ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ନିଆରା ବିବାହ ଉତ୍ସବ । ମୃତ୍ୟୁର ୩୦ ବର୍ଷ ପରେ ବାହା ହେଲେ ଦମ୍ପତ୍ତି...
ପାକିସ୍ତାନର ଡିଏସ୍ପି ହୋଇଛନ୍ତି ପ୍ରଥମ ହିନ୍ଦୁ ମହିଳା। ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏହି ସଫଳତା ପାଇଛନ୍ତି। ଏନେଇ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।
ନିଆରା ଢ଼ଙ୍ଗରେ ବକ୍ରିଇଦ୍ ପର୍ବ ପାଳନ କରି ଚର୍ଚ୍ଚାରେ ଉତ୍ତରପ୍ରଦେଶର ଏକ ପରିବାର ।
ହୀନମାନସିକତା ଥିବା ଲୋକଙ୍କୁ ଉପଯୁକ୍ତ ପ୍ରତିଉତ୍ତର ଦେଲେ ମନ୍ତ୍ରୀ..
କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?
ନିକଟରେ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଜଣେ ଝିଅ ଏକୁଟିଆ ଏକ ପଥର ଉପରେ ବସି ପାଠ ପଢୁଛି। ଏହି ଫଟୋକୁ ଦେଖି ଯେ କେହି ବି ଆନୁପ୍ରାଣିତ ହୋଇପାରନ୍ତି।
ବର୍ତ୍ତମାନ ଗୁଗଲ ପ୍ଲେ-ଷ୍ଟୋରରେ ଅନେକ ଆପ୍ ରହିଛି । ସେଥିମଧ୍ୟରୁ ଗୋଟିଏ ଆପ୍ ଅଛି ଯାହା ଆମର ଭବିଷ୍ୟତ ସହିତ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ । ଜ୍ୟୋତିଷଶାସ୍ତ୍ର ଆପ୍ର ପୂର୍ବାନୁମାନ ସତ ହୋଇଥିବାରୁ ପୁନୀତ୍ ହେଲେ କୋଟିପତି ।
ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନାର ପ୍ରସ୍ତୁତ କରି ନିଜ ବିବାହ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ।
ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।