• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: T20 World Cup

India-Pakistan
T20 World Cup: ସଟ୍ଟା ବଜାର ଗରମ; ଭାରତ-ପାକ୍‌ ମ୍ୟାଚ୍‌ରେ ୧୦୦୦ କୋଟିର ସଟ୍ଟା, ଅଣ୍ଡରୱାର୍ଲ୍ଡର ବି ନଜର

ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍‌ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

Simi Singh
T20 World Cup: ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ରୁ ବର୍ତ୍ତିଲେ ‘ଭାରତୀୟ’ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ସିମି ସିଂହ ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ ହେବାରୁ ବର୍ତ୍ତିଛନ୍ତି ।

Virat Kohli
T20 World Cup: ୧୧ ବର୍ଷ ବିତିଗଲାଣି, ଏଥର ବିରାଟଙ୍କ ଲକ୍ଷ୍ୟ ପୂରଣ ହେବ ତ ?

ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍‌ । ଟେଷ୍ଟ କ୍ରିକେଟ୍‌ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍‌ ପୁରା କରିସାରିଲେଣି ।

ScotLand
T20 World Cup: ବିଜୟରୁ ସ୍କଟ୍‌ଲ୍ୟାଣ୍ଡର ଅଭିଯାନ ଆରମ୍ଭ, କାଇଲ କହିଲେ ଆମେ କେଉଁଠି ବି ଜିତିପାରିବୁ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍‌ଲ୍ୟାଣ୍ଡ । ଓପନିଂ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ସ୍କଟ୍‌ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍‌ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା ।

ICC T20 World Cup 2021
ICC T20 World Cup: କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ?

ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍‌ ଟାଇଟଲ୍‌ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Team India
T20 World Cup: BCCI ନିଜେ ଛିଡ଼ା କରିଛି ୭ ବଡ଼ ଶତ୍ରୁ !

ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।

Rahul Dravid Set To Take Over As Team India Coach After T20 World Cup
ରାହୁଲ ହେବେ ନୂଆ କୋଚ୍!

ଭାରତୀୟ କ୍ରିକେଟ ପାଇଁ ବଡ଼ ଖବର । ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଟିମ୍ ଇଣ୍ଡିଆର କୋଚ୍..

Rahul Dravid
ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ୍

ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି

Team India
୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତୀୟ ଟିମ୍‌ !

ଭାରତୀୟ କ୍ରିକେଟ୍‌ ଟିମ୍‌ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।

IPL 2021
IPL 2021: ସ୍କାନରରେ ବିରାଟ-ରୋହିତ-ରାହୁଲ ! ଆଗକୁ ଆସୁଛି ଟି-୨୦ ବିଶ୍ୱକପ୍‌

ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଥିଲେ ଯେ, ସେ ଟି-୨୦ ବିଶ୍ୱକପରେ ଓପନିଂ କରିପାରନ୍ତି । ଅକ୍ଟୋବର ୧୭ରୁ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି ।

BCCI Announces India’s 15-Member Squad For T20 World Cup
୧୫ ଜଣିଆ ଟି-ଟ୍ୱେଣ୍ଟି ଟିମ୍ ଘୋଷଣା

ଅକ୍ଟୋବରରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଭାରତ। ଧୋନୀ ତୁଲାଇବେ ମେଣ୍ଟର ଦାୟିତ୍ୱ।