ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।
ସମୟ ବଦଳିବା ସହିତ ଚୋରମାନେ ମଧ୍ୟ ଅଗ୍ରଗତି କରିଛନ୍ତି। ଚୋରମାନେ ଚୋରି ପାଇଁ ନୂଆ ନୂଆ ଉପାୟ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହାକୁ ଜାଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ, ଏପରି ଜଣେ ଚୋରର ଏକ ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବାରେ ଲାଗିଛି।
ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍ ତାରକାମାନେ ଏଥିରେ ଦେଖାଯାଉଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଆପଣ ଦେଖିବେ ଯେ, ଟ୍ରେନ୍ର ଭିଡ଼ ଭିତରେ ଯୁବକ ଜଣକ ଦେଶୀ ‘ସ୍ପାଇଡର୍ ମ୍ୟାନ୍’ ହୋଇଯାଇଛନ୍ତି।
ଜୟ ଭାନୁଶାଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଢେର ହସଉଛି। ଏହି ଭିଡିଓରେ ଜୟ ଭାନୁଶାଲି ଗୋଲାପୀ ମ୍ୟାକ୍ସି ପିନ୍ଧି ଘରେ ବୁଲୁଥିବାର ନଜର ଆସିଛନ୍ତି। କେବଳ ଏତିକି ନୁହେଁ, ଯେତେବେଳେ ତାଙ୍କ ପିଲାମାନେ ତାଙ୍କୁ ଏମିତି ଅବସ୍ଥାରେ ଦେଖି ନେଇଛନ୍ତି ସେ ଲାଜରେ ନାଲି ପଡି ବାଥ୍ରୁମ୍ ଆଡକୁ ଦୌଡିଯିବା ଦେଖାଯାଏ।
୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ। ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ଯଦି ଆପଣଙ୍କ ଆକାଉଣ୍ଟରେ ବି କିଛି ସେଭଳି ପୋଷ୍ଟ ଅଛି, ତୁରନ୍ତ ଡିଲିଟ୍ କରନ୍ତୁ ।
ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ। ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ଯଦି ଆପଣଙ୍କ ଆକାଉଣ୍ଟରେ ବି କିଛି ସେଭଳି ପୋଷ୍ଟ ଅଛି, ତୁରନ୍ତ ଡିଲିଟ୍ କରନ୍ତୁ ।
ଏବେ ରାନୁ ମଣ୍ଡଳଙ୍କର ଆଉ ଏକ ଗୀତ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏଥର ସେ ପ୍ରଶଂସକଙ୍କ ପ୍ରଶଂସା ପାଉନାହାଁନ୍ତି। ଅପରପକ୍ଷେ, ପ୍ରଶଂସକମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।
ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।
ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଫେସ୍ବୁକ୍ ଠାରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ କୋଟି କୋଟି ଫଲୋର୍ସ ଅଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ କିଏ ଆସନ୍ତୁ ଜାଣିବା।
ଯଦିଓ WhatsApp ଏମିତି ଭାବେ ଡିଜାଇନ୍ ହୋଇନାହିଁ ଯାହା ଦ୍ୱାରା ଆପଣ ଏହା ସାହାଯ୍ୟରେ ଲୋକଙ୍କୁ ସ୍କାମ’ର ଶିକାର କରିପାରିବ, କିନ୍ତୁ ସାଇବର ଠକମାନେ ନିଶ୍ଚିତ ଭାବରେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ଆସନ୍ତୁ WhatsApp ସ୍କାମରୁ କିପରି ଦୂରେଇ ରହିବେ ସେ ବିଷୟରେ ଜାଣିବା।
WhatsApp ରେ ଏକ ନୂଆ ନୂଆ ଫିଚର ଆସିବାର ଧାରା ଲାଗିରହିଛି। ବର୍ତ୍ତମାନ ଏହି ଆପ୍ ଏମିତି ଏକ ଫିଚର ଯୋଡିଛି ଯାହା ସମସ୍ତଙ୍କୁ ଖୁସି କରିଦେବ। ଏହା ମାଧ୍ୟମରେ ଲୋକେ ନିଜର ପ୍ରୋଫାଇଲ୍ ଫଟୋକୁ ଅଧିକ ସୁରକ୍ଷା ଦେଇପାରିବେ।
ଫେସ୍ବୁକ୍ରେ ଆସୁଥିବା ଗେମ୍ ରିକ୍ୱେଷ୍ଟ୍ ଦ୍ୱାରା ଅନେକ ଲୋକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ଆପଣ ମଧ୍ୟ ହୋଇଥିବେ। ଆପଣ ଯଦି ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ସମାଧାନ କରିବାକୁ ଚାହୁଛନ୍ତି ତେବେ ଜାଣନ୍ତୁ ଗେମ୍ ରିକ୍ୱେଷ୍ଟ୍ ବନ୍ଦ କରିବାର ଉପାୟ।
ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ ।
ସିବିଏସଇ ହେଡକ୍ୱାଟର୍ସ- ଫେକ୍। ସିବିଏସଇ ବୋର୍ଡ ରେଜଲ୍ଟ – ଜାଲ୍। ସିବିଏସଇ ନ୍ୟୁଜ୍ – ନକଲି। ଗୋଟିଏ କି ଦୁଇଟି ନୁହେଁ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା CBSE ନାଁରେ ବୁଲୁଛି।
ପୋଲିସ୍ର ସୂଚନା ଅନୁସାରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍’ରେ କୋହିନୂର ଗ୍ରୁପ୍ ନାମକ ଏକ ପେଜ୍ରେ ଏହି ପୋଷ୍ଟ ହୋଇଥିଲା। ଏହି ଗ୍ରୁପରେ ଜଣେ ଯୁବକ ଅଣ୍ଟା ବେଲ୍ଟରେ ପିସ୍ତଲ ରଖିଥିବାର ଫଟୋ ପୋଷ୍ଟ କରିଥିଲେ।
ଫେକ୍ ଆକାଉଣ୍ଟ ପ୍ରତି ସାବଧାନ ! କିଛି ନୋଟିସ୍ ପାଇବା ପୂର୍ବରୁ ଯାଞ୍ଚ କରନ୍ତୁ ଆକାଉଣ୍ଟ । ଫେକ୍ ଆକାଉଣ୍ଟ ଲିଷ୍ଟ ଜାରି କଲା CBSE...
ଆପଣ କେବେ ଶୁଣିଛନ୍ତି କି ଅନ୍ଲାଇନ୍ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…
ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି।
ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍ସିପ୍ର ଜଟିଳତା ଉପରେ ଆଧାରିତ।