୍ଶିତ କରିପାରେ, ତାହା ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ।
ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।