Advertisment

Laba Hansda: ଫସିଲେ ଲବ ହାଁସଦା ! ସାମ୍ନାକୁ ଆସିଲା ପ୍ରେମିକାଙ୍କ ମୃତ୍ୟୁ ପୂର୍ବର ଅଡିଓ ରେକର୍ଡିଂ

ୟୁଟ୍ୟୁବର ଲବ ହାଁସଦା ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଲବଙ୍କ ପ୍ରେମିକା ସୋଲମିଙ୍କ ଅଡିଓ ରେକର୍ଡିଂ । ଲବ ତାଙ୍କୁ ନିର୍ଯାତନା ଦେଉଥିବା କଥା ଜଣେ ବନ୍ଧୁଙ୍କୁ କହୁଛନ୍ତି ପ୍ରେମିକା ।

author-image
Namita Biswal

ୟୁଟ୍ୟୁବର ଲବ ହାଁସଦା ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ଲବଙ୍କ ପ୍ରେମିକା ସୋଲମିଙ୍କ ଅଡିଓ ରେକର୍ଡିଂ । ଲବ ତାଙ୍କୁ ନିର୍ଯାତନା ଦେଉଥିବା କଥା ଜଣେ ବନ୍ଧୁଙ୍କୁ କହୁଛନ୍ତି ପ୍ରେମିକା । ଲବ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଥିବା କଥା ସେ ଫୋନ ମାଧ୍ୟମରେ ଜଣାଉଛନ୍ତି । 

Advertisment
Girl Suicide Viral Audio Laba Hansda
Advertisment
Advertisment