ଯେଉଁ ଆପ୍ ବ୍ୟବହାର କରି ଲୋକେ ନିଜ ପାଇଁ ପାର୍ଟନର୍ ଖୋଜନ୍ତି ସେହି ଆପ୍ରୁ ଜଣେ ପୁଅ ତାଙ୍କ ପାଇଁ ୨ ଭଉଣୀ ଯୋଗାଡ କରି ନେଇଛନ୍ତି। ଧୂମ୍ଧାମ୍ରେ ପାଳିବେ ରାଖୀ ପୂର୍ଣ୍ଣିମା।
ଚାକରକୁ ହୃଦୟ ଦେଇଦେଲେ ମାଲିକାଣୀ। ତାଙ୍କ ସରଳତା ତାଙ୍କୁ ଏତେ ପ୍ରଭାବିତ କଲା ଯେ କହିଦେଲେ ‘I Love You’ ଆଉ କରିଦେଲେ ବିବାହ। ଏବେ ଚର୍ଚ୍ଚାରେ ଏହି ଲଭ୍ ଷ୍ଟୋରୀ।
ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ ।
ହିନ୍ଦୁ ଦେବଦେବୀଙ୍କୁ ପୁଣି ଅସମ୍ମାନ। ମା’ କାଳୀଙ୍କ ମୁହଁ ସିଗାରେଟ୍ ଟଣେଇଲେ ସିନେ ନିର୍ମାତା। ଏହାକୁ ନେଇ ଉଠିଛି ବିବାଦ।
କେହି ଯଦି ଝିଅ ତୁଳନାରେ ମା’କୁ ଅଧିକ ସୁନ୍ଦର କୁହେ ତେବେ କୋଉ ଝିଅ ବା ଖୁସି ନ ହେବ! କିନ୍ତୁ ଏମିତି କିଛି ଝିଅ ବି ଅଛନ୍ତି ଯେଉଁମାନେ ଏହାକୁ ସହଜେ ହଜମ କରିପାରନ୍ତି ନାହିଁ। ସେମିତି ଏକ ଝିଅ କ୍ଷେତ୍ରରେ ଦେଖାଦେଇଛି, ଯିଏ ମା’ର ସୌନ୍ଦର୍ଯ୍ୟକୁ ନେଇ ଈର୍ଷାରେ ଜଳୁଛି।