ଯେତେବେଳେ ଆକାଶରେ ଶଙ୍କରଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଅଦ୍ଭୁତ ଭାବରେ ପ୍ରକାଶ ପାଇଥିଲା ଦର୍ଶକଙ୍କ ମନରେ ଭକ୍ତିର ଲହରୀ ଖେଳିଯିବା ସହିତ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲେ ଏବଂ ପାଟିରୁ ବାହାରି ପଡିଥିଲା ‘ହର ହର ମହାଦେବ’। ଦେଖନ୍ତୁ ଏହି ଭିଡିଓ।
ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କର ଜଣେ ଛାତ୍ରଙ୍କ ରୋମାଣ୍ଟିକ୍ ଫଟୋସୁଟ୍ର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହା ଏବେ ସୋସିଆଲ୍ ମିଡିଆରେ ଆଲୋଡ଼ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଏବଂ ଛାତ୍ରଙ୍କ ଏହି ଫଟୋସୁଟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ସୋସିଆଲ୍ ମିଡିଆ X ରେ ଜଣେ ବ୍ୟକ୍ତି ଆନନ୍ଦ ମହିନ୍ଦ୍ରାଙ୍କଠାରୁ ଟଙ୍କା ମାଗିଛନ୍ତି। ସେହି ବ୍ୟକ୍ତି ଜଣଙ୍କ ଆନନ୍ଦ ମହିନ୍ଦ୍ରାଙ୍କୁ ଏକ ଟୁଇଟ୍ ପୋଷ୍ଟ କରି ଏକ ଲକ୍ଷ ଟଙ୍କା ମାଗିଛନ୍ତି। କିନ୍ତୁ ଯେଉଁ କାମ ପାଇଁ ବ୍ୟକ୍ତି ଜଣଙ୍କ ଏହି ଟଙ୍କା ମାଗିଛନ୍ତି ତାହା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଯେ, ଏଥିପାଇଁ ସାହସ ଦରକାର।
ହ୍ୱାଟ୍ସଆପ୍ ଏହାର ପ୍ଲାଟ୍ଫର୍ମରେ ଏକ ନୂଆ ସେବା ଯୋଡିଛି। ଏହି ସେବା ମାଧ୍ୟମରେ ଚାଟରେ ଟେକ୍ସଟ୍, ପୋଲ୍, ଇମେଜ୍ ଏବଂ ଇମୋଜି ଆଦି ଯେକୌଣସି ମେସେଜ୍କୁ ପିନ୍ କରିବାକୁ ଅନୁମତି ମିଳିଛି। ଏଥିରେ ଗୋଟିଏ ଥରରେ କେବଳ ଗୋଟିଏ ଚାଟ୍ ପିନ୍ ହୋଇପାରିବ।
ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।
ଘରେ ଲୁଚି ଲୁଚି ପ୍ରେମ କରୁଥିଲା ଝିଅ। ମା’ର ନଜରରେ ପଡିଗଲା ଝିଅର ଚୋରା ପୀରତି। ତା’ ପରେ ଅବସ୍ଥା ସାଂଘାତିକ। ଦେଖନ୍ତୁ ଏହି ଭିଡିଓ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ରାସ୍ତାକଡ ଖାଦ୍ୟ ଛାଡିଦେବେ। ଚାଉମିନ୍ ଧୋଇବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କ ହୃଦୟ ଜୁତୁଛି। ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଜଣେ ଜେଜେମା’ଙ୍କ ଷ୍ଟାଇଲ୍ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ପାଲଟିଯାଇଛନ୍ତି। ଏହି ଜେଜେମା’ ଏବେ ‘ରୋଷେୟା ଦାଦି’ ନାମରେ ବେଶ ପରିଚିତ।
ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।
ଆଜିକାଲି ଏକ ଭିଡିଓ ଭାଇରାଲ ଯେଉଁଥିରେ ଦୁଇ ବିଦେଶୀ ଭାରତକୁ ନେଇ ପରସ୍ପରଙ୍କ ସହିତ ହିନ୍ଦୀରେ କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କ ମୁହଁରୁ ଭାରତ ବିଷୟରେ ଶୁଣିଲେ ଆପଣଙ୍କ ଛାତି ନିଶ୍ଚିତ ଭାବରେ ଗର୍ବରେ ଫୁଲି ଉଠିବ।
ବିଶ୍ୱକପ୍ ଫାଇନାଲ୍ରେ ଭାରତର ପରାଜୟ ପରେ ଅନେକ ଖେଳାଳି ପଡ଼ିଆରେ କାନ୍ଦୁଥିଲେ। କ୍ୟାପ୍ଟେନ୍ ରୋହିତ ଶର୍ମା ମଧ୍ୟ ନିଜର ନିରାଶା ଏବଂ ଦୁଃଖକୁ ଲୁଚାଇ ପାରି ନଥିଲେ ଏବଂ ସେ ମଧ୍ୟ କାନ୍ଦିବାକୁ ଲାଗିଲେ। ଏହି ନିରାଶା ମଧ୍ୟରେ ରୋହିତ ଶର୍ମାଙ୍କ ଝିଅ ସମାୟରାଙ୍କ ଏକ ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯଦିଓ ଗ୍ଲାମର ଏବଂ ମଡେଲ ଦୁନିଆ ବାହାରୁ ଚକ୍କାଚକ୍ ଲାଗେ, କିନ୍ତୁ ଏହ ସହ ଜଡିତ ବ୍ୟକ୍ତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖିନ ହେବାକୁ ପଡିଥାଏ। ଅଳ୍ପ ସମୟ ମଧ୍ୟରେ ପୋଷାକ ବଦଳାଇବା ଠାରୁ ଆରମ୍ଭ କରି ଫ୍ୟାଶନ୍ ଶୋ’ ସମୟରେ ଶହ ଶହ ଲୋକଙ୍କ ସାମ୍ନାରେ ନିର୍ଭୟରେ ଚାଲିବା ପର୍ଯ୍ୟନ୍ତ, ଏସବୁ ଅନେକ ଚ୍ୟାଲେଞ୍ଜର ସହ ଗ୍ରହଣ କରିବାକୁ ହୋଇଥାଏ।
ସାରା ଦେଶରେ ଫାଇନାଲ୍ ମ୍ୟାଚ୍କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବର୍ତ୍ତମାନ ଏହାରି ଭିତରେ ବିଶ୍ୱକପ ଫାଇନାଲ୍କୁ ନେଇ ତିଆରି ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଛି ଆଉ ଉତ୍ସାହିତ ମଧ୍ୟ କରାଯାଇଛି।
ସୋସିଆଲ୍ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣ ନିଜ ହସକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ ନାହିଁ। ଭାଇରାଲ ହେଉଥିବା ଏହି ଭିଡିଓରେ ଶାଢି ପିନ୍ଧିଥିବା ଜଣେ ମହିଳା ଝରକା ଦେଇ ବସ୍ ଭିତରକୁ ଯାଉଥିବା ଦେଖିବାକୁ ମିଳେ।
ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।
ସୋସିଆଲ୍ ମିଡିରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି। ଜଣେ ବୃଦ୍ଧ ବ୍ୟକ୍ତି ଦୀର୍ଘ ଜୀବନ ବଞ୍ଚିବାର ରହସ୍ୟ କ’ଣ କହୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ବୋଧହୁଏ ଆପଣ ମଧ୍ୟ ତାଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସକୁ ମାନିବାକୁ ବାଧ୍ୟ ହେବେ।
ଆଜିକାଲି ଭାରତୀୟ ତଥା ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏକ ନକଲି(ଡିପ୍ଫେକ୍) ଭାଇରାଲ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ରଶ୍ମିକାଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଛି ଏବଂ ଅଭିନେତ୍ରୀ ନିଜେ ଏହାକୁ ନେଇ ନିଜର ତିକ୍ତତା ପ୍ରକାଶ କରିଛନ୍ତି।
ସ୍ୱାସ୍ଥ୍ୟସେବା କମ୍ପାନୀର ସିଇଓ ଜଣେ ବ୍ୟକ୍ତିର CV ପାଇଥିଲେ, ଯେଉଁଥିରେ ସେ ଏପରି କିଛି ପଢିଥିଲେ ଯେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୃତ୍ତିଗତ ଜୀବନ ଏବଂ ସଫଳତା ବ୍ୟତୀତ, ବ୍ୟକ୍ତି ଜଣକ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏପରି କିଛି ଲେଖିଥିଲେ ଯେ ଏହାକୁ ପଢିବା ପରେ ସିଇଓ ନିଜେ ଲଜ୍ଜା ଅନୁଭବ କଲେ।
କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
ଏକ ରିସୋର୍ଟର ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ଭାଲୁକୁ କିଛି ଦିନ ଧରି ଖୋଜାଖୋଜି ପରେ ହତ୍ୟା କରାଯାଇଛି। ଏହି ଦୁର୍ଘଟଣାଜନିତ ଏନକାଉଣ୍ଟରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଭାଲୁ କିପରି ଜଣେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି।
କୁହାଯାଏ ଯେ ପ୍ରେମର କଥା କେବେ ଶେଷ ହୁଏ ନାହିଁ। ବେଳେବେଳେ କିନ୍ତୁ ଦୀର୍ଘ ଦିନ ପ୍ରେମ ହେତୁ ଏହା ପଛରେ ଥିବା ବିଲ୍ ମୁଣ୍ଡବ୍ୟଥାର କାରଣ ହୋଇଯାଏ। ନିକଟରେ ସୋସିଆଲ ମିଡିଆରେ ଜଣେ ପ୍ରେମୀ ପାଗଳ ନିଜର ଯନ୍ତ୍ରଣାକୁ ପ୍ରକାଶ କରି ଭାଇରାଲ ହେଉଛନ୍ତି।
ୟୁରୋପୀୟ ୟୁନିଅନ୍ (EU) ମୁଖ୍ୟ ଥିଏରି ବ୍ରେଟନ୍ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସମୟରେ ଇୟୁ ଅନଲାଇନ୍ ବିଷୟବସ୍ତୁ ନିୟମକୁ କିପରି ଅନୁସରଣ କରୁଛନ୍ତି ସେ ସମ୍ବନ୍ଧରେ ଏଲନ୍ ମସ୍କଙ୍କଠାରୁ ସୂଚନା ମାଗିଥିଲେ ।
ଶିଶୁ ଯୌନ ଉତ୍ପୀଡ଼ନ ସଂପର୍କିତ ଫଟୋ, ଭିଡିଓ ଆଦି ସମସ୍ତ ପ୍ରକାର ବିଷୟବସ୍ତୁକୁ ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ହଟାଇବାକୁ କିମ୍ବା ଏହାକୁ ନିଷ୍କ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଭବିଷ୍ୟତରେ ଏଭଳି ବିଷୟବସ୍ତୁ ଚିହ୍ନଟ କରି ହଟାଇବା ପାଇଁ ଠୋସ୍ ଆଲଗରିଦିମ୍ ଓ ରିପୋର୍ଟିଂ ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଛି ।
ଆଜିକାଲି ଉର୍ଫି ତାଙ୍କ ପୋଷାକ ପାଇଁ ନୁହେଁ, ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଖବର ହେଉଛି ଯେ ଉର୍ଫି ଲୁଚିଛପି ଏନ୍ଗେଜ୍ମେଣ୍ଟ୍ କରିନେଇଛନ୍ତି। ତେବେ କିଏ ସେହି ପୁରୁଷ ଜାଣିବା ପାଇଁ ଲୋକଙ୍କ ମନରେ ବଢୁଛି ଉତ୍କଣ୍ଠା।
ପିଲାଙ୍କୁ ପାଳିବା କେତେ ଯେ କଷ୍ଟ ଏହା ସବୁ ବାପା-ମା’ ବୁଝନ୍ତି। ତେବେ ବାପା ହେବା କେତେ କଷ୍ଟ ତାହା କେବଳ ଜଣେ ବାପା ହିଁ ବୁଝିପାରନ୍ତି। ନିଜ ପିଲା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଏହି ଭିଡିଓ ଏହାର ଜ୍ୱଳନ୍ତ ପ୍ରମାଣ। ଦେଖନ୍ତୁ…