Advertisment

କେତେ ସୁରକ୍ଷିତ ଓଡ଼ିଶାର ବେଳାଭୂମି ?

ଗୋପାଳପୁର ଲଜ୍ଜାକୁ ନେଇ ସାରା ରାଜ୍ୟରେ କମ୍ପନ ପରେ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବରେ କେତେ ସୁରକ୍ଷିତ ଓଡ଼ିଶାର ବେଳାଭୂମି ? କେତେ ପ୍ରସ୍ତୁତ ରହିଛି ପୋଲିସ-ପ୍ରଶାସନ ? ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା ଓଟିଭି ।

author-image
Santosh Kumar Sahoo

ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ବେଳାଭୂମି ? କେତେ ପ୍ରସ୍ତୁତ ରହିଛି ପୋଲିସ-ପ୍ରଶାସନ ? ଗୋପାଳପୁର ପାପ ଘଟଣା ପର୍ଯ୍ୟଟକଙ୍କ ମନରେ ଛନକା ଭରିଥିବାବେଳେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି ଓଟିଭି।

Advertisment
Odisha Sea Beach
Advertisment
Advertisment