• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tiger

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

Tiger
ଏଣିକି ବାଘଙ୍କର ହେବ ଡିଏନଏ ପ୍ରୋଫାଇଲିଂ

ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।

tiger
ଜୁନ୍‌ରେ ଆସିବ ବାଘ

ଭୁବନେଶ୍ୱର: ଜୁନ୍‌ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିବ ବାଘ। ମୋଟ ୬ଟି ମହାବଳ ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଅଣାଯିବ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଗୋଟିଏ ମହାବଳ ବାଘ ଅଣାଯିବ ଏବଂ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆଉ ୫ଟି ମହାବଳ ବାଘ ଅଣାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି। ଏଥିସହ ଗ୍ରୀନ ମହାନଦୀ ଯୋଜନାରେ ମହାନଦୀର ଉଭୟ ପାର୍ଶ୍ୱରେ […]