• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Surya

Kanguva director siva explains the meaning of kanguva
ନିର୍ମାତା ଫିଲ୍ମର ଟାଇଟଲ୍ କାହିଁକି ରଖିଲେ ‘କଙ୍ଗୁଭା’; କ’ଣ ଏହାର ମାନେ

ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍‌’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍‌ର ଜବରଦସ୍ତ ଷ୍ଟାଇଲ୍‌ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।

Kanguva sizzle teaser whopping 12 million plus views in 18 hours
Kanguva Teaser Release: ଆସିଲା ‘କଙ୍ଗୁଭା’ର ଟିଜର୍; ଭୟଙ୍କର ଭୂମିକାରେ ବବି ଦେଓଲଙ୍କ ଜଲୱା

ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍ ଉଧିରନ୍ ଭୂମିକାରେ ନଜର ଆସିଛନ୍ତି।

South stars who failed to create impact in bollywood
ସାଉଥ୍‌ର୍ ଏହି ୫ ତାରକା ବଲିଉଡ୍‌ରେ କରିଛନ୍ତି ଭାଗ୍ୟ ପରୀକ୍ଷା; କିନ୍ତୁ ହେଇ ନାହାନ୍ତି ସଫଳ

ସାଉଥ୍‌ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍‌ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।

after animal success bobby deol became the villain in a 300 crore film
‘ଆନିମଲ୍' ପରେ ବବିଙ୍କ ହାତରେ ଲାଗିଲା ବଡ ପ୍ରୋଜେକ୍ଟ; ଆସିବେ ସାଙ୍ଘାତିକ ରୂପରେ

ବବି ବର୍ଷ ବର୍ଷ ଧରି ହିରୋ ହୋଇ ଯେଉଁ ଖ୍ୟାତି ଅର୍ଜନ କରି ନ ଥିଲେ, ସେ ବର୍ତ୍ତମାନ ମଧ୍ୟ ଜଣେ ଭିଲେନ୍ ହୋଇ ଏହାକୁ ହାସଲ କରିପାରିଛନ୍ତି। ତାଙ୍କ ଭାଗ୍ୟ ଖୋଲିଯାଇଛି। ତାଙ୍କ ହାତରେ ଏବେ ବଡ଼ ବଡ଼ ପ୍ରୋଜେକ୍ଟ।