Advertisment

ବର୍ତ୍ତିଯିବେ କି ବୁଲା କୁକୁର?

ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ତଡ଼ି ପାର ନେଇ ପୂର୍ବରୁ ଦେଇଥିବା ରାୟରେ ପୁଣି ନରମ ମନୋଭାବ ପୋଷଣ କଲେ ସୁପ୍ରିମକୋର୍ଟ। ଏହି ରାୟକୁ ପଶୁପ୍ରେମୀଙ୍କ ବିରୋଧ ଏବଂ ସାନି ଆବେଦନ ପରେ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ବି.ଆର. ଗଭାଇ। ସର୍ବୋଚ୍ଚ କୋର୍ଟଙ୍କ ଏଭଳି ସଙ୍କେତ ପରେ ଖୁସି ପ୍ରକାଶ କରିଛନ୍ତି ପଶୁପ୍ରେମୀ। ଏଭଳି ସ୍ଥିତିରେ ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କୁ ଅନ୍ୟ ସ୍ଥାନକୁ ନେବା ପାଇଁ କୌଣସି ଯୋଜନା ନଥିବା କହିଛନ୍ତି ବିଏମସି ମେୟର।

author-image
Chinmayee Sahoo

Supreme Court Of India Stray Dogs
Advertisment
Advertisment