Advertisment

Bizarre Love Story: ଝିଅ ବସିଥାନ୍ତା ବେଦୀରେ, ଜ୍ୱାଇଁ ସହ ଫେରାର୍ ହୋଇଗଲା ଶାଶୁ

ଛପି ସାରିଥିଲା ବାହାଘର କାର୍ଡ। କିଣା ସରିଥିଲା ଶାଢ଼ୀ ଓ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ୱାଇଁପୁଅକୁ ଧରି ଫେରାର ହୋଇଗଲା ମା’ ।

author-image
Namita Biswal
ଅଦ୍ୟତନ ହୋଇଛି

ଛପି ସାରିଥିଲା ବାହାଘର କାର୍ଡ । କିଣା ସରିଥିଲା ଶାଢ଼ୀ ଓ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ୱାଇଁପୁଅକୁ ଧରି ଫେରାର ହୋଇଗଲା ମା’ । ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ୱାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଦୁହେଁ । ଶାଶୁ-ଜ୍ୱାଇଁଙ୍କ ଏହି ଲଭଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଖବର ଭାଇରାଲ ପରେ ଏବେ ଉଭୟ ପ୍ରେମୀ ଯୁଗଳ ଥାନାରେ ପହଞ୍ଚି ଆତ୍ମସପର୍ମଣ କରିଛନ୍ତି । 

Advertisment
Uttar Pradesh Unique Love Story
Advertisment
Advertisment