• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Student Death

Student Drowning
ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ ।

IIT Madras Student Dies By Suicide
‘Sorry, ମୁଁ ସେତେଟା ଭଲ ନୁହେଁ’... ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହ୍ୱାଟ୍ସଆପ୍‌ରେ ଛାତ୍ର ଜଣକ ଏକ ଷ୍ଟାଟସ୍‌ ପୋଷ୍ଟ କରିଥିଲେ। ଏହି ଷ୍ଟାଟସ୍‌ ଦେଖି ଜଣେ ସାଙ୍ଗ ତାଙ୍କ ରୁମ୍‌ରେ ପହଞ୍ଚିବା ପରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

Medical Student Death
ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରର ଜୀବନ

ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।

Girl student found hanging in hostel of Government Polytechnic in Jajpur
ହଷ୍ଟେଲ୍ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହଇରାଣ କରୁଥିଲେ ସହପାଠୀ !

ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

accidental death
କାନ୍ଦୁଛି ସରଧାପାଲି : କାହା ମୁହଁରେ ଭାଷା ନାହିଁ...

କାନ୍ଦ ବୋବାଳିରେ ଫାଟି ପଡୁଛି ଘର . . ହେଲେ ଏଠି କିଏ କାହାକୁ ସମ୍ଭାଳିବ

Matric Girl Student Allegedly Commits Suicide In Jajpur
ମାଟ୍ରିକ ପରୀକ୍ଷାରେ ଭଲ ନହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।

Class 10 boy student dies shortly after falling unconscious at exam centre
ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି ବେହୋସ ହୋଇପଡ଼ିଲେ ମାଟ୍ରିକ ଛାତ୍ର, ଚାଲିଗଲା ଜୀବନ...

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ।

13-Year-Old Girl Dies After Consuming 45 Iron Pills
ଓଭର କନଫିଡେନ୍ସ ଜୀବନ ନେଲା ! ସାଙ୍ଗଙ୍କୁ ଚ୍ୟାଲେଞ୍ଜ କରି ୪୫ଟି ଆଇରନ୍‌ ବଟିକା ଖାଇଲେ ସ୍କୁଲ୍‌ ଛାତ୍ରୀ

ମହଙ୍ଗା ପଡ଼ିଲା ବାହାଦୁରୀ ମାରି ସାଙ୍ଗମାନଙ୍କୁ ଚ୍ୟାଲେଞ୍ଜ କରିବା। ଓଭର କନଫିଡେନ୍ସ ହୋଇ ଅଧିକ ଆଇରନ୍‌ ବଟିକା ଖାଇବା ଯୋଗୁ ଜଣେ ୧୩ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଛି।

Girl Student Dies After Falling From Roof
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ିଲେ ଛାତ୍ରୀ

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।

VSSUT girl student death Sambalpur SP rules out murder
‘ମର୍ଡର ନୁହେଁ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି’

‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍‌ମିଟ୍‌ରେ ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।

Vissut Student Death Suspense
କେମିତି ହେଲା ଚିନ୍ମୟୀଙ୍କ ମୃତ୍ୟୁ ? ଗଳାର ଦାଗ ବଢ଼ାଉଛି ସସପେନ୍ସ

ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ।

Telangana Student Dies
ପ୍ରାଇଭେଟ୍‌ ଫଟୋ ଭାଇରାଲ କଲା ପୁରୁଷ ବନ୍ଧୁ; ଜୀବନ ହାରିଲେ ମେଡିକାଲ ଛାତ୍ରୀ

ୱାରଙ୍ଗାଲର ଯୁବକ ଜଣକ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କର କିଛି ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିଲେ । ଫଳରେ ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

Friend Killed
ସ୍କୁଲରୁ ଫେରୁଥିଲେ, ସାଙ୍ଗମାନେ ରାସ୍ତାରେ ଅଟକାଇ ପିଟି ପିଟି ମାରିଦେଲେ

ପରେ ଛାତ୍ର ଜଣକ ରକ୍ତାକ୍ତ ହେବାରୁ, ତାଙ୍କୁ ସେଠାରେ ପକାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ।

Minor Girl Student Kills Self After Intimate Picture Goes Viral
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌, ଜୀବନ ହାରିଲେ କଲେଜ ଛାତ୍ରୀ

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ ପାଇଁ ଜୀବନ ହାରିଲେ ନାବାଳିକା ଛାତ୍ରୀ। ମୃତ୍ୟୁ ପୂର୍ବରୁ ନାବାଳିକା ଜଣକ ନିରାକାରପୁର IICଙ୍କୁ ଏକ ଚିଠି ଲେଖିଥିଲେ।

Sritam
ଶ୍ରୀତମ ଯାଇଥିଲା ଟ୍ୟୁସନ, ହେଲେ ଆଉ ଘରକୁ ଫେରିନି ! କ’ଣ ହେଲା ତା‘ର..?

ନବମ ଶ୍ରେଣୀର ଛାତ୍ର ଶ୍ରୀତମ । ରବିବାର ଦିନ ସୁଦ୍ଧକଁଠି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ ତାଙ୍କୁ ଟ୍ୟୁସନ ହେବାକୁ ଡାକିଥିଲେ । ଶ୍ରୀତମଙ୍କ ସହ ଅନ୍ୟ ୩ ଜଣ ବି ଟ୍ୟୁସନ ଯାଇଥିଲେ ।

Death of class 7 girl student BJP mahila Morcha to meet family in Phulbani
ପ୍ରସବ ପରେ ଆଖି ବୁଜିଲେ ସପ୍ତମ ଶ୍ରେଣୀ ଛାତ୍ରୀ, ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।

Class 7 student found dead under mysterious condition in Jeypore
ପରୀକ୍ଷା ଦେଇ ଘରକୁ ଫେରିଲେ, ଛାତ ଉପରୁ ମିଳିଲା ମୃତଦେହ

ଛାତ୍ର ଜଣକ ପରୀକ୍ଷା ଦେଇ ଘରକୁ ଫେରିଥିଲେ। ଏହାପରେ ତାଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

Nursing Student Death
ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।

Special story
ଯାଜପୁର ମଙ୍ଗଳପୁରରେ ୯ମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?

Girl student found hanging inside her hostel room under mysterious circumstances
କଟକ ହଷ୍ଟେଲ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର; ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା

କଟକରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।