Advertisment

ଆତଙ୍କୀ ପାକିସ୍ତାନରୁ ଟ୍ରେନିଂ ନେଇଛନ୍ତି!

ଜମ୍ମୁ-କାଶ୍ମୀର ଜେଲରେ ବନ୍ଦୀ ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ଜେରା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ। ୨୨ ଏପ୍ରିଲରେ ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କୀ ହମଲା ପଛରେ ପାକିସ୍ତାନ ହାତ ଥିବା ଜଣାପଡିଛି।

author-image
Sujit kumar Swain

Terrorists
Advertisment
Advertisment