Advertisment

ହସିମ୍ ମୂଷାକୁ ଏବେ ଖୋଜୁଛି ସେନା

ପହଲଗାମ୍ ହମଲା ପଛରେ ଥିବା ଆତଙ୍କୀ ଚେହେରା ଧିରେ ଧିରେ ସାମ୍ନାକୁ ଆସୁଛି। ସବୁଠୁ ଚର୍ଚ୍ଚାରେ ଥିବା ଦୁଇ ଆତଙ୍କବାଦୀ ହସିମ୍ ମୂଷା ଓ ଫାରୁକ୍ ଅହମ୍ମଦକୁ ଏବେ ଖୋଜୁଛି ସେନା। ଦକ୍ଷିଣ କଶ୍ମୀରର ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହି ପାକିସ୍ତାନକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ହସିମ୍ ମୂଷାକୁ କିନ୍ତୁ ଜୀବନ୍ତ ଧରିବାକୁ ଜାରି ରହିଛି ଅପରେସନ୍। ଏସବୁ ଭିତରେ ଆତଙ୍କୀ ଆକ୍କା ଲସ୍କର-ଏ-ତୟବ୍ବାର ମୁଖ୍ୟ ହାଫିଜ୍ ସଇଦର ଲାହୋରର ଭିଆଇପି ଠିକଣା ସାମ୍ନାକୁ ଆସିଛି।

author-image
Sujit kumar Swain

Terrorists
Advertisment
Advertisment