କ୍ଷୀର କେକ୍ ବହୁତ ସୁଆଦିଆ ହୋଇଥାଏ। ଏହାକୁ ଆପଣ ଘରେ ମଧ୍ୟ ତିଆରି କରିପାରିବେ। କ୍ଷୀର କେକ୍ ତିଆରି କରିବା ପାଇଁ ୩ ଲିଟର କ୍ଷୀର, ୨ ଚାମଚ ଘିଅ, ୧ କପ୍ ଚିନି, ୨ ଚିମୁଟା ଫିଟିକିରି, ୧/୪ ଚାମଚ ଗୁଜୁରାତି ପାଉଡର, ୨ ଚାମଚ କଟା ପିସ୍ତା, ୨ ଚାମଚ କଟା ବାଦାମ ଆବଶ୍ୟକ।