Special Story: Tahawwur Rana Returning to India After 16 Years; NIA and RAW Team on His Trail
୨୦୦୮ ନଭେମ୍ବର ୨୬ । ଏହା ଥିଲା ପୂରା ଦେଶ ପାଇଁ ଅଶୁଭ । ଦୋହଲିଥିଲା ଦେଶର ବାଣିଜ୍ୟ ସହର ମୁମ୍ବାଇ । ଆତଙ୍କୀଙ୍କ ଗୁଳିମାଡ଼ରେ ରକ୍ତପାତ ହୋଇଥିଲା ମାୟାନଗରୀ । ୧୬ବର୍ଷ ପରେ ଭାରତ ଆସୁଛି ଏହି ହମ୍ଲାର ମାଷ୍ଟରମାଇଣ୍ଡ ତହବୁର ରାଣା । ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରି ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ତହବୁରକୁ ସାଙ୍ଗରେ ନେଇ ଆସୁଛନ୍ତି NIA ଓ RAWର ଏକ ମିଳିତ ଟିମ୍ । ତେବେ ତାକୁ ଭାରତ ଆଣିବା ପରେ ଜେଲରେ କାସବ ଭଳି ବିରିୟାନୀ ଖାଇବାକୁ ନ ଦେଇ ଫାଶୀ ଦିଆଯାଉ ବୋଲି ଦାବି ହେଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)