ପ୍ରେମିକା ସିନା ପ୍ରେମ ପାଇଁ ବିଷ ପିଇଦେଲା, ହେଲେ ପ୍ରେମିକ ଜଣକ ବିଷ ନପିଇ ଫେରାର ମାରିଥିଲା
ହସ୍ପିଟାଲରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଛାତ୍ରୀ । ଖରା ଦିନେ ପୋଡ଼ା ଘା ଅସହ୍ୟ ଯନ୍ତ୍ରଣା ଦେଉଥିବା ବେଳେ ହସ୍ପିଟାଲ ପରିସର ତାଙ୍କ କାନ୍ଦଣାରେ ଫାଟି ପଡ଼ୁଛି ।
ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଗଲା ଗଛ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।
କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲା ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା ପୋଲିସ ।
ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।
କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ
ତୁରନ୍ତ ହସ୍ପିଟାଲ ନେଇଥିଲେ ସୁଦ୍ଧା ବଞ୍ଚାଇ ପାରିନଥିଲେ ଡାକ୍ତର ।
ମହିଳାଙ୍କ ଚପଲ ଆଣିବାକୁ ଟ୍ରେନ୍କୁ ଚଢ଼ିଥିଲେ ଯୁବକ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା ।
ନୂଆବର୍ଷର ଦ୍ୱିତୀୟ ଦିନରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ନୂଆ ଜୀବନ ଦେଲେ ଦ୍ୱିତୀୟ ଭଗବାନ୍ । ଆଠ ଘଣ୍ଟାର ଅପରେସନ୍ ଆଉ . .
ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .
ରାସ୍ତା ଉପରେ ପୋଡ଼ି ହୋଇ ଯୁବକଙ୍କ ଜୀବନ ଚାଲିଗଲା । ଶରୀର ଜଳିଯାଇଥିବାରୁ ମୃତକଙ୍କ ପରିଚୟ ମିଳିନି ।
ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ ।
ସାତ ଦରିଆ ଡେଇଁ ସାଥି ହୋଇ ଆସିଥିଲେ ବୁଲିବା ପାଇଁ...ଦେଖିଥାନ୍ତେ ଓଡ଼ିଶାର ସୌନ୍ଦର୍ଯ୍ୟକୁ, ସାଉଁଟିଥାନ୍ତେ ରୋମାଞ୍ଚ ଅନୁଭୂତିା ହେଲେ ଭାଗ୍ୟର ବିଡ଼ମ୍ବନା ଦୁଇ ବନ୍ଧୁ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ ।
ବଡ଼ ଦିନରେ ଦୁଃଖଦ ଘଟଣା । ଚାରିଆଡ଼େ ଖ୍ରୀଷ୍ଟମାସ ପାଇଁ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଦୁଇ ଭଉଣୀ ।
ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ
ସବୁକିଛି ଠିକ୍ ଥିବା ପରେ ବି ହଠାତ୍ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।
ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍ ବି ଚାଲିଛି ।
ଓଃ କି ଯନ୍ତ୍ରଣା । ଛାତ ଉପରୁ ଖସି ପଡ଼ିଲେ ମହିଳା, ପଶିଗଲା ଲୁହା ରଡ୍ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।
ଶିକ୍ଷାର ମନ୍ଦିରରେ ପିଲାଙ୍କ ଉପରେ ଅତ୍ୟାଚାର । ମଧ୍ୟାହ୍ନ ଭୋଜନ ନେଇ ଅଭିଯୋଗ କରିବା ପରେ ଛାତ୍ରଙ୍କ ହାତ ଭାଙ୍ଗିଦେଲେ . . .